ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଓ ବିଧାୟିକା l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଣ୍ୟାଗାର ନିଗମ ଅଧ୍ଯକ୍ଷ ମହେନ୍ଦ୍ର ବଢେଇ ହୃଦଘାତରେ ଆକ୍ରାନ୍ତ ହୋଇ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧନ ଅବସ୍ଥାରେ ଗତ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ଶୁକ୍ରବାର ଦିନ ପୈତୃକ ଗ୍ରାମ ଟାଲ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଆଜି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏବଂ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଟାଲ ସ୍ଥିତ ବାସଭବନକୁ ଯାଇ ତାଙ୍କ ବିଧବା ପତ୍ନୀ , ପୁଅ ମନିଷ ତଥା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.