କାଳବୈଶାଖୀର ତାଣ୍ଡବଲୀଳା

0 2

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଲିଛି। ଗଛ ଗୁଡିକ ଉପାଡି ହୋଇଛି କେଉଁଠି ଘରର ଛପର,ଖପର, ଆଜବେଷ୍ଟର ଏଣେ ତେଣେ ପଡିଯାଇଛି। ଆଉ କେଉଁଠି ଗଛ ଗୁଡିକ ରାସ୍ତା କଡରେ ପଡି ରହିଛି। ବିଦ୍ଯୁତ୍ ସେବା ବିଛିନ୍ନ ରହିଛି। ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

Leave A Reply

Your email address will not be published.