Sign in
Sign in
Recover your password.
A password will be e-mailed to you.
କସ୍ତୁରବା ଗାନ୍ଧୀ ମାତୃନିକେତନ ପରିଦର୍ଶନ କଲେ ବିଧାୟିକା ବର୍ଷା ସିଂ ବରିହା
ପଦ୍ମପୁର : ମହାନ ସ୍ବାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ତଥା ପୂଜ୍ୟ ବଡ ମାଁ ପାର୍ବତୀ ଗିରିଙ୍କ ଦ୍ଵାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁଙ୍କ ସହ ପରିଦର୍ଶନରେ ଯାଇ…
ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି
https://youtu.be/-wvQobWHbHc
ରାଉରକେଲା,(ବସନ୍ତ କୁମାର ଜେନା) : ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଜିଲ୍ଲାର ରେ ଜୁନ ୧ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
ଏହି…
ବିଜେଡିର ମିଶ୍ରଣ ପର୍ବ : ବିଜେପି ଓ କଂଗ୍ରେସକୁ ଝଟକା
ଆଗାମୀ ଦିନରେ ସଂଗଠନ ମଜଭୁତ ହେବ : ବିଧାୟିକା ବର୍ଷା ସିଂ ବରିହା
ପଦ୍ମପୁର : ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ଏହି ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜବୋଡ଼ାସମ୍ବର ବ୍ଳକ…
କ୍ରମାଗତ ଭାବେ ବିଳମ୍ବିତ ରାତିରେ ଫେରୁଛି ପୁରୀ ଟ୍ରେନ, ଯାତ୍ରୀ ହନ୍ତସନ୍ତ,ନୟାଗଡ଼ ନାଗରିକ ମଞ୍ଚର ଉଦବେଗ
ନୟାଗଡ଼,(ଲକ୍ଷ୍ମୀଧର ସାହୁ) : ସନ୍ଧ୍ୟାରେ ପୁରୀରୁ ନୂଆଗାଁ ରୋଡ଼ ଅଭିମୁଖେ ବାହାରୁ ଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କ୍ରମାଗତ ଭାବେ ନୟାଗଡ଼ ଟାଉନ ଏବଂ ନୂଆଗାଁ ରୋଡ଼ରେ ବିଳମ୍ବିତ ରାତ୍ରରେ ପହଞ୍ଚୁଛି। ଫଳରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ…
5 ଟି ସଚିବଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନ: ଜିଲ୍ଲାର ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ…
ମନ୍ତେଇ ନଦୀରେ ଇନସ୍ଟ୍ରିମ ସ୍ଟୋରେଜ ସିଷ୍ଟମପାଇଁ ବ୍ୟାରେଜ ନିର୍ମାଣ କରାଯିବ
ମା ଭଦ୍ରକାଳୀ ମନ୍ଦିରର ପ୍ରଥମ ପର୍ଯ୍ୟାୟ ଉନ୍ନତିକରଣ ସମ୍ପୂର୍ଣ୍ଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ
ଇରମକୁ ଓଡିଶାର ଅଗ୍ରଣୀ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ…
କଣ୍ଟାବାଞ୍ଜିରେ ଆୟୁବ ଖାଁ Multi Specialty ହସ୍ପିଟାଲ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଗରିବ ଲୋକ ଯେପରି ସବୁଠାରୁ ଭଲ ଚିକତ୍ସା ପାଇବ ସେଥିପାଇଁ ଆମେ କାମ କରୁଛୁ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି video conferencing ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ Multi Specialty ହସ୍ପିଟାଲ୍ ଉଦ୍ଘାଟନ କରିଛନ୍ତି । ଏହା…
ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍ଯାପିତ: ସମ୍ମାନ ରଖିଲା ଓଡ଼ିଶା
ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ସାମଗ୍ରିକ ଚାମ୍ପିୟନ
କିସ୍ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର ୧୨ ।୬: ଜୁନ୍ ୯ତାରିଖରୁ ୪ଦିନ ଧରି କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ…
ଭୁବନେଶ୍ୱର ବ୍ଲକରେ ମିଳିତ ଜନଶୁଣାଣି ଅନୁଷ୍ଠିତ
ଭୁବନେଶ୍ୱର:ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛିା ଆଜି ମୋଟ ୨୭ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲାା ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲାା ଜିଲ୍ଲା…
ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ: ଓଏସ୍ଏସସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ
ଭୁବନେଶ୍ୱର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସସି)ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛିା ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛିା ସେମାନଙ୍କୁ ଜିଲ୍ଲା…
ସ୍କୋଡା ଅଟୋ ଇଣ୍ଡିଆ ବିତରଣ ସମୟକୁ ତ୍ୱରାନ୍ୱିତ କରିବା ପାଇଁ ଫ୍ଲାଗସିପ କୋଡିଆକ ଯୋଗାଣକୁ ଆହୁରି ବୃଦ୍ଧି କରିଛି
ମୁମ୍ବାଇ, ଜୁନ ୧୨, ୨୦୨୩ - ୨୦୨୩ କୋଡିଆକ ଲଞ୍ଚ କରିବା ପରେ ପରେ ଗ୍ରାହକଙ୍କ ପାଇଁ ତ୍ୱରିତ ବିତରଣ ଟାଇମଲାଇନ ସକ୍ଷମ କରିବାକୁ ସ୍କୋଡା ଅଟୋ ଇଣ୍ଡିଆ ଭାରତ ପାଇଁ ବିଳାସପୂର୍ଣ୍ଣ ୪x୪ ଏସ୍ଉଭି ଅତିରିକ୍ତ ଆବଣ୍ଟନ ଘୋଷଣା କରିଛି । ନୂତନ କୋଡିଆକ ପ୍ରଥମେ ୨୦୨୨ରେ ପ୍ରସ୍ତୁତ ହୋଇଥିଲା । ତଥାପି,…