ଚଳଚଂଚଳ ହେଲା ତାପସଙ୍କ ଜୀବନ : ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ ତାପସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”ସୂଚନା…

ସାଂସଦ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଂଚ ବାନ୍ଧିବା ଠାରୁ ଲୋକ ଯୋଗାଡ କାର୍ଯ୍ୟରେ…

ଭୁବନେଶ୍ୱର, ତା.୧୩/୦୬: ଓଡିଶାରେ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବା ପାଇଁ ମିଳୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ବ୍ୟକ୍ତିଗତ ସହାୟକଙ୍କୁ ରାଜ୍ୟର ବିକାଶର କାମ ଦେଇଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରାଜ୍ୟର ବିଭିନ୍ନ ସ୍ଥାନ…

ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ମହିଳା ସମିତି ତରଫରୁ ମହିଳା ଉଦ୍ଦୀପନା ସଭା ଉଦଘାଟିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ମାଲିକାପଡ଼ି ବାପଟିଷ୍ଟ ମଣ୍ଡଳୀ ମହିଳା ସମିତି ପକ୍ଷରୁ ଦୁଇ ଦିନିଆ ମହିଳା ଉଦ୍ଦୀପନା ସଭା ଉଦଘାଟିତ ହୋଇଛି I ଏହି ଉଦ୍ଦୀପନା ସଭା ଦୁଇ ଦିନ ଧରି ଅନୁଷ୍ଠିତ ହେବ I ଉକ୍ତ ଦୁଇ ଦିନିଆ ଉଦ୍ଦୀପନା ସଭାରେ ଖ୍ରୀଷ୍ଟିୟାନ ଧର୍ମ…

ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ ସହ ରଥଯାତ୍ରା ସୁରୁଖୁରୁରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭକ୍ତମାନେ ଭଲ ଅନୁଭୂତି ନେଇ ଫେରନ୍ତୁ: ମୁଖ୍ୟମନ୍ତ୍ରୀ https://youtu.be/wzbb7wU1uO0 ପୁରୀ/ ଭୁବନେଶ୍ୱର(ଅନିମେଶ ପଟ୍ଟନାୟକ) :"ମହାପ୍ରଭୂ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୂଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ । ମହାପ୍ରଭୂଙ୍କ ରଥଯାତ୍ରା ସୁରୁଖୁରୁ ରେ ଶେଷ କରିବା…

ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ, କିନ୍ତୁ ରାଜ୍ୟରେ ଦୀପ ତଳ ଅନ୍ଧାର –…

• ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ • ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେବା ଦୁର୍ଭାଗ୍ୟଜନକ • ଓଡ଼ିଶାରେ ଶାସନ ବିଫଳ…

ନିଶ୍ଚିନ୍ତକୋଇଲି ବ୍ଲକ 27 ଗୋଟି ପଞ୍ଚାୟତର 475 ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ତଥା…

https://youtu.be/uXb33DSI51M ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ  ନିର୍ଦେଶ ଦେଲେ ବିଧାୟକ ପ୍ରତାପ ଜେନା l   (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ…

ଆମେ ‘ଗୁନା’ ସମ୍ପ୍ରଦାୟର ନୁହେଁ ବରଂ ଆମେ ‘ଖଣ୍ଡାୟତ’ ସମ୍ପ୍ରଦାୟ: ଖଣ୍ଡାୟତ…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ସ୍ଥିତ ମାଁ ରୁଦ୍ରକାଳୀ ଆଖଡ଼ା ଗୃହ ଠାରେ ଖଣ୍ଡାୟତ 'ଗୁନା' ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି I ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବର୍ତମାନର "ଗୁନା" ସମ୍ପ୍ରଦାୟ କହିଛନ୍ତି ଯେ…

ଗାଇସିଲାଟ ଥାନାରେ ଯୋଗଦେଲେ ନୂତନ ଥାନାଅଧିକାରୀ

ଗାଇସିଲାଟ/ମନ ଡନସନା: ଗାଇସିଲାଟ ଥାନାରେ ନୂତନ ଭାବେ ଯୋଗଦେଲେ ଥାନାଅଧିକାରୀ ପ୍ରଶାନ୍ତ କୁମାର ସାମଲ। ଆଗରୁ କେଉଁଝର, ସମ୍ବଲପୁର, ଢେଙ୍କାନାଳ, ଧନୁପାଲି, କେସିଙ୍ଗା, ଧମା ବିଭିନ୍ନ ଥାନା ମାନଙ୍କରେ ସାମଲ ତାଙ୍କର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସିଛନ୍ତି।ଗାଇସିଲାଟ ଥାନା ଅଂଚଳର ଲୋକଙ୍କୁ…

ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଗଠନ ହେବ କଲ୍ୟାଣ ବୋର୍ଡ, ଦୁର୍ଘଟଣାଜନିତ ଡ୍ରାଇଭର/କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି…