Sign in
Sign in
Recover your password.
A password will be e-mailed to you.
ପ୍ରତି ଘରେ “ଫାର୍ମ ଟୁ ପ୍ଲେଟ” ଆନେ୍ଦାଳନକୁ ଅଧିକ ପ୍ରଖର କରିବା ପାଇଁ ମନୋରଞ୍ଜନ ଓ ସୂଚନାର ନିଆରା ମିଶ୍ରଣ
ଭୁବନେଶ୍ୱର / ବାରିପଦା – ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶାର ବଛା ବଛା ୨୦ଟି ସହରରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମନୋରଞ୍ଜନଧର୍ମି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜୁନ ୧୦ ଓ ୧୧ ତାରିଖରେ ବାରିପଦାର ବାଲେଶ୍ୱର ଗୋଲାଇରେ ଅବସ୍ଥିତ ଇଣ୍ଡିଆ ମଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
ଓଡ଼ିଶାର ଭାବାବେଗ ସହ ଯାହାଙ୍କ ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱରେ ଅଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଟାମ୍ପରକେଲାରେ ‘ଗରିବ କଲ୍ୟାଣ ସମାବେଶ
ଫାଶୀମାଲ/ଟାମ୍ପରକେଲା/ସମ୍ବଲପୁର, ଜୁନ ୧୦ – ଆଜି ଓଡ଼ିଶା ଏକ ବଡ଼ ସମସ୍ୟା ଦେଇ ଗତି କରୁଛି । ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ…
ସେବା ଫର ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କ ଶବଦାହ ।
କଙ୍କଡାହାଡ଼,୧୦/୬:କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ଅନ୍ତର୍ଗତ ନୁଆଁସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସମ୍ବାରୁ ମୁଣ୍ଡା(୫୦)ଙ୍କ ଆଜି ପୂର୍ବାହ୍ନ ୮.୩୦ ସମୟ ରେ ନିଜ ବାସ ଭବନରେ ପରଲୋକ ଘଟିଛି ।ବସ୍ତିର ଅନ୍ୟ ଲୋକମାନେ ସହଯୋଗ ନକରିବାରୁ ଏକୁଟିଆ…
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରସ୍ତାବ କ୍ରମେ ମାହାଙ୍ଗା ସବରେଜିଷ୍ଟର କାର୍ଯ୍ୟାଳୟର ହେବାକୁ…
https://youtu.be/nNIPd1W79jo
ନୂତନ ଅଫିସ ଗୃହ ପାଇଁ 50 ଲକ୍ଷ ଟଙ୍କା ମଞ୍ଜୁର : କାର୍ଯ୍ୟ ଆରମ୍ଭ ପାଇଁ ବିଧାୟକ କଲେ ଶିଳାନ୍ୟାସ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ ଅଞ୍ଚଳରେ ଅନେକ ଜମିଜମା ସମ୍ବନ୍ଧୀୟ ବିକ୍ରି, ଖର୍ଦି, ରେଷ୍ଟି ଆଦି ବହୁ କାର୍ଯ୍ୟ ପାଇଁ ସମସ୍ତ…
ଝାଙ୍ଗିରାମ ହାଇସ୍କୁଲ ଗୌଡପୁଟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଓ ବର୍ତ୍ତମାନ…
ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ
ଭୁବନେଶ୍ବର : ସୁରକ୍ଷିତ ରକ୍ତର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରକ୍ତଦାତାଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରିଥାଏ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ…
5ଟି ସଚିବଙ୍କ କେନ୍ଦୁଝର ଗସ୍ତ
ଭୀମ କୁଣ୍ଡ କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରାଯିବ .
ଚମ୍ପୁଆ ରେ ଏକ ମାସ ଭିତରେ Drink from tap ଯୋଜନା କାର୍ଯ୍ୟକାରି ହେବ .
175 କୋଟି ବ୍ୟୟ ରେ ସବୁ ପ୍ରମୂଖ ସହରରେ drink from tap କାର୍ଯ୍ୟକାରି ହେବ.
ଚମ୍ପୁଆ ରେ ଚଳିତ ବର୍ଷ Rural mega…
କଠିନ ସମୟରେ ରକ୍ତଦାନ କରିବା ପାଇଁ ନିବେଦନ କଲେ ସୁଶାନ୍ତ ସିଂ
https://youtu.be/h5yaieEUi3s
ବରଗଡ଼ :- ପଶ୍ଚିମ ଓଡ଼ିଶାରେ ବିଜେଡି ର ଟାଣୁଆ ତଥା ଯୁବସମାଜ ର ଅତିପ୍ରିୟ ନେତା ସୁଶାନ୍ତ ସିଂ ଙ୍କର ଏକ ଭିଡିଓ ଆଜି ସନ୍ଧ୍ୟା ସମୟରୁ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପ୍ରବଳ ଖରା କାରଣ ରୁ ଅଧିକାଂଶ ରକ୍ତ ଭଣ୍ଡାର…
“ବଡ଼ବିଲରେ ଖୁବ ଶୀଘ୍ର ନିର୍ମାଣ ହେବ ବହୁ ପ୍ରତିକ୍ଷିତ ବାଇପାସ୍ ରିଙ୍ଗ ରୋଡ଼”
ବାଇପାସ୍ ରିଙ୍ଗ ରୋଡ଼ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୪୪୦ କୋଟି ଟଙ୍କା : 5T ସଚିବ ଭି କେ ପାଣ୍ଡିୟାନ
ଚମ୍ପୁଆ/ବଡ଼ବିଲ/ଯୋଡ଼ା (ଶାସକ ପ୍ରଶାସକ): ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି 5T ସଚିବ ଭି କେ ପାଣ୍ଡିୟାନ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା…
ରୋହିତଙ୍କ ବହିଷ୍କାର କେବଳ ‘ଆଇ ୱାସ’:ମନୋଜ ମହାପାତ୍ର
ଉଚ୍ଚଶିକ୍ଷା ବିଭାଗରେ ହୋଇଥିବା ବ୍ୟାପକ କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୧୦/୦୬: ଦୁର୍ନିତୀକୁ ପଶ୍ରୟ ଦେଉଥିବା ଏକ ଜନବିରୋଧି ସରକାର ଓଡିଶାରେ ଚାଲିଛି । ତଥାକଥିତ “୫-ଟି ଏଠାରେ ଏକ ଧୂଆଁବାଣ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ମନୋଜ…