ବୋହୁ କୁ ବାଡେଇ ବାଡେଇ ମାରି ଦେଇ ତା ମୁହଁରେ ବିଷ ଢାଳିଦେଲେ ପରିବାର ଲୋକ

0

ଜଗତସିଂହପୁର,ତା-୨୬.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ମଞ୍ଜୁ ବାଗ (ମାଈତି)କୁ ବୈଦିକ ରୀତିନୀତି ରେ ଦୀର୍ଘ 12ବର୍ଷ ତଳେ ପଦ୍ମପୁର ପଂଚାୟତ କୁଳମଣି ମାଈତି ଙ୍କ ପୁତ୍ର କୁଷ୍ଣଚନ୍ଦ୍ର ମାଈତି ବିବାହ କରିଥିଲେ ବୋହୁ ର 11ବର୍ଷ ର ଝିଅ 4 ବର୍ଷ ର ପୁଅ ଅଛି କିନ୍ତୁ କୌଣସି କାରଣ ନ ଥାଇ ଗତ 13,6,23 ରିଖ ଦିନ ଶଶୁର ଜ୍ୱାଇଁ ଶାଶୁ ଦିଅର ମିଳିତ ଭାବେ ବୋହୁ କୁ ବାଡେଇ ବାଡେଇ ମାରିଦେଲେ ମିଛଟାରେ ତା ମୁହଁରେ ସାମାନ୍ୟ ବିଷ ଢାଳି ଦେଇ ମରିଗଲା ବୋଲି ବୋହୁ ର ବାପ ଘରକୁ ଫୋନ ମାଧ୍ୟ୍ୟମରେ ଜଣାଇଲେ ସାଙ୍ଗେ ସାଙ୍ଗେ ବୋହୁ ର ପରିବାର ଲୋକ ଏରସମା ମେଡିକାଲ ରେ ପହଂଚିଲେ l ଝିଅର ଶରୀର ଦେଖି ରେଣୁବାଳା ଗୁଡ଼ିଆ ସ୍ୱାମି -ସପନ ଗୁଡ଼ିଆ ଗଡ଼ହରୀଶ ପୁର, ଏରସମା ଥାନା ଲିଖିତ ଜଣାଇବା ପରେ ଥାନା ରୁ ଆଇ ଆଇ ସି ଆସି ଦେଖିଥିଲେ ଝିଅର କାନମୁଣ୍ଡା ଫାଟିଛି,ବେକରେ ବାଡିଆ ଚିହ୍ନ ସହିତ ଅଣ୍ଟା ରେ ମଧ୍ୟ ବାଡିଆ ଚିହ୍ନ ଅଛି l ଏତେ ସବୁ ପ୍ରମାଣ ଥାଇ ପୋଷ୍ଟ ମଟମ ନ ହେବା ପୂର୍ବରୁ ଆସାମୀ ମାନଙ୍କୁ ଏରସମା ଥାନା ଛାଡି ଦେଲେ ଏବଂ ଦୀର୍ଘ ଦେଢ଼ ମାସ ବିତିଗଲେ ମଧ୍ୟ କାହାରିକୁ ଆରେଷ୍ଟ କରିବା ତ ଦୂରର କଥା l ଆସାମୀ ମାନେ କହୁଛନ୍ତି ତୁମ ଝିଅ ର ଯେଉଁଭଳି ଆମେ କରିଛୁ ତୁମର ମଧ୍ୟ ସେହିଭଳି କରଦେବୁ ଯଦି ତୁମେ ଥାନାରୁ କେଶ ନ ଉଠାଅ ଜ୍ୱାଇଁ ଘର ଲୋକ କହିବା କଥା ଥାନା ସବୁ ବାବୁ ଆମର ନେତା ମନ୍ତ୍ରୀ ଆମର ତୁମେ ଆମର କିଛି କରିପାରିବନି କେଶ ଉଠାଅ ନଚେତ ତୁମର ଅବସ୍ଥା ତୁମ ଝିଅଭଳି ହେବ ଆମେ ଭୟ ରେ ଜିଲ୍ଲା ଏସ ପି କାର୍ଯ୍ୟାଳୟ କୁ ଆସିଛୁ l

Leave A Reply

Your email address will not be published.