ହତ୍ୟା ମାମଲାରେ ଦେଢ଼ ବର୍ଷ ଧରି ଫେରାର ଥିବା ପୁତୁରା କୁ ଗିରଫ କଲା ଉମରକୋଟ ପୋଲିସ।

ପୁତୁରା ଆକ୍ରମଣରେ ବଡବାପା ମୃତ ଘଟଣା।  ଉମରକୋଟ/ଜିତେନ୍ଦ୍ର ମହାନ୍ତି: ପୁତୁରା ଆକ୍ରମଣରେ ବଡବାପା ମୃତ ଉକ୍ତ ଘଟଣାରେ ଜଡ଼ିତ ଅଭିଯୁକ୍ତ କୁ ଉମରକୋଟ ପୋଲିସ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରୁ ଗିରଫ କରିବାରେ ସଫଳ ହେଇଛି। ସୂଚନା ଅନୁଯାୟୀ ନବରଙ୍ଗପୁର…

ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ପ୍ରସ୍ତାବ ଗୃହୀତ

ମାସେ ଭିତରେ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ୨୦୦ୟୁନିଟ ଦେୟ ମୁକ୍ତ ବିଜୁଳି ଘୋଷଣା କରନ୍ତୁ ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦିଆଯାଉ ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାନଙ୍କର ଏକ ବୈଠକ ଲୋହିଆ ଏକାଡେମୀଠାରେ…

୫ଦଫା ଦାବୀ ନେଇ ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ ଦାବିପତ୍ର ପ୍ରଦାନ

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ କନ୍ଧମାଳ ଜିଲ୍ଲା ସଭାପତି ଫିରୋଜ କୁମାର୍ ଦିଗାଲଙ୍କ ନେତୃତ୍ୱରେ ଆଜି ଘୁ ଉଦୟଗିରି ନୂତନ ହାଟ ଠାରୁ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଦେଇ…

ଘୁ.ଉଦୟଗିରି ଠାରେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟର ପ୍ରେଖ୍ୟାଳୟ ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ…

ହୃଦରୋଗର ସର୍ବଶେଷ୍ଠ ବିକାଶ ପ୍ରଦର୍ଶନ ପାଇଁ ଆମ୍ରି ହସ୍ପିଟାଲରେ କାର୍ଡିଆକ୍ କନକ୍ଲେଭ୍ ଆୟୋଜନ

କାର୍ଡିଆକ୍ ସାଇନ୍ସ କ୍ଷେତ୍ରରେ ମେଡିକାଲ୍ ପ୍ରଫେସନାଲ୍ ମଧ୍ୟରେ ବୈଜ୍ଞାନିକ ଇଭେଣ୍ଟ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ବାଣ୍ଟିବା ପାଇଁ ଉଦ୍ଦିଷ୍ଟ | ଭୁବନେଶ୍ବର : ଶନିବାର ଦିନ ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଏହାର ଆୟୋଜନ କରା ଯାଇଥିଲା । କାର୍ଡିଆକ୍, ଇଣ୍ଟରଭେନସନାଲ କାର୍ଡିଓଲୋଜି ଏବଂ…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୦୬/୦୫: ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା ଘଟିଛି ବାରିପଦାଠାରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ…

ମୁକ୍ତା ଯୋଜନା ର ସମୀକ୍ଷା ବୈଠକ ଅନୁଷ୍ଠିତ

କାମାକ୍ଷାନଗର - କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟ ରେ ଆଜି ଦିନ ୩ ଘଟିକା ସମୟ ରେ ଓଡ଼ିଶା ସରକାର ଙ୍କ ମୁକ୍ତା ଯୋଜନା ର ଅଧକ୍ଷା ମୀରା ପରିଡ଼ା ପହଁଞ୍ଚିବା ପରେ ନଗରପାଳ ଧର୍ମାନନ୍ଦ ପରିଡ଼ା, ସମସ୍ତ କାଉନସିଲର, ନାରୀନେତ୍ରୀ ରଞ୍ଜିତା ବେହେରା, ବିଜେଡ଼ି ଯୁବ ସଭାପତି…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ ସୁନ୍ଦରଗଡ଼, 06/05(ବସନ୍ତ କୁମାର ଜେନା): ଆଜି ଅପରାହ୍ନରେ ଓସୱାନ ଭି. ସି. ମାଧମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆଚାର୍ଯ୍ୟ ଆଚାର୍ଯ୍ୟା ଶୈକ୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼(ଲକ୍ଷ୍ମୀଧର ସାହୁ):ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ ଗତ ଅପ୍ରେଲ ୨୫ ତାରିଖରୁ ଚାଲିଥିବା ଆଚାର୍ଯ୍ୟା ଆଚାର୍ଯ୍ୟ ଶୈକ୍ଷିକ ପ୍ରଶିକ୍ଷଣ ଶିବିରର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ…