ଗାଇସିଲାଟ/ମନ ଡନସନା-ଓଡିଶା ଡ୍ରାଇଭର ମହାସଂଘ ଗାଇସିଲଟ ତରଫରୁ ନିଜ ସଂଘର ଜଣେ ଡ୍ରାଇଭର ପାରାଲେସିସ ହୋଇଥିବା ଖବର ପାଇ ଅଏଁଲାଭଟା ଗ୍ରାମର ରହିତ ସାହୁ ଘରକୁ ଯାଇ ସାହାଯ୍ୟର ହାତ ବଢେଇଥିଲେ।ଗାଇସିଲଟ ଡ୍ରାଇଭର ମହାସଂଘର ସଭାପତି ସୁରେଶ ସାଗର,ସମ୍ପାଦକ ମନୋରଞନ ଡୁଡୁକା,ଜଗଦୀଶ ସାହୁ ଏବଂ ଗାଇସିଲଟ ବ୍ଲକ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ କରିଥିଲେ।
Sign in
Sign in
Recover your password.
A password will be e-mailed to you.