Sign in
Sign in
Recover your password.
A password will be e-mailed to you.
ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ସମର କ୍ୟାମ୍ପ ଆରମ୍ଭ
ଭୁବନେଶ୍ୱର, ୬/୦୫: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ଏକ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର । ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ…
ଭାବମୂର୍ତ୍ତି ତିଆରିରେ ଲୋକସମ୍ପର୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
କିଟରେ ୪ର୍ଥ ଲୋକସମ୍ପର୍କ ସମ୍ମିଳନୀ
ଭୁବନେଶ୍ୱର,୫ ।୫: ବ୍ୟକ୍ତିଗତ ହେଉ ବା ଆନୁଷ୍ଠାନିକ , ରାଜ୍ୟ ଓ ଦେଶର ଦୈନନ୍ଦୀନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି କିଟ୍…
ବେଦାନ୍ତ ଆଲୁମିନିୟମର ‘ଜଲ୍ ସେବା ଶିବିର’ ସ୍ଥାନୀୟ ଲୋକମାନଙ୍କୁ ଗ୍ରୀଷ୍ମ ପ୍ରବାହକୁ ପ୍ରତିହତ କରିବାରେ ସାହାଯ୍ୟ…
ଜଳ କିଓସ୍କ ସ୍ଥାପନ ସହିତ ଯାତ୍ରୀ ଏବଂ ସ୍ଥାନୀୟ ଗୋଷ୍ଠିକୁ ବିଶୁଦ୍ଧ ପାନୀୟ ଜଳ ତଥା ଥଣ୍ଡା ପାନୀୟ ଯୋଗାଇବା ପାଇଁ ୱାଟର ଟ୍ୟାଙ୍କର୍ ନିୟୋଜିତ କରାଯାଇଛି
ଝାରସୁଗୁଡା: ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହିତ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ସ୍ଥାନୀୟ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୁରଭଞ୍ଜ ଗସ୍ତର ଦ୍ୱିତୀୟ ଦିନ
ମୟୂରଭଞ୍ଜ /ଦିପୁ ମହାପାତ୍ର: : ଭାରତର ରାଷ୍ଟ୍ରପତି ତଥା ମୟୁରଭଞ୍ଜ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଏହି ଗସ୍ତର ଦୁଇଦିନ ରହିଛି ସେଥିପାଇଁ ଯଶିପୁର ଛେଳିଗୋଧଡି ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଥିଲା । ତେବେ ରାଷ୍ଟ୍ରପତି ହେବା ପରେ…
ବଜ୍ରପାତରେ ଯୁବକ ମୃତ
ବାସୁଦେବପୁର -ଭଦ୍ରକ ଜିଲ୍ଲା କରଣ ପଲ୍ଲୀ ଠାରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି।ଚିଙ୍ଗୁଡି ପ୍ଲାଣ୍ଟ ରୁ ଫେରୁଥିବା ସମୟରେ ବଜ୍ରପାତରେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ କରଣ ପଲ୍ଲୀ ପଞ୍ଚାୟତ ବିଜୟପାଟଣା ଗ୍ରାମର ପଲଟୁ ମଣ୍ଡଳ ବୋଲି ଜଣାପଡିଛି । ପ୍ଳାଣ୍ଟ ରୁ ଘରକୁ ଫେରୁଥିବା ସମୟରେ…
ବନ୍ଦାଣୀଆ ନିକଟରେ ବାଇକ ଦୂର୍ଘଟଣା,୨ମୃତ
କାମାକ୍ଷାନଗର/ ରିତେଶ ବ୍ରହ୍ମା :ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ।ଦାଦା ଓ ପୁତୁରା ମୃତ।କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଦୂର୍ଘଟଣା।ମୃତକ ଦ୍ବୟ ହେଲେ ଟାଟା ମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ (୨୨ବର୍ଷ) ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ…
ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ- : ସୁରେଶ ମହାପାତ୍ର
କାମାକ୍ଷାନଗର/ରିତେଶ ବ୍ରହ୍ମା -ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ସୂଚନା ଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ ନିଆମକ ଆୟୋଗର ଅଧ୍ୟକ୍ଷ ସୁରେଶ ମହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ଆସି କହିଛନ୍ତି ଶ୍ରୀ ମହାପାତ୍ର ।…
ଗଞ୍ଜେଇ କାରବାର ରେ ଜଣେ ଗିରଫ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି-ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୁବାଷ ବିଷୋୟି କୁ ଗିରଫ କରିବାରେ ସଫଳ ହୋଇଛି।ସୁବାଷର ନାମରେ ଓଡିଶା ଓ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ୬ଟି ଏନଡିପିଏସ କେସ ରହିଥିବା ଉମରକୋଟ ପୋଲିସ ସୂଚନା ପ୍ରଦାନ…
ନୃସିଂହନାଥ ପରିସରରେ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା
ଉଦଯାପିତ ହେଲା ବିଶ୍ବଶନ୍ତି ମହାଯଜ୍ଞ, ୧ଲକ୍ଷ ୨୫ହଜାର ନୃସିଂହ ବିଜମନ୍ତ୍ର ଜପ ,
ପବିତ୍ର ଝରଣାରେ ବୁଡ ପକାଇଲେ ହଜାର ହଜାର ଭକ୍ତ
ବରଗଡ:- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଶ୍ରୀ…
ଏକ ବର୍ଷ ମଧ୍ୟରେ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ୫୦୦୦ ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ
ଭୁବନେଶ୍ୱର, ମେ ୫: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଂଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍…