Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ
ସୁନ୍ଦରଗଡ଼, 06/05(ବସନ୍ତ କୁମାର ଜେନା): ଆଜି ଅପରାହ୍ନରେ ଓସୱାନ ଭି. ସି. ମାଧମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆଚାର୍ଯ୍ୟ ଆଚାର୍ଯ୍ୟା ଶୈକ୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ଼(ଲକ୍ଷ୍ମୀଧର ସାହୁ):ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ ଗତ ଅପ୍ରେଲ ୨୫ ତାରିଖରୁ ଚାଲିଥିବା ଆଚାର୍ଯ୍ୟା ଆଚାର୍ଯ୍ୟ ଶୈକ୍ଷିକ ପ୍ରଶିକ୍ଷଣ ଶିବିରର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ…
କାର୍ଲ ମାର୍କସ ଙ୍କ ୨୦୬ ତମ ଜନ୍ମ ଜୟନ୍ତୀ ସି ଆଇ ଟି ୟୁ ପକ୍ଷରୁ ପାଳିତ।
ରାଉରକେଲା(ବସନ୍ତ କୁମାର ଜେନା): ବିଶ୍ଵର ମହାନ୍ ଦାର୍ଶନିକ ସମାଜବାଦ ର ସ୍ରଷ୍ଟା କାର୍ଲ ମାର୍କସ ଙ୍କ ୨୦୬ ତମ ଜନ୍ମ ଜୟନ୍ତୀ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ ଠାରେ ସି ଆଇ ଟି ୟୁ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ…
ଭିଡିଓ କନଫେରେନ୍ସ ଜରିଆରେ ରାମସା 5T ସ୍କୁଲ ଲୋକାର୍ପିତ |
https://youtu.be/h9F8VsI8AII
ଝରୀଗାଁ/ ନବରଙ୍ଗପୁର: ଅଶୋକ ସାହୁ.-ଆଜି ଚତୁର୍ଥ ପର୍ଯ୍ୟାୟ ରେ ମୁଖ୍ୟମନ୍ତ୍ରୀ ପାଞ୍ଚଟି ଜିଲ୍ଲାର 323ଟି 5T ସ୍କୁଲ କୁ ଲୋକାର୍ପିତ କରିଥିବା ବେଳେ ସେଥି ମଧ୍ୟରେ ନବରଙ୍ଗପୁର ଜିଲ୍ଲାର 76ଟି ସ୍କୁଲ ଅନ୍ତର୍ଭୁକ୍ତ ରହିଛି |ନବରଙ୍ଗପୁର ଜିଲ୍ଲାର 76ଟି…
୪୧ ଜଳସାଥୀ ସମ୍ବର୍ଦ୍ଧିତ: ସର୍ବାଧିକ ଜଳକର ସଂଗ୍ରହ କରି ସବିତା ରଥ ରାଜ୍ଯ ରେ ପ୍ରଥମ
ରାଉରକେଲା: ୬/୫/୨୩(ବସନ୍ତ କୁମାର ଜେନା):- ରାଉରକେଲାର ଜଳସାଥୀ ସବିତା ରଥ ସମଗ୍ର ରାଜ୍ଯ ରେ ସର୍ବାଧିକ ଜଳ କର ସଂଗ୍ରହ କରି ରାଜ୍ଯ ସ୍ତରରେ ଶ୍ରେଷ୍ଠ ଜଳସାଥୀ ଭାବରେ ବିବେଚିତ ହୋଇଛନ୍ତି। ସେ ଅପ୍ରେଲ ମାସରେ ମୋଟ ୧୦ ଲକ୍ଷ ୪୭ ହଜାର ୧୦୩ ଟଙ୍କା ଜଳ କର ବାବଦ କୁ ସଂଗ୍ରହ କରିଛନ୍ତି। ରଥ ସମେତ…
-ଭାରସାମ୍ୟ ହରାଇ ଓଲଟିଲା ଟାଟା ଆସି ମିନି ଟ୍ରକ
କୋଡିଏ ରୁ ତିରିଶ କୀର୍ତ୍ତନ ମଣ୍ଡଳୀ ଆହତ
କାମାକ୍ଷାନଗର -ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ମିନି ଟ୍ରକ l କୋଡିଏ ରୁ ତିରିଶ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୁରୁତର l କାମାକ୍ଷାନଗର ମେଡିକାଲ ରେ ଭର୍ତି l ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ଏକ କୀର୍ତ୍ତନମଣ୍ଡଳୀ ଦଳ…
ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳିତ
https://youtu.be/doqkShfCoZQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର ନୃସିଂହନାଥ…
କଥା ରଖିଲେ ବିଧାୟିକା : ଖୋଲିଲା ୬ ଗୋଟି ପ୍ରାଥମିକ ବିଦ୍ୟାଳୟ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକ୍ ରେ ବନ୍ଦ ରହିଥିବା ୬ ଗୋଟି ପ୍ରାଥମିକ ବିଦ୍ୟାଳୟ କୁ ପୁନଃ ଖୋଲା ଯାଇଛି l ପ୍ରକାଶ ଥାଉକି, ଉପନିର୍ବାଚନ ସମୟରେ ଅନେକ ଗ୍ରାମରେ ଲୋକଙ୍କ ଅଭିଯୋଗ ରହିଥିଲା ଯେ ସେହି…
ଗ୍ରୀଷ୍ମଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ ଶିକ୍ଷା
ଭୁବନେଶ୍ୱର,(ଶାସକ ପ୍ରଶାସକ): ଗ୍ରାମାଞ୍ଚଳ ଓ ଛୋଟ ସହରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ଅଭିଳାଷ କ୍ରମେ ବ୍ଲକ୍ ସ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯାଇଛିାଗ୍ରୀଷ୍ମ…
ନିଃସହାୟ ଲତାଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର,: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବାଇଜପଡା ଗ୍ରାମର ନିଃସହାୟ ଲତା ଦେହୁରୀଙ୍କୁ ଉଚ୍ଚମାନର ଚିକିତ୍ସା ମିଳିଛି । ୩୫ ବର୍ଷ ବୟସ୍କ ଲତା ଦେହୁରୀ ଅବିବାହିତା ଅଟନ୍ତି । ତାଙ୍କର ବାପା ଓ ମା’ଆରପାରିକୁ ଚାଲିଯିବା ପରେ ଲତା ସମ୍ପୂର୍ଣ୍ଣ ନିଃସହାୟ ହୋଇପଡିଥିଲେ ।…