Sign in
Sign in
Recover your password.
A password will be e-mailed to you.
ବିଧାନସଭା ପାଠାଗାର କମିଟିର ନୟାଗଡ଼ ଗସ୍ତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆଜି ଓଡିଶା ବିଧାନ ସଭାର ପାଠାଗାର କମିଟି ଏହାର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ନୟାଗଡ଼ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥ୍ ଭାବରେ…
ନଗଦ ରାଶି ଆକାରରେ ଭତା ପ୍ରଦାନ କରିବା ନିଷ୍ପତ୍ତି ବିଜେଡି ସରକାରର ଆଉ ଏକ ନିର୍ବାଚନୀ ଚାଲ: ପଞ୍ଚାନନ
"ପୋଷ୍ଟ ଅଫିସ ଜରିଆରେ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଘର ପାଖରେ ଭତା ପ୍ରଦାନ କରାଯାଉ "
ଭୁବନେଶ୍ୱର : ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ଓଡ଼ିଶାର ଭତା ପାଉଥିବା ହିତାଧିକାରୀଙ୍କୁ ନଗଦ ରାଶି ଆକାରରେ ଭତା ପ୍ରଦାନ କରିବା ନିଷ୍କତି ବିଜୁ ଜନତା ଦଳ ସରକାରର ଆଉ ଏକ ନିର୍ବାଚନୀ ଚାଲ ବୋଲି ଆଜି…
ସ୍ୱତନ୍ତ୍ର ଭାଷା ଭିତିକ ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅବିସ୍ମରଣୀୟ
ଶ୍ରାଦ୍ଧ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର- ତା ୨୫.୦୫.୨୦୨୩- ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ,ଉତ୍କଳ ସମ୍ମିଳନୀ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାଷା ଭିତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ନିମିତ୍ତ ଅତୁଳନୀୟ ତ୍ୟାଗ ଓ ସହଯୋଗ କରିଥିବା ପାରଳା ମହାରାଜା…
ଜୁନ୍ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ କରିବାକୁ ପ୍ରମୁଖ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତିା ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି…
ଜଟିଳ ଅସ୍ତ୍ରୋପଚାର ଦ୍ୱାରା ୭୩ ବର୍ଷୀୟା ରୋଗୀଙ୍କ ଜୀବନ ରକ୍ଷା କଲେ ସମ୍ମମର ସର୍ଜନ
ଭୁବନେଶ୍ୱର, ୨୫/୦୫: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି ରୋଗୀଙ୍କୁ ପୂର୍ବରୁ…
ବିଶ୍ୱରେ ୨୪ ନିୟୁତ ଲୋକ ସିଜୋଫ୍ରେନିଆ ରୋଗରେ ପୀଡ଼ିତ: ବିଶେଷଜ୍ଞ
ଭୁବନେଶ୍ୱର, ୨୫ ମେ : ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ । ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ । ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱ ସିଜୋଫ୍ରେନିଆ ଦିବସ…
“ବୀରେନ ମିତ୍ର ଥିଲେ ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ”
ଭୁବନେଶ୍ୱର- କଟକ ସହରର ଗରିବ ଲୋକଙ୍କ ଆଶା ଭରଷାର ପ୍ରତୀକ ତଥା ସେମାନଙ୍କ ଆପଦ ବିପଦରେ ସେମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ଆର୍ଥିକ ସହାୟତା ଦେଇ ପରିଣତ ବୟସରେ ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ହୋଇଥିବା ସେହି ଜନପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ୪୫ତମ…
ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି : ମନ୍ତ୍ରୀ ଶ୍ରୀ ପୂଜାରୀ
ଚଳିତ ଶିକ୍ଷା ବର୍ଷରୁ ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମାଗଣା ଓ୍ୱାଇଫାଇ ଓ ୧ ଜିବି ଡାଟା
୨୦୦ ମେଧାବୀ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର କାର୍ଯ୍ୟ ସମୀକ୍ଷା
ସବୁ ଅଂଚଳକୁ ବସ ସେବା ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ସେବାଗୁଡିକୁ ନାଗରିକଙ୍କ ପାଇଁ "ଭିଜିଟ୍-ଲେସ୍' କରିବା ଦିଗରେ ଅଧିକ ପଦକ୍ଷେପ ନିଆଯାଉଛି: ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଣିଜ୍ୟ ଓ ପରିବହନ ବିଭାଗର…
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଭାଗକୁ ଲୋକଙ୍କ ସେବାରେ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଖୁବଶୀଘ୍ର ପୂରଣ ହେବ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ : ଶ୍ରୀ ଅମାତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ…