Sign in
Sign in
Recover your password.
A password will be e-mailed to you.
କାଠମାଣ୍ଡୁ କବି ସମ୍ମିଳନୀରେ ସମ୍ମାନିତ ଅତିଥି ରୂପେ ଯୋଗଦବେ ପଦ୍ମଶ୍ରୀ ହଳଧର ନାଗ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ନେପାଲ ର ରାଜଧାନୀ କାଠମାଣ୍ଡୁ ରେ ଶନିବାର ଅନୁଷ୍ଠିତ କବି ସମ୍ମିଳନୀରେ ବିଶ୍ଵର ପ୍ରତିଷ୍ଠିତ କବି ମାନଙ୍କର କବିତା ଉନ୍ମୋଚିତ ହେବ l ଏହି କବି ସମ୍ମିଳନୀରେ କବିତା ଆବୃତ୍ତି କରିବା ସହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପଦ୍ମଶ୍ରୀ ହଳଧର ନାଗ lବିଶ୍ୱର…
ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସ୍ମୃତିରଞ୍ଜନ ପ୍ରଧାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ (ଭା.ପ୍ର.ସେ.) ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି। ପୂର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ.)ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ…
ପଦ୍ମପୁରରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ଝାରବନ୍ଧ-ମନୋହର ଦାଶ: ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀ ବିନାୟକ ମିଶ୍ର ଯୋଗ ଦେଇଛନ୍ତି। ଯୋଗଦାନ ପରେ ଶ୍ରୀ ମିଶ୍ର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ବିଭାଗର ଭାରପ୍ରାପ୍ତ…
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ
• ଅଭୟାରଣ୍ୟର ସୁରକ୍ଷାକୁ ମିଶନ ଭାବେ ନେଇ କାର୍ଯ୍ୟ କରିବାକୁ ପରାମର୍ଶ
• ସ୍ଥାନୀୟ ଗୋଷ୍ଠୀଙ୍କ ସଂପୃକ୍ତି ଓ ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ୱ
ଭୁବନେଶ୍ୱର-ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ନେଇ ସୁଦୃଢ ରଣନୀତି ଓ ପଦକ୍ଷେପ ନିଆଯିବା ସଂପର୍କରେ ମାନ୍ୟବର…
ବଦଳିବ ନନ୍ଦନକାନନ ଚେହେରା : ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ
ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ
ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର ହେବ
ନନ୍ଦନକାନନରେ ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବା ପାଇଁ…
ତେନ୍ତୁଳିଖୁଣ୍ଟି ବ୍ଲକ୍ ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକ।
ନବରଙ୍ଗପୁର,୨୩/୬ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୬ଗୋଟି ଗ୍ରାମ ପଞ୍ଚାୟତ କଣ୍ଟାଗାଁ ଅଞ୍ଚଳଗୁମ୍ମା କଂଗ୍ରା କାମତା ପୂଜାରୀଗୁଡ଼ା ଦିଗି ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କୁ ଯୋଗାଣ ସହାୟକ ନିର୍ବାହୀ ଅଧିକାରୀ ଓ ଏମ୍ ଆଇ ମିଳି ମିଶି ତର ଅଧେ…
ବାଲିବୋ ରଘୁନାଥଜୀଉ ମନ୍ଦିର ପରେ ବଣଚଣ୍ଡି ମନ୍ଦିର ତାଲା ଭାଙ୍ଗି ଚୋରି
ଢେଙ୍କାନାଳ/ ରବିନ୍ ଦାସ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରେ ଦୈନିକ ଚୋରି ହେଉଥିବା ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ପୋଲିସକୁ ଚ୍ୟାଲେଞ୍ଜ କରି ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ବାରମ୍ବାର ଅନେକ ଚୋରି ମାମଲା…
ବିଚ୍ଛିନ୍ନାଞ୍ଚଳ ଅଭିମୁଖେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା
ପ୍ରଥମଥର ପାଇଁ ଛତିଶଗଡ଼ରେ ବିତରଣ ହେବ ଉତ୍କଳ ପ୍ରସଙ୍ଗ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ…
ଗୁଦେରପାଲି ମହାବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ଗାଇସିଲାଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମହାବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦ୍ମାଲୟା କୈଲାସ ଫାଉନ୍ଡେଶନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଝସକେତନ ମେହେର ତାଙ୍କର ତଫରୁ ଶ୍ରେଷ୍ଠ ୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ କଲମ ପ୍ରଦାନ କରିଥିଲେ।…
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ…