Sign in
Sign in
Recover your password.
A password will be e-mailed to you.
ବେଦାନ୍ତ ପ୍ରସଙ୍ଗରେ ଝାଡ଼ିଝୁଡି ହେଇଗଲା ବିଜେଡି
ମନମୋହନ-ସମୀରଙ୍କ ମୁଣ୍ଡରେ ବୋଳିଦେଲା ବେଦାନ୍ତ କଳଙ୍କ
ବିଜେଡି କହିଲା" ସଭାପତି ମନମୋହନଙ୍କୁ ଫସାଇବାକୁ ସମ୍ବିତଙ୍କ ସାମ୍ବାଦିକ ସମ୍ମିଳନୀ"
ପଦାରେ ପଡିଲା ମନମୋହନଙ୍କ ସଭାପତିତ୍ୱକୁ ନେଇ ବିଜେପିର ଅସନ୍ତୋଷ
ବେଦାନ୍ତକୁ ଜମି ଦେବାବେଳେ ମନମୋହନ ଥିଲେ ରାଜସ୍ୱ ମନ୍ତ୍ରୀ,…
ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ରାଜନୀତି ନକରନ୍ତୁ: ବିଜେଡି
ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍ଶୃଙ୍ଖଳା ପରିସ୍ଥିତି ଭଲ
ଧର୍ମେନ୍ଦ୍ର ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ଠାରୁ ଓଡିଶା ଭଲ ସ୍ଥିତିରେ ଅଛି
ଆଇନଶୃଙ୍ଖଳାକୁ ଆଳ କରି ଓଡିଶା ଲୋକଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର
ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍…
ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର : ଡ.ସମ୍ବିତ ପାତ୍ର
କଂପାନୀ ସହ ମିଶି ଚାଷୀଙ୍କ ଜମିକୁ ହଡପ୍ କରିବାର ଷଡଯନ୍ତ୍ର କରୁଥିଲେ ରାଜ୍ୟ ସରକାର
ପୁରା ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ କଂପାନୀ ପ୍ରତି ଅହେତୁକ ଅନୁକଂପା ଓ ପ୍ରୀତି ସ୍ପଷ୍ଟ ବାରି ହେଉଛି
ଭୁବନେଶ୍ୱର, ତା.୧୩/୦୪: ଘରୋଇ କଂପାନୀ ସହ ମିଶି ରାଜ୍ୟ ସରକାର…
ଜିଜ୍ଞାସା ଉଦ୍ରେକ କରୁଛି ୟୁଏଆଇଏଲ୍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’
ଭୁବନେଶ୍ୱର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଏବଂ କଳାହାଣ୍ଣି ଭଳି ଜିଲ୍ଲାଗୁଡିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍…
ସମ୍ବଲପୁରରେ ଗତକାଲି ହୋଇଥିବା ଦଙ୍ଗା ଏକ ସୁପରିକଳ୍ପିତ ଷଡଯନ୍ତ୍ର : ମନମୋହନ
ଭୁବନେଶ୍ୱର, ତା.୧୩/୦୪ : ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଆୟୋଜିତ ଶୋଭାଯାତ୍ରା ସମ୍ପୃର୍ଣ୍ଣ ଶାନ୍ତିପୁର୍ଣ୍ଣ ଭାବରେ ଯାଉଥିବା ବେଳେ ଯେଉଁ ଭଳି ଭାବରେ କିଛି ଅସାମାଜିକ ମୁସଲମାନ ଲୋକମାନେ ଏହି ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିଲେ, ଖଣ୍ଡାରେ ଆକ୍ରମଣ କରିଲେ, ଲାଠିରେ ବାଡେଇଲେ,…
ଅରୁଣ ସାହୁଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର, : ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ସାହୁଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଦେବଗଡ ଜିଲ୍ଲା ବିଜେପି ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।
ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ-
ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ): ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ର ସମୀକ୍ଷା ବୈଠକ ମନ୍ତ୍ରୀ, ଅର୍ଥ ଓ ସଂସଦୀୟ ବ୍ୟାପାର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ବିଧାୟକ ସୋନପୁର ନିର୍ବାଚନ ମଣ୍ଡଳୀ ନିରଞ୍ଜନ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ…
ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା ; ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ
ଭୁବନେଶ୍ୱରରେ ଓଡିଶା ସ୍କିଲ୍ କନକ୍ଲେଭ- ୨୦୨୩ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର,:ରାଜ୍ୟ ସରକାର ଅପ୍ରେଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡିଶା ସ୍କିଲ୍ କନକ୍ଲେଭ- ୨୦୨୩ ଆୟୋଜନ କରିବାକୁ ଯାଉଛନ୍ତିା ଏହି ତିନି ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶାକୁ ଏକ…
ଏମଫିଲ ବାଣିଜ୍ୟ ବିଭାଗରେ ପ୍ରିୟଙ୍କା ରାଉତ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଟପର
ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳଙ୍କ ଠାରୁ ପଦକ ଗ୍ରହଣ
ଭୁବନେଶ୍ୱର/ସମ୍ବଲପୁର-ପ୍ରିୟଙ୍କା ରାଉତ, ୨୦୨୧-୨୨ ମସିହାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ,ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ମାଷ୍ଟର ଅଫ ଫିଲୋସୋଫି(ଏମଫିଲ-ବାଣିଜ୍ୟ) ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ଛାତ୍ରୀ ଭାବେ…