Sign in
Sign in
Recover your password.
A password will be e-mailed to you.
ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ
ଭୁବନେଶ୍ୱର, ଜୁନ ୧୨: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ…
ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ
ଭୁବନେଶ୍ୱର, ୧୨/୦୬ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ସିରିଆ, ଉଗାଣ୍ଡ, ଭୁଟାନ ଓ…
ସାଧାରଣ ନିର୍ବାଚନ : ସିମୁଳିଆ ରାଜନୀତି ଗୋଳିଆ
ଚର୍ଚ୍ଚାରେ ପଦୁ,ଅଣୁ,ଶଶି, ଜ୍ୟୋତି,ଠାକୁର, ଅଭିଲିପସାଙ୍କ ସହ ଅନେକ ମୁହଁ
ସିମୁଳିଆ - ସାଧାରଣ ନିର୍ବାଚନ କିଛି ମାସ ବାକି ରହିଛି। ସିମୁଳିଆ ରେ କିନ୍ତୁ ଆରମ୍ଭ ହୋଇଗଲାଣି ଜୋରଦାର ରାଜନୈତିକ ଚର୍ଚ୍ଚା। ବିଭିନ୍ନ ଦଳର ନେତାଙ୍କୁ ନେଇ ଭୋଟର ମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଲାଣି. ପ୍ରଥମେ…
ପଛୁଆ ବର୍ଗ କାର୍ଡ ଖେଳି ନବୀନ ଓ ବିଜୁଙ୍କ ଟାର୍ଗେଟ କଲେ ମୁକୁ !!!
ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଏବଂ ପୂର୍ବ ୫ ବର୍ଷ ଶାସନରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି –ଧର୍ମେନ୍ଦ୍ର ପ୍ରଧାନ
ପାଇକମାଲ: ପଛୁଆ ବର୍ଗ କାର୍ଡ ଖେଳି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ବିଜୁ ପଟନାୟକଙ୍କୁ ଟାର୍ଗେଟ କଲେ କି ମୁକୁ !!! ଯଦିଓ ଦୁହିଁଙ୍କ ନା ନେଇନାହାନ୍ତି ତଥାପି…
ବାସୁଦେବପୁର ରେ 5 ଟି ସଚିବ
ବାସୁଦେବପୁର/ପ୍ରତାପ ପାଢ଼ୀ: "ବାସୁଦେବପୁର ର ମୌଳିକ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିବେ | ଦାବି ଗୁଡ଼ିକ ଆସନ୍ତା ୧୯ ତାରିଖ ସୁଧା ପୁରଣ କରାଯିବ | ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ମୁଁ ଆପଣ ମାନଙ୍କ ପାଖ କୁ ଆସିଛି | ଭଦ୍ରକର ସମସ୍ତ ସ୍କୁଲ, କଲେଜ କୁ 5 t ରେ ସାମିଲ…
ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ଅତନୁ ସବ୍ୟସାଚୀ ନାୟକଙ୍କ ଦାୟିତ୍ବ ଗ୍ରହଣ
ଭୁବନେଶ୍ୱର : ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି | ନୂତନ ଭାବେ ବିଭାଗର ଦାୟିତ୍ବ ଗ୍ରହଣ କଲାପରେ ଶ୍ରୀ ନାୟକ ଲୋକସେବା ଭବନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ…
“ବିଦ୍ୟୁତ ସେବା ହୁଗୁଳୀ ଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ଦେବ ୫-ଟି ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି “
ଓଡିଶା ସରକାରଙ୍କ ବିଦୁ୍ୟତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି: ସତ୍ୟବ୍ରତ ପଣ୍ଡା
ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା ଟାଟା ପାୱାରର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ଶକ୍ତିମନ୍ତ୍ରୀ
ଭିତିଭୁମି ପାଇଁ ବିନିଯୋଗ ହୋଇଥିବା ୨୦ହଜାର କୋଟି…
ଜାତୀୟ ସ୍ତର ପ୍ରତିଯୋଗିତାରେ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ କୃତିତ୍ୱ : ମିସେସ ଇଣ୍ଡିଆ କନଫିଡେଣ୍ଟ କୁଇନ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମହାରାଷ୍ଟ୍ରର ନାଗପୁର ଠାରେ "ଡ୍ରିମ୍ ଷ୍ଟୁଡିଓ ଭେଞ୍ଚର" ଡିଏସଭି କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା ମେଡିକୋ ଡିଭା ତଥା ପ୍ରସିଦ୍ଧ ଚିକିତ୍ସକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସହରର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ…
ବ୍ୟାଚ ଫିଷ୍ଟ ହେଲା କାଳ, ବୋଲେରୋ ଧକାରେ ରେ ଗଲା ୨ ଜୀବନ
କାମାକ୍ଷାନଗର-ଭୋଜିକରିବାପାଇଁ ଯାଉଥିବବେଳେ ହେଲା କାଳ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି। ମୃତକ ଦ୍ବୟ ହେଲେ ସୁରପ୍ରତାପୁର ଗ୍ରାମର ବଟକୃଷ୍ଣ ସାହୁଙ୍କ ପୁଅ ମ ପୃଥିରାଜ ସାହୁ ଓ ବିନୋଦ କାଣ୍ଡିଙ୍କ ପୁଅ ସୌମ୍ୟରଞ୍ଜନ କାଣ୍ଡି | ଖବର ନେବାରେ…
ରାତ୍ରକାଳୀନ ପୋଲିସ ପେଟ୍ରୋଲିଂ ପାଇଁ ଦୁଇ ଅପରାଧୀ ଙ୍କୁ ଧରିବାରେ ଭଦ୍ରେଶ୍ୱର ପୋଲିସ ସଫଳ
https://youtu.be/NR6BN-EamFA
ସାମ୍ବାଦିକ ସମ୍ମୀଳନୀ ମାଧ୍ୟମରେ ସତ୍ୟାସତ୍ୟ ପ୍ରକାଶ କଲେ SDPO l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କଳାକାରନାମା ବୃଦ୍ଧି ହେବାରେ ଲାଗିଛି l ଯେଉଁଥି ପାଇଁ ସ୍ଥାନୀୟ ଆଖପାଖ ଅଞ୍ଚଳରେ…