ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ବାଲିଆଖଡା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଆମ୍ବ ଗଛରେ ଏକ ଝୁଲନ୍ତାମୃତଦେହ ଦେଖିବାକୁ ମିଳିଛି ।ମୃତବ୍ୟକ୍ତି ଜଣକ ହେଉଛନ୍ତି ପଡାପାଡି ପଞ୍ଚାୟତଅନ୍ତର୍ଗତ…

ଚିକିତ୍ସା କ୍ଷେତ୍ରରେ ସୋଆ ଗବେଷକଙ୍କ ଅଭିନବ ସୂତ୍ରର ଉଦ୍‌ଭାବନ

ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ ସହିତ ସୋଆର ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ଭୁବନେଶ୍ୱର, ଜୁନ ୨: ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ରର ଉଦ୍‌ଭାବନ କରିଛନ୍ତି ଶିକ୍ଷା ଓ…

ବିଜୟ ଶ୍ରୀ ରାଉତରାୟଙ୍କ ଅବଦାନ ଅତୁଳନୀୟ : ପ୍ରଣବ ପ୍ରକାଶ

ବିଜୟ ଶ୍ରୀ ଙ୍କ ଦିତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ଯୋଗ ଦେଲେ ବିଜେଡ଼ି ରାଜ୍ୟ ସମ୍ପାଦକ ବବି ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା। ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ…

ବିଦ୍ୟୁତ କାଟକୁ ବିରୋଧ କରି କାର୍ଯ୍ୟଳୟ ରେ ତାଲା ପକାଇଲା ବିଜେପି

ବାସୁଦେବପୁର/ପ୍ରତାପ ପାଢ଼ୀ - ବାରମ୍ବାର ବିଦ୍ୟୁତ୍ କାଟ ଓ ଲୋ ଭଲତେଜ କୁ ବିରୋଧ କରି ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ବିଜେପି କାର୍ଯ୍ୟ କର୍ତ୍ତା। ବର୍ତ୍ତମାନ ରାଜ୍ୟରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେଉଛି. ହେଲେ ବିଦ୍ୟୁତ ବିଭାଗର ବେପରୁଆ ନୀତି ଯୋଗୁ…

ଉତ୍କଳ ଆଲୁମିନା ପକ୍ଷରୁ ପାରିପାର୍ଶ୍ଵିକ ଗ୍ରାମାଞ୍ଚଳ ର ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :-ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସହାୟକ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ପକ୍ଷରୁ ନିକଟରେ ପାରିପାଶ୍ୱର୍ିକ ଗ୍ରାମାଞ୍ଚଳ ପ୍ରତି ଏହାର ସମର୍ପଣ ଭାବକୁ ପ୍ରଦର୍ଶନ କରି…

ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ

ନବରଙ୍ଗପୁର/ଅଶୋକ ସାହୁ:.ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ର କାର୍ଯ୍ୟକ୍ରମ ଗତକାଲି ସମ୍ପୂର୍ଣ୍ଣ ହେବା ପରେ, ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି…

ବାଇକ ଚୋରୀ ଅଭିଯୋଗରେ 4 ଗିରଫ

ଉମରକୋଟ (ଜିତେନ୍ଦ୍ର ମହାନ୍ତି ) ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ବିଗତ 26/5/23ତାରିଖ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ ଥିବା ଜବାଗୁଡା ଗ୍ରାମ ର ଚନ୍ଦ୍ର ମିର୍ଗାନ (23)ନିଜ ଘରେ ରାତିରେ ନିଜର HF Deluxe ଗାଡି ନଂ OD 24H 5574ରଖିଥିବା ସମୟରେ କିଛି ଦୁର୍ବୁତ୍ତ…

ମହିଳା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପୂଜକ ଅସଦାଚରଣ ଘଟଣା ର ଭିନ୍ନ ମୋଡ଼,ନ୍ୟାୟ ପାଇଁ ଏସ.ପିଙ୍କ ନିକଟରେ ଦାବି

ଜଗତସିଂହପୁର,/ସୁମନ୍ତକୁମାରଦାସ: ମହିଳା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପୂଜକ ଅସଦାଚରଣ ଘଟଣା ର ଭିନ୍ନ ମୋଡ଼,ନ୍ୟାୟ ପାଇଁ ଏସ.ପି, ଜିଲ୍ଲାପାଳ ଓ ପୋଲିସ ମହା ନିର୍ଧେଶକ ଙ୍କୁ ଜଣେଇଲେ ପୂଜକଙ୍କ ପତ୍ନୀ l ସୂଚନା ଅନୁସାରେ ଗତ 25 ତାରିଖ ରେଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳ ର ଜଣେ ମନ୍ଦିର ପୂଜକ…

କେନ୍ଦ୍ରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭୂମି ପୂଜନ ଓ ଶିଳାନ୍ୟାସ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କେନ୍ଦ୍ରୀୟ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି I ଏହି ଅବସରରେ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାଲାଙ୍ଗସୁଗା ଛକ ନିକଟରେ କେନ୍ଦ୍ରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିମନ୍ତେ…

ଅମଲା ସଂଘର ସମୂହ ଛୁଟି ସହ ଶାନ୍ତିପୂର୍ଣ୍ଣ ଧାରଣା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ରାଜ୍ୟ ବ୍ୟାପୀ ଅମଲା ସଂଘ ର ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣାର ପ୍ରଭାବ ଘୁ.ଉଦୟ ଗିରି ରେ ଦେଖିବାକୁ ମିଳିଛି I ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ଦାବୀରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ଗ୍ରେଡ଼ ପେ ୧୯୦୦ ରୁ ୪୨୦୦କୁ…