Sign in
Sign in
Recover your password.
A password will be e-mailed to you.
ସାଧନା ରହିଲେ ବିକାଶ ହେବ:ଅରୁଣ
ବାଲୁଗାଁରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଡ. ସାହୁଙ୍କ ସମେତ…
କୃଷି ସଚିବ ଙ୍କ ଉମରକୋଟ ଗସ୍ତ।
ଉମରକୋଟ/ ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲା ଉମରକୋଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଭବନ ର ଶୁଭ ଉଦଘାଟନ ଓ ବିଭାଗ ଦ୍ଵାରା ଆୟୋଜିତ କୃଷି ଓ କୃଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ.ଅରବିନ୍ଦ କୁମାର…
ଦୁଷ୍କର୍ମର ଶିକାର ହେଉଛନ୍ତି ମାନସିକ ଭିନ୍ନକ୍ଷମ ମହିଳା !
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରରେ ବୁଲୁଥିବା ମାନସିକ ଭିନ୍ନକ୍ଷମ ମହିଳା ଏବେ ଅସୁରକ୍ଷିତ l କିଛି ମଦ୍ୟପଙ୍କ ଦ୍ବାରା ସେମାନେ ଏବେ ଶାରିରୀକ ଅତ୍ୟାଚାରର ଶିକାର ହେଉଥିବା ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ଦେଖିବାକୁ ମିଳିଛି l ଗତ ଦୁଇ ଦିନ ପୂର୍ବେ ବିଳମ୍ବିତ ରାତିରେ…
ଉତ୍କଳ ଆଳୁମିନାରେ ସପ୍ତାହବ୍ୟାପୀ ପରିବେଶ ଦିବସ ପାଳନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡଠାରେ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ପରିବେଶ ସଚେତନତାକୁ…
ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି: ବିଜେଡି
ଓଡିଶାର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ବିଜେପି ସରକାରଙ୍କର ନିଷ୍ଠୁର ଉପହାସ
ମରଣଯନ୍ତା ପାଲଟିଛି ସମ୍ବଲପୁର-କଟକ ଜାତୀୟ ରାଜପଥ
ବ୍ୟାଙ୍କ ଓ ଟେଲିଫୋନ୍ ସଂଯୋଗର ସ୍ଥିତି ଓଡିଶାରେ ଦୟନୀୟ
ଓଡିଶା ପ୍ରତି ଏଭଳି ଷଡଯନ୍ତ୍ରକୁ ଭୁଲିବେ ନାହିଁ ରାଜ୍ୟବାସୀ
…
ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷଜମି ଫେରାଇବା ଅଭିଯାନ: ଛଇତନା ଗ୍ରାମରେ ବେଦାନ୍ତ ବିରୋଧୀଙ୍କ ସଭା।
ପୁରୀ,:ପୁରୀ- କୋଣାର୍କ ବେଳାଭୂମି ମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି, ଘରବାରୀ, ଗୋଚର ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇନେଇ ଥିଲା ।…
5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ
ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ, ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ
ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର
ଗୋନାସିକା ଜୁଆଙ୍ଗ ଶିକ୍ଷାନିକେତନରେ ଆରମ୍ଭ ହେବ ଯୁକ୍ତଦୁଇ ପାଠ୍ୟକ୍ରମ…
ପ୍ରଦୀପ ପୁରୋହିତଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ମୃତକ ଧନୁର୍ଜୟଙ୍କ ପରିବାର କୁ ଭେଟିଲେ ବିଧାୟିକା ବର୍ଷା
ଆତ୍ମହତ୍ୟା ର ପ୍ରକୃତ କାରଣ ଲୋକଲୋଚନକୁ ଅଣାଯାଉ :- ରାଜୁ ଘିବେଲା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ଆତ୍ମହତ୍ୟା କୁ ନେଇ ଏବେ ଚର୍ଚ୍ଚାର ବଜାର ସରଗରମ ରହିଛି । ଚାହା ଖଟିରୁ ଆରମ୍ଭ କରି ଗାଧୁଆ ତୁଠ ସବୁଠାରେ କେବଳ ଏହି…
ଓଡ଼ଗାଁ ୧୪ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ
ଓଡ଼ଗାଁ,୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଶନିବାର ଓଡ଼ଗାଁ ୧୪ ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ ହୋଇଯାଇଛି । ଏହି ଲିଗ୍ ମ୍ୟାଚରେ ଭାଗନେଇଥିବା ୨୧ ଦଳର ଦଳପତି ଏବଂ ଖେଳାଳି ମାନେ ଉପସ୍ଥିତ ରହିଥିଲେ । ଆଜିର ଉଦଘାଟନ ମ୍ୟାଚରେ…
ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ଜଣିଆ ଟିମ୍
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା
ଗାରିମା ଯୋଜନାକୁ ପ୍ରଶଂସା : କିନ୍ନରଙ୍କ କାର୍ଯ୍ୟଶୈଳୀର ଅନୁଧ୍ୟାନ
କଟକ ମହାନଗର ନିଗମ ବୁଲି କାର୍ଯ୍ୟ ଦେଖିଲେ
ଭୁବନେଶ୍ୱର, ୧୦/୦୬/୨୦୨୩ ତାରିଖ: ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ…