ମଦନ ପ୍ରଧାନ ସାଂସଦ ଅପରାଜିତାଙ୍କ ବିଏମସି ପ୍ରତିନିଧି

ଭୁବନେଶ୍ୱର,୧୯/୬- ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପ୍ରତିନିଧି ନିଯୁକ୍ତ କରିଛନ୍ତି । ବିଜେପି ଯୁବ ନେତା ପୁରୁଣା ଭୁବନେଶ୍ୱରର ମଦନ ମୋହନ ପ୍ରଧାନ(ପିଂଟୁ)ଙ୍କୁ ତାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ସାଂସଦ ଶ୍ରୀମତି ଷଡ଼ଙ୍ଗୀ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ପୀଠର ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀ

https://youtu.be/3tgkKIhUCjI ପୀଠର ରୂପାନ୍ତର ପାଇଁ ପଦକ୍ଷେପ ଯୋଗୁ ଜଣାଇଲେ ଆନ୍ତରିକ ଧନ୍ୟବାଦ ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅନେକ ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ନବୀନ ନିବାସ ଠାରେ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ପଦକ୍ଷେପକୁ…

ଭାରତୀୟ ସେନାରେ ଯୋଗ ଦେବେ ସୋଆ ଛାତ୍ର

ଭୁବନେଶ୍ୱର, ଜୁନ୍ ୧୯: ଭାରତୀୟ ସେନାରେ ଯୋଗ ଦେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ର ଶ୍ରୀ ଅଙ୍କିତ ରାଜ ବିଶ୍ୱାଳ । ନିକଟରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର କମ୍ପୁ୍ୟଟର ସାଇନ୍ସ ବିଭାଗରୁ ଗ୍ରାଜୁଏସନ୍ କରିଥିବା ଛାତ୍ର ଅଙ୍କିତ…

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର, ଜୁନ୍ ୧୯: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ…

ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ

ଭୁବନେଶ୍ୱର, ୧୯ ।୬: ଘୋଷଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀ ବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା । ରଥଯାତ୍ରା ପାଇଁ ଶ୍ରୀ ବାଣୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ…

“ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ କଣ ଓଡ଼ିଆ ଲୋକ ଅଯୋଗ୍ୟ ?”

* ସୂଚନା ଅଧିକାର ଆଇନରେ ଖୁଲାସା- କିଏ ମିଛ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ତାଙ୍କ ବ୍ୟକ୍ତିଗତ ସଚିବ: ଅନିଲ ବିଶ୍ୱାଳ  ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତି  ମୁଖ୍ୟମନ୍ତ୍ରୀଙ୍କ…

ଜାତୀୟ ପୁରସ୍କାର ପ୍ରାପ୍ତି ପରେ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଳସମ୍ପଦ ବିଭାଗର ଅଧିକାରୀ

ନିଷ୍ଠାର ସହ ଆଗକୁ ଆହୁରି ଭଲ କାମ କରିବାକୁ ପରାମର୍ଶ ଭୁବନେଶ୍ୱର : ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା…

ରଥ, ପଥ ପ୍ରସ୍ତୁତ; ଅପେକ୍ଷା ଆଜ୍ଞାମାଳକୁ

  ନବଯୌବନ ଦର୍ଶନର ଦିବ୍ୟ ଆନନ୍ଦ ନେବାକୁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ  ପୁରୀ (ଅନିମେଶ ପଟ୍ଟନାୟକ): ମଙ୍ଗଳବାର ଘୋଷଯାତ୍ରା । ସେଥିପାଇଁ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ। ଅଣସରରେ ଥିବା ତିନି ଠାକୁରଙ୍କ ନବଯୌବନ ଦର୍ଶନ ଅଜି । ଦର୍ଶନର ସମୟ ସକାଳ…

ସ୍ୱାସ୍ଥ୍ୟ, ସ୍ୱାଦ ଏବଂ ମନୋରଞ୍ଜନ : ବାଲେଶ୍ୱରରେ ଖୁସିର ତିନୋଟି ଲହର

ବାଲେଶ୍ୱର : ମେଡିକାଲ ରୋଡ଼ ନିକଟସ୍ଥ ଠ୨ ମଲରେ ଚଳିତ ଜୁନ ମାସ ୧୭ ଓ ୧୮ ତାରିଖରେ ଓଡ଼ିଶା ମିଲେଟ୍ ମିଶନ ଆୟୋଜନ କରିଛି ଏକ ଆକର୍ଷଣୀୟ ଇଭେଂଟ ସିରିଜ୍ ଯାହା ବାଲେଶ୍ୱରର ସ୍ଥାନୀୟ ଲୋକମାନଙ୍କୁ ଯୋଗାଇଛି ଭରପୂର ମନୋରଞ୍ଜନ । ଓଡ଼ିଶା ସରକାରଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଭାବରେ ପରିଚିତ…