Sign in
Sign in
Recover your password.
A password will be e-mailed to you.
ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତର ରେ ତଥା ବ୍ଲକ ସ୍ତରରେ ବିଭିନ୍ନ ବିଭାଗର ଭୂମିକା ଏବଂ ଦାୟିତ୍ଵ…
ସୁନ୍ଦରଗଡ଼ ରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ସହର ରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ…
ମହିଳା ଓ ଯୁବତୀ ମାନେ ସ୍ବ ଇଚ୍ଛାରେ ରକ୍ତଦାନ ପାଇଁ ଆଗେଇ ଆସିବା ଏକ ଶୁଭ ସଂକେତ :- ବିଧାୟିକା ବର୍ଷା ସିଂ ବରିହା
https://youtu.be/6YY33QtCSrQ
ରକ୍ତ ଫେକ୍ଟ୍ରି କିମ୍ୱା ଲେବ ରେ ତିଆରି ହୁଏ ନାହିଁ :- ଯୁବ ରକ୍ତଦାତା
ବରଗଡ :- ରକ୍ତଦାନ ନିଶ୍ଚିତ ଭାବରେ ମହତ ଦାନ । କେବଳ ଜଣେ ଲୋକ ରକ୍ତଦାନ କରି ଜଣେ ଲୋକର ଜୀବନ ବଞ୍ଚେଇ ପାରିବ। ଆଜି ପାଇକମାଲ ଧର୍ମଶାଳା ଠାରେ ମାରୱାଡି ଯୁବାମଞ୍ଚ ପାଇକମାଲ ଶାଖା…
ଆକ୍ରୋଶମୁଳକ ରାଜନୀତି କରୁଛି ବିଜେଡି : ଡ.ଲେଖାଶ୍ରୀ
ବିଜେପି କର୍ମୀ ସର୍ବେଶ୍ୱର ବେହୁରିଆଙ୍କ ବେଆଇନ ଗିରଫକୁ ପ୍ରତିବାଦ
ସର୍ବେଶ୍ୱରଙ୍କ ଉପରେ ଲଗାଯାଇଥିବା ମିଛ କେସକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ତାଙ୍କୁ ଖଲାସ କରାଯାଉ
ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଥିବା ବିଜୁ ଜନତା ଦଳ ପ୍ରତିଶୋଧ ପରାୟଣ ଓ ଆକ୍ରୋଶମୁଳକ…
ଜିଲ୍ଲା କଂଗ୍ରେସ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ…
ପିତୃ ଦିବସ ଅବସରରେ କୁର୍ଲୁଣ୍ଡା ଗ୍ରାମରେ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ସକାଳୁ ବାଲ ମୁକୁନ୍ଦ କେନ୍ଦ୍ର ତଥା ସ୍ଥାନୀୟ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ) ଠାରେ ଯଥାରିତିରେ ଜାଗତଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ପୂଜାର୍ଚ୍ଚନା ସହ ପିତୃ ଦିବସ…
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ
ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ସାମୁହିକ ଟେବୁଲ ଟପ ଏକ୍ସରସାଇଜ ଅଭ୍ୟାସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…
ପାଣି ସମସ୍ୟା ନେଇ ତାତିଲେ ମହିଳା, ଗରା ବାଲଟି ଥୋଇ ରାସ୍ତାରୋକ
ଓଡ଼ଗାଁ,୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତ ଅନ୍ତର୍ଗତ କୁରାଳ ଗଡସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ସାହି ବାସିନ୍ଧା ଉତ୍ୟକ୍ତ ହୋଇ ଜଗନ୍ନାଥ ମନ୍ଦିର ଠାରୁ ଚଣ୍ଡିଛକ ମୁଖ୍ଯ ରାସ୍ତା ଉପରେ ଗରା ବାଲଟି ଥୋଇ ରବିବାର ଦିନ ରାସ୍ତାରୋକ କରିଥିବା ଭଳି ଅଭାବନୀୟ…
ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡିକିଳା ପଞ୍ଚାୟତ ରଗଡିମଡା ଗ୍ରାମର ଜଣେ ଛେଳି ଚରାଳି ଗୁରୁତର ଅବସ୍ଥାରେ ପ୍ରଥମେ ବାଉଁଶ ଗାଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।…
ପତ୍ନୀଙ୍କ ଅଭିଯୋଗରେ ସରପଞ୍ଚଙ୍କ ନାମରେ ମାମଲା
୧୪ ଘଣ୍ଟା ନିବୁଜ କୋଠରୀରେ ରଖି ପତ୍ନୀଙ୍କୁ ନିର୍ଯ୍ୟାତନା
ଓଡ଼ଗାଁ,୧୮।୬ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ବେରୁହାଁବାରି ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସାହୁ ପରକିଆ ପ୍ରିତିରେ ଲିପ୍ତ ରହିଥିବା ସନ୍ଦେହ କରି ସ୍ତ୍ରୀ ସଂଯୁକ୍ତା…