Sign in
Sign in
Recover your password.
A password will be e-mailed to you.
ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ରୁ ଜଗନ୍ନାଥ ମହାପ୍ରଭୁ ଙ୍କର ରଥଯାତ୍ରା
ଦୀର୍ଘ ସାଢ଼େ ଚାରି କିଲୋମିଟର ର ର ଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ରେ ପହଞ୍ଚିଲେ ମହାପ୍ରଭୁ
ବରଗଡ : ପବିତ୍ର ଗୁଣ୍ଡିଚା ଯାତ୍ରା କିନ୍ତୁ ସକାଳୁ ପ୍ରବଳ ଖରା । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ବେ ମହାପ୍ରଭୁ ନୃସିଂହନାଥ ଙ୍କର ମନ୍ଦିର ରୁ ପ୍ରାୟ ସାଢ଼େ ୪ କିମି ରାସ୍ତାରେ ତିନି…
ବଡଦାଣ୍ଡରେ ଭକ୍ତ ଓ ଭଗବାନ ଏକାକାର
ଗୁଣ୍ଡିଚାଘରେ ବଡ ଭାଇ, ବାଟରେ ଅଟକିଲେ ମାଆ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ
ପୁରୀ/ଅନିମେଷ ପଟ୍ଟନାୟକ : ପବିତ୍ର ବଡଦାଣ୍ଡରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଘଣ୍ଟ ଘଣ୍ଟା, ଶଙ୍ଖ, କାହାଳୀର ନାଦରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡରେ ଗୁଞ୍ଜରିତ ହେଉଥିଲା ଜୟ ଜଗନ୍ନାଥ ଧ୍ୱନି…
ପୁରୀ: ଦଳାଚକଟାରେ ୭ ଆହତ
https://youtu.be/0n3Qs_LPV9I
ପୁରୀ/ଅନିମେଷ ପଟ୍ଟନାୟକ : ରଥଟଣା ବେଳେ ଅଘଟଣ । ରଥଟଣା ବେଳେ ଘଟିଥିଲା ଅଭାବନୀୟ ଘଟଣା । ତାଳଧ୍ଵଜ ରଥ ମରଚିକୋଟ ଛକରେ ଥିବା ବେଳେ ରଥଟାଣକୁ ନେଇ ଘଟିଛି ଦୂର୍ଘଟଣା । ଟାଣୁଥିବା ବେଳେ ଜଣେ ମହିଳା ତଳେ ପଡିଯିବା ଫଳରେ ଦଳାଚକଟାରେ ପରି ପରିସ୍ଥିତି ସୃଷ୍ଟି…
କଥାଦେଇ କଥା ରଖିଲେ ସରକାର
ପୂରଣ ହେବାକୁ ଯାଉଛି ଝାରବନ୍ଧ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ରେ ରହିଛି ଏକ ବିରାଟ ଜଳାଶୟ ( ପୋଖରୀ ) । ପ୍ରାୟ 25 ଏକଡ଼ ରେ ରହିଥିବା ଏହି ଜଳାଶୟ ଉପରେ ପୁରା ଝାରବନ୍ଧ ଗ୍ରାମ ନିର୍ଭର କରିଥାଏ । ଗତ…
ନୟାଗଡ଼ରେ ଦୁଇଦିନ ରଥଯାତ୍ରା: ଆନନ୍ଦଉଲ୍ଲାସରେ ପାଳିଲେ ଜିଲ୍ଲାବାସୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରରେ ବଡ଼ ଧୁମଧାମ ଏବଂ ଆନନ୍ଦ ଉଲ୍ଲାସର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଏଠାରେ ରଥଯାତ୍ରା ଦୁଇଦିନ ଧରି ଚାଲିଥାଏ। ରଥଯାତ୍ରା ଦିନ ସକାଳ ୯.୦୦ରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ୍ନ ହୋଇଥିଲା । ଦିନ ୧୦.୩୦ ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ…
ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର : ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ନବ ନିଯୁକ୍ତ ୧୯ ଜଣ ଓଡିଶା ସୂଚନା ସେବା ଅଧିକାରୀ ରାଜ୍ୟର ବିଭିନ୍ନ ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ହେବେ…
ଭୁବନେଶ୍ୱର:ଓଡିଶା ସୂଚନା ସେବା (ଦ୍ୱିତୀୟ ଶ୍ରେଣୀ)ବର୍ଗରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀପଦରେ ନିଯୁକ୍ତି ପାଇଥିବା ୧୯ଜଣ ଅଧିକାରୀଙ୍କୁ ବିଭିନ୍ନ ଉପଖଣ୍ଡ ତଥା ଜିଲ୍ଲାରେ ଅବସ୍ଥାପିତ ହେବା ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ଗତକାଲି…
ସିଏସଆଇଆର୍-ଆଇଏମଏମଟି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର:- ନିମ୍ନମାନର ଲୁହାପଥର, ଲୁହାପଥର ପେଲେଟ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଆସେଟସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍-ଆଇଏମଏମଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ଦେଖିବା ନିମନ୍ତେ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ:
https://youtu.be/M7o3YfkXeAI
ଏକାମ୍ର ନିଳୟରେ ଯୋଗ ଶିକ୍ଷା
ଭୁବନେଶ୍ୱର : ଆଗାମୀ ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ‘ବନ୍ଧୁ ୱେଲଫେୟାର ଟ୍ରଷ୍ଟ’ ଆନୁକୂଲ୍ୟରେ ଜୁନ୍ ୧୫ ତାରିଖରୁ ଯୋଗ ସପ୍ତାହ ଆରମ୍ଭ ହୋଇଛି । ରବିବାର ଏହି ଉପଲକ୍ଷେ ରଙ୍ଗ ବଜାର ନିକଟସ୍ଥ ‘ଏକାମ୍ର ନିଳୟ’ ଠାରେ ଥିବା…