Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଲା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,…
ବଡ଼ଗାଁ ବ୍ଳକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, 19/06(ବସନ୍ତ କୁମାର ଜେନା): ବଡ଼ଗାଁ ବ୍ଳକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି…
ବର୍ଷା ଜଳ ଅମଳ ସଂରଚନାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର :ମୁକ୍ତା ଅନ୍ତର୍ଗତ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ମାଧ୍ୟମରେ "କ୍ୟାଚ୍ ଦ ରେନ୍" ଅଭିଯାନ ଯାତ୍ରାକୁ ତୃଣମୂଳ ସ୍ତରରୁ ବିପୁଳ ସମର୍ଥନ ସହ ସଫଳତା ପାଇଁ ପ୍ରଶଂସା ମିଳିଅଛି | ଫଳସ୍ୱରୂପ, ଗତ ଦୁଇ ବର୍ଷ ୨୦୨୧ ଏବଂ ୨୦୨୨ ମଧ୍ୟରେ ବିଭାଗ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ପ୍ରାୟ…
ମୋଦି ସରକାରଙ୍କ ୯ ବର୍ଷରେ ଜନଜାତିବହୁଳ ଓଡିଶା ରାଜ୍ୟ ସର୍ବାଧିକ ଲାଭାନ୍ୱିତ: ନିତ୍ୟାନନ୍ଦ ଗଣ୍ଡ
ଓଡ଼ିଶାର ଆଦିବାସୀ ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ରପତି ପଦରେ ଅଳଙ୍କୃତ କରିବା ଓଡିଶାର ଜନଜାତିଙ୍କ ପାଇଁ ସବୁଠୁ ବଡ ପୁରସ୍କାର
ଆଦିବାସୀଙ୍କ ବିକାଶରେ ରାଜ୍ୟ ସରକାର ବାଧକ
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିଭିନ୍ନ ଜନଜାତି ବିକାଶ ଯୋଜନାକୁ ରାଜ୍ୟରେ ବିଜେଡି…
ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୈଠକରେ ବିଧାୟିକାଙ୍କ ଯୋଗଦାନ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ଯାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଛି l ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସ୍ଵାସ୍ଥ୍ୟ ସେବା ଉପରେ ମେଡିକାଲ ଅଧିକାରୀଙ୍କ ସହିତ…
ରଥଯାତ୍ରା ଅବସରରେ ପୁରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ
ପୁରୀ : ପବିତ୍ର ପୁରୀ ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର…
ମୁମ୍ବାଇଠାରେ ଅନୁଷ୍ଠିତ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେଲେ ଓଡ଼ିଶା ବିଧାନସଭାର ସଦସ୍ୟବୃନ୍ଦ
ଭୁବନେଶ୍ୱର: ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇଠାରେ ଜୁନ୍ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ବିଧାୟକ ସମ୍ମିଳନୀ (ନ୍ୟାସ୍ନାଲ୍ ଲେଜିସ୍ଲେଟରସ୍ କନ୍ଫରେନ୍ସ) ଅନୁଷ୍ଠିତ ହୋଇଯାଇଛିା ଓଡ଼ିଶା ବିଧାନସଭା ପକ୍ଷରୁ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ…
ରୋଟାରୀ କ୍ଲବ ଫ୍ଲାମିଙ୍ଗୋ ଏବଂବାଲୁଗାଁ ପ୍ରଜାପିତା ବ୍ରହ୍ମାକୁମାରିସ୍ ଶିବ ଜ୍ୟୋତି ଧାମ ରେ ରକ୍ତ ଦାନ ଶିବିର!!
ବାଣପୁର/ଚିଲିକା:-(ସେକ୍ କୌସର୍) ଆଜି ତା:-19/06/2023 ରିଖ ଦିନ ରୋଟାରୀ କ୍ଲବ ଭୁବନେଶ୍ୱର ଫ୍ଲାମିଙ୍ଗଗୋ, ପ୍ରଜାପିତା ବ୍ରାହ୍ମକୁମାରୀଶ ବାଲୁଗାଁ ଓ ଟିମ 499 ଓଡିଶା ଙ୍କ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଆଖପାଖର ଅଞ୍ଚଳ ରୁ ରକ୍ତଦାନ କରିବା ପାଇଁ ପ୍ରାୟ ଶହେ…
ନାଟ୍ୟ ଭୁଷଣ ଇନ୍ଦ୍ରମଣି ବାରିକ କୁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ସମ୍ମାନ ମିଲିଲା
ଗାଇସିଲାଟ/ମନ ଡ଼ନସନା: ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୌରେନମୂଣ୍ଡା ଗ୍ରାମର ଇନ୍ଦ୍ରମଣି ବାରିକ କୁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସିନିଅର ଫେଲୋସିପ ପାଇଛନ୍ତିା ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ 2006 , ମସିହା ରୃ ଓଡ଼ିଶାର ବିଭିନ୍ନ ଲୋକ ମହୋତ୍ସବ…
ମଦନ ପ୍ରଧାନ ସାଂସଦ ଅପରାଜିତାଙ୍କ ବିଏମସି ପ୍ରତିନିଧି
ଭୁବନେଶ୍ୱର,୧୯/୬- ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପ୍ରତିନିଧି ନିଯୁକ୍ତ କରିଛନ୍ତି । ବିଜେପି ଯୁବ ନେତା ପୁରୁଣା ଭୁବନେଶ୍ୱରର ମଦନ ମୋହନ ପ୍ରଧାନ(ପିଂଟୁ)ଙ୍କୁ ତାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ସାଂସଦ ଶ୍ରୀମତି ଷଡ଼ଙ୍ଗୀ…