ପ୍ରଭୂଜୀ ଇଂଲିଶ ମିଡିୟମ୍ ସ୍କୁଲ ପକ୍ଷରୁ କିଡ୍ସପ୍ରେନୁୃ୍ୟଅର୍ସିପ୍ ସହ ସହଯୋଗିତାରେ ଡିଜାଇନ୍ ଭାବନା ଓ ଉଦ୍ୟମିତା…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଓ ଉଦ୍ୟମିତାକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲ ପକ୍ଷରୁ ନିକଟରେ ଏକ ଚମକ୍ରାର ଡିଜାଇନ୍ ଭାବନା ଓ ନବସୃଜନ କର୍ମଶାଳା ଆୟୋଜନ କରାଯାଇଥିଲା । ମେ’ ୨୩ରୁ ୨୬ ପର୍ଯ୍ୟନ୍ତ…

ରାଜଭବନରେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ହେବ

ସମ୍ପୃକ୍ତ ରାଜ୍ୟର ଲୋକେ ଯୋଗାଯୋଗ କରିବାକୁ ନିବେଦନ ଭୂବନେଶ୍ୱର: "ଏକ ଭାରତ: ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ'ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ନିମନ୍ତେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଭାବଗତ ସଂପର୍କର ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ରାଜ୍ୟର ପ୍ରତିଷ୍ଠା ଦିବସ ରାଜଭବନରେ ପାଳନ କରାଯିବ । ପ୍ରତିଷ୍ଠା…

ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପଛୁଆବର୍ଗ ସର୍ଭେ

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିା ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସହିତ) ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ। କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ…

ଓଡିଶା ମିଲେଟ ମିଶନ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଲେଟ ସଚେତନତା ରଥ ଉଦଘାଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ଓଡିଶା ମିଲେଟ ମିଶନ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଚାରୋଟି ବ୍ଲକ୍ ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲେଟ ର ସଚେତନତା ରଥ ଆଜି ସକାଳ ୧୦ ଘଟିକାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଚାରୋଟି ରଥ କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ…

୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ

ଉତ୍ତମ ବ୍ୟବହାର ପୂର୍ବକ ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଭୁବନେଶ୍ୱର :ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ୍ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପ୍ରଶିକ୍ଷଣ ସମାପ୍ତି ପରିପ୍ରେକ୍ଷୀରେ…

ପୁଅର କଳଙ୍କ ମୁଣ୍ଡାଇ ଏବେ ମନ୍ତ୍ରୀଙ୍କ ହଜିଯାଇଛି ନିଦ

ଭିଡିଓ ଦେଖିଲେ ଲାଗିବ ବାବୁ ଏ କାମରେ କେତେ ମାହିର  ପଶ୍ଚିମ ଓଡ଼ିଶାରେ ଭାଇରଲ ହେବାରେ ଲାଗିଛି ମନ୍ତ୍ରୀ ଙ୍କର ସୁପୁତ୍ରଙ୍କ ରାସଲୀଳା ଭୁବନେଶ୍ୱର/ ବରଗଡ଼ :- ପଶ୍ଚିମ ଓଡିଶାର ଜଣେ ମହିଳା ମନ୍ତ୍ରୀ ଙ୍କର ଜଣେ ବିବାହିତ ସୁପୁତ୍ର ଙ୍କର ଯୌନ କେଲେଙ୍କାରୀ ର ରଙ୍ଗୀନ ଭିଡିଓ କୁ ନେଇ ଗତ…

ଦଳୀୟ ସାଂଗଠନିକ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ୨୭୦ ଜଣ ବିଜୁ ଛାତ୍ର ଜନତା ଦଳ କର୍ମକର୍ତାଙ୍କ ନାମ ଘୋଷଣା

https://youtu.be/_4IrZG-Ia18  ୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ବିଜୁ ଜନତା ଦଳ ପାଇଁ ପୁର୍ନବାର ଶୁଭଙ୍କର ବିଧାୟକ ହେବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା  ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : ଆଗାମୀ ୨୦୨୪ ନିର୍ବାଚନ ମିଶନ ପାଇଁ ମାହାଙ୍ଗା…

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର “ମକ୍ ଇଣ୍ଟରଭ୍ୟୁ ସେଲ” ୟୁପିଏସସି ଆଶାୟୀଙ୍କୁ ସାହାଯ୍ୟ କରୁଛି

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି । ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ…

ବରୁଣେଇ ହାଇସ୍କୁଲର ୧୯୮୭ ବ୍ୟାଚର ବନ୍ଧୁ ମିଳନ

ଭୁବନେଶ୍ୱର: ବରୁଣେଇ ହାଇସ୍କୁଲର ୧୯୮୭ ବ୍ୟାଚର କାକଟପୁରର ପାଟାପୁର ମୋତିମଣ୍ଡପଠାରେ ଏକାଠି ହୋଇ ଆଲୁମନିମାନଙ୍କର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ପୁନଃ ମିଳନରେ ୧୯୮୭ ବ୍ୟାଚର ଛାତ୍ରଛାତ୍ରୀମାନେ କେବଳ ପୁରୁଣା ସ୍ମୃତିକୁ ବଖାଣି ନ ଥିଲେ ବରଂ ସେମାନଙ୍କ କ୍ୟାରିଅର୍ ଗଠନରେ ସାହାଯ୍ୟ…