ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା

https://youtu.be/UK5HPH0AWmw  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ  ଶାନ୍ତି ପୂର୍ଣ୍ଣ  ଭାବେ ଧାରଣାରେ ବସିଥିବାର…

ରାଜ୍ଯ ସମ୍ପାଦକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର : ଉଦଘାଟନ କଲେ ବିଧାୟିକା

ପଦ୍ମପୁର :ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ରାଜୁ ଘିବେଲାଙ୍କ ୪୮ ତମ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୂଲ୍ୟରେ ସ୍ଥାନୀୟ ଉଦୟନାଥ ଫର୍ଣ୍ଣିଚର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,…

ରକ୍ତଦାନ ଶିବିର ଓ ସହାୟତା ପ୍ରକୋଷ୍ଠ ଉଦ୍ଘାଟିତ

ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସ୍ ଓ ବାଙ୍ଗାଲୁରୁ-ହାଓ୍ୱାଡ଼ା ଏକ୍ସପ୍ରେସ୍ ଦୁର୍ଘଟଣାରେ ମୃତାହତ ଏବଂ ଅତି ଗୁରୁତର ଆହତ ହୋଇଥିବା ଜନସାଧାରଣ ଓ ତାଙ୍କର ଆତ୍ମୀୟସ୍ୱଜନ ପରିବାରଙ୍କ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସି.ଏଫ୍.ଆର୍…

ଓଡ଼ଗାଁ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର, ବଦଳିବ ଓଡ଼ଗାଁ ଏନଏସିର ରୁପରେଖ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ପରିଷଦର ବଦଳିବ ରୂପରେଖ । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଓଡ଼ଗାଁ ବ୍ଲକ ସଭା ଗୃହରେ ଭିଡିଓ…

ଗୈ।ଡପୁଟ ପଞ୍ଚାୟତ କର୍ମି ସମ୍ମିଳନୀ, ମିଶ୍ରଣ ପର୍ବ

ନବୀନ ବିକାଶ’କୁ ଜନାଦୃତ କରିବାକୁ ଅରୁଣଙ୍କ ଆହ୍ୱାନ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଗୈାଡ଼ପୁଟ ପଞ୍ଚାୟତ ବୁଢ଼ାବୁଢ଼ୀଆଣି ଠାକୁରାଣୀ ମନ୍ଦିର ପରିସରରେ ବିଜୁ ଜନାତ ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ…

ଝରଣା ରେ ସ୍ନାନ କରୁଥିବା ବେଳେ ବୁଡିଯାଇ ଯୁବକ ଙ୍କର ମୃତ୍ୟୁ

ବରଗଡ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ସମସ୍ତଙ୍କର ପ୍ରବଳ ଇଛା ହୋଇଥାଏ । ଏହି ଝରଣାରେ ଗାଧୋଇବା ପାଇଁ ଅନେକ ସୁନ୍ଦର ସ୍ଥାନ ରହିଛି । ଆଜି ଦିପହର ପ୍ରାୟ 12 ଘଣ୍ଟା ସମୟରେ ବରଗଡ଼ ନିକତସ୍ତ…

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ

ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଭୁବନେଶ୍ଵର: ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଦୁର୍ଘଟଣା ରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ…

ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ନିଜର ହେଲିକପ୍ଟର ଯୋଗାଇଦେବାକୁ ବୈଜୟନ୍ତ ପଣ୍ଡାଙ୍କ ନିବେଦନ

ଭୁବନେଶ୍ବର, ୦୩।୦୬- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ଖବରରେ ଅତ୍ୟନ୍ତ ମର୍ମାହତ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା…