୨୫ଜୁନକୁ କଳା ଦିବସ ପାଳିଲା ବିଜେପି

ନବରଙ୍ଗପୁର, ଅଶୋକ ସାହୁ:.୨୫ ଜୁନ୍ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ନବରଙ୍ଗପୁର ବିଜେପି। ଆଜି ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ପକ୍ଷରୁ ପାର୍ଟି କାର୍ଯ୍ୟଳୟ…

ପଦ୍ମପୁର ଗସ୍ତରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ

ବରଗଡ :- ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆଜି ବରଗଡ଼ ଜିଲ୍ଲା ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ କୁ ଗସ୍ତ କରିଥିଲେ । ପଦ୍ମପୁର ପହହଞ୍ଚିବା ପରେ ପ୍ରଥମେ…

ଅପରାଧୀ ମାନଙ୍କୁ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଦେଲେ ଚେତାବନୀ

 "ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇଲେ ହେବ ଏନକାଉଣ୍ଟର୍" ଢେଙ୍କାନାଳ/ରବିନ୍ ଦାସ ; କାମାକ୍ଷାନଗର ବିଜେଡ଼ି ନେତା ତଥା ଠିକାଦାର କାହ୍ନୁଚରଣ ସାହୁ ଲଗାତାର ତିନିଥର ଆକ୍ରମଣର ଶିକାର ହେବା ପରେ ଆତଙ୍କିତ ସମଗ୍ର ଜିଲ୍ଲା । ସ୍ପଷ୍ଟ ଦିବାଲୋକରେ ଚାଲିଛି ଅନେକ ଅପରାଧିକ କାର୍ଯ୍ୟକଳାପ ଯାହାକୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀଙ୍କୁ ଘର ନଦେବା ଷଡ଼ଯନ୍ତ୍ର ଧରା ପଡ଼ିଲା  ଷଡ଼ଯନ୍ତ୍ର ପଛରେ ରାଜ୍ୟ ବିଜେପିର ସାଂସଦ ଓ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଧିଷ୍ଟ କେନ୍ଦ୍ରମନ୍ତ୍ରୀ  ଓଡ଼ିଶା ଗସ୍ତରେ ଆସିଥିବା ବିଜେପରି ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ବି ମିଛ କୁହାଇଲେ…

ଓଡ଼ିଶାରେ ପ୍ରଥମ – ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ

ଭୁବନେଶ୍ୱର, ଜୁନ୍ ୨୫ : ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି । ଗତ ଶନିବାର ଦିନ ଦେଶର ତିନିଟି…

ତିନି ବ୍ୟଙ୍ଗ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଓଡିଶାର ସୁନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକଙ୍କର ତିନ ଗୋଟି ବ୍ୟଙ୍ଗ ପୁସ୍ତକ ରବିବାର ଦିନ ଭୁବନେଶ୍ବରସ୍ଥ ଜୟଦେବ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି | ଲୋକାର୍ପିତ ପୁସ୍ତକ ଗୁଡିକ ହେଲା  ଶ୍ରୀଯୁକ୍ତ ଜ୍ଞାନ ହୋତାଙ୍କ "ପଇତା ମାରା", ଶ୍ରୀ ସରୋଜ କୁମାର ଶତପଥୀଙ୍କ "ତେଲ ମାଲିସ୍ "…

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲେ ଶ୍ରୀ ଜିୟୁ ଏବଂ ସରକାରଙ୍କ ରାଜସ୍ୱ…

"ଶ୍ରୀ ଜୀଉଙ୍କ ସେବା ପୂଜା କରିବାପାଇଁ ମନ୍ଦିର ପ୍ରତିଷ୍ଠାତା ରାଜା ମହାରାଜା ଏବଂ ଦାତାମାନେ ଜମି ମାନସିକ ପୂରଣ ସୁତ୍ରରେ ଦେଇଛନ୍ତି । ଏଥିରେ ରାଜ୍ୟ ସରକାର କିଏ ? ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରିକରିବା ପାଇଁ ସରକାର ନିୟମ ଆଣି ସେବାୟତ ମାନଙ୍କୁ ସୁଯୋଗ…

ମିଶନ ଶକ୍ତି କେଫେ ର ଶୁଭାରମ୍ଭ

ବରଗଡ : - ମିଶନ ଶକ୍ତି ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରେ ମହିଳା ମାନଙ୍କୁ ସମ୍ମାନର ସହିତ ଆତ୍ମ ନିର୍ଭର କରିବା ପାଇଁ ରାଜ୍ୟ ସରକାର ଅନେଜ ଯୋଜନା ପ୍ରସ୍ତୁତ କରି କାର୍ଯକାରୀ କରୁଛନ୍ତି । ମାଁ ମାନଙ୍କ ଆର୍ଥିକ ବିକାଶ ପାଇଁ ସୁଧ ମୁକ୍ତ ଋଣ ସହିତ ଅନେକ ପ୍ରକାର ତାଲିମ ମଧ୍ୟ…

5T ସଚିବ ଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ସୁନ୍ଦରଗଡ଼, 24/06: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ (ROB Project) ପ୍ରକିୟା ତ୍ୱରାନ୍ୱିତ ହୋଇଛି I ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି Iସୋନାଖାନ…

ସାନ ଭାଇ କୁ ଘରୋଇ କଳହରୁ ମରଣାନ୍ତକ ଆକ୍ରମଣ

 ବଡ଼ ଭାଇ ଗିରଫ,କୁରାଢ଼ୀ ଭୁଜାଲି ଜବତ l ଝାରବନ୍ଧ -ମନୋହର ଦାଶ-ଘରୋଇ କଲହ ରୁ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୋଲିସ ବଡ଼ ଭାଇ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏଥି ସହିତ ଆକ୍ରମଣ ରେ ବ୍ୟବହୃତ ଏକ କୁରାଢ଼ୀ, ଭୁଜାଲି ତା…