ମୁଖ୍ୟମନ୍ତ୍ରୀ ନେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା

"ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ" ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ରୂପାନ୍ତରଣ ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି | ଗୃହ ନିର୍ମାଣ ଓ ନଗର ଉନ୍ନୟନ…

ୟୁପିଏସ୍ସି ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : ମଦର୍ସ ପବ୍ଲିକ୍ ସ୍କୁଲ୍ ପାଇଁ ଆଉ ଏକ ଗର୍ବିତ ଓ ଆନନ୍ଦିତ ମୁହୂର୍ତ ଆଣିଦେଇଛନ୍ତି ଏହାର ପୁରାତନ ଛାତ୍ରଛାତ୍ରୀମାନେ । ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା୨୦୨୨ରେ ଏହି ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ପ୍ରଣିତା ଦାସ, ସୌମ୍ୟ ରଞ୍ଜନ ଦାସ ଓ ଆୟୁଷି ପ୍ରଧାନ କୃତକାର୍ଯ୍ୟ ହେବା…

“ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ସହ ଚୁକ୍ତି…

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ହୋଇ ଏହି କ୍ଷେତ୍ରରେ ଆଗକୁ ବଢିବା ପାଇଁ ପଦକ୍ଷେପ ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍…

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୦ତମ ତିରୋଧାନ ଦିବସ ପାଳିତ

 https://youtu.be/PpDRwHIcV_U ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ୫୦ତମ ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳରେ…

ପୁରୁଣା କେରାଣ୍ଡି ଗ୍ରାମରେ ଧୁମଧାମରେ ପାଳିତ ହେଲା ଶିବ ବିବାହ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଧୁମଧାମରେ ଶିବ ବିବାହ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ଗୋକୋନେଶ୍ବର ଓ ମାଆ ପାର୍ବତୀ ଙ୍କର ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।…

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ରପ୍ତାନି ପାଇଁ ମଲ୍ଟି-ମୋଡାଲ୍ କଂଟେନରାଇଜଡ୍ ରେକ୍ ପରିବହନର ଶୁଭାରମ୍ଭ

 ସବୁଜ ଭବିଷ୍ୟତ ଲକ୍ଷ୍ୟରେ କାର୍ବନ ଫୁଟ୍ପ୍ରିଂଟ୍ ହ୍ରାସ ପାଇଁ ପଦକ୍ଷେପ ଭୁବନେଶ୍ୱର,: ଟାଟା ଷ୍ଟିଲ୍ ମାଇନିଂ (ଟିଏସ୍ଏମ୍ଏଲ୍) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍ ଜରିଆରେ ପ୍ରଥମ ମଲ୍ଟି-ମୋଡାଲ୍ କଟେଂନରାଇଜଡ୍ ପରିବହନର ଶୁଭାରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ…

ପୂଜକଙ୍କ କଳାକାରନାମା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ମା ଶାରଳା ମନ୍ଦିରର ଏକ ନନା ବୋଲାଉଥିବା ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି|  ନିଜକୁ ଶାରଳା ମନ୍ଦିରର ପୂଜକ କହି ବିଭିନ୍ନ ପ୍ରକାର ନାନା ସମସ୍ୟାକୁ ଦୂର କରିବାକୁ କହି ନିଜ ଆକ୍ରୋଶର ଶିକାର ବନାଉଥିଲେ ଦୁଃଖୀ ନିରୀହ…

ଓଡ଼ିଶାରେ ଘର ପଛପଟେ କୁକୁଡା ପାଳନ ପାଇଁ ଡାଲମିଆ ସିମେଣ୍ଟ ଓ ନାବାର୍ଡର ମିଳିତ ପ୍ରୟାସ

-ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରକଳ୍ପ ଗ୍ରାମାଞ୍ଚଳରେ ୩୦୦ ପରିବାରଙ୍କୁ ସଶକ୍ତ କରିବ- ଭୁବନେଶ୍ୱର, ୨୫ ମଇ ୨୦୨୩ : ଏକ ଅଗ୍ରଣୀ ଭାରତୀୟ ସିମେଣ୍ଟ ଉତ୍ପାଦନକାରୀ ତଥା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍)ର ଏକ ସହଯୋଗୀ ସଂସ୍ଥା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍)…

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଦୀ ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା ଜଗତ ଜନନୀ ପାର୍ବତୀଙ୍କ ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତା କୁ ପରିବର୍ତିତ…

ଏନଜିଟି ରାୟ:୬ ରାଜସ୍ବ କର୍ମଚାରୀ ନିଲମ୍ବିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ରାୟ ପ୍ରରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଆଜି ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍‌ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା…