Sign in
Sign in
Recover your password.
A password will be e-mailed to you.
ହେରା ପଞ୍ଚମୀ ଅବସରରେ କୃପାଳୁ ଶିଶୁ ସାହିତ୍ୟ ଆସର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ଉପଲକ୍ଷେ ହେରା ପଞ୍ଚମୀରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ "ରଥଯାତ୍ରା" ବିଷୟକୁ ନେଇ ଶାନ୍ତି ନଗରର ଶିଶୁମାନଙ୍କୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମ୍ପର୍କ କରି ପୁରୋହିତ ଶଙ୍କର ରଥଙ୍କ…
ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କର୍ତ୍ତୃପକ୍ଷ ଜଷ୍ଟିସ ଏ. କେ ପଟ୍ଟନାୟକ ଙ୍କ ସରସକଣା…
ସାରସ କଣାରୁ ଦିପୁ ମହାପାତ୍ର :ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କତୃପକ୍ଷ ପୁର୍ବ ତନ ଜଷ୍ଟିସ ଏ. କେ ପଟ୍ଟନାୟକ ଙ୍କ ଚାରି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ ର ଆଜି ଦ୍ୱିତୀୟ ଦିନରେ ସରସକଣା ବ୍ଲକ ଗସ୍ତ କରିଥିଲେ l ପ୍ରଥମେ ଝାଡବେଡା ସ୍ଥିତ ନିନି ମହାନ୍ତ ଙ୍କ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର : ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡି ନେତା ସନ୍ତୋଷ ଜେନାଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି | ଏ ବିଷୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |
ପୂର୍ତ ବିଭାଗର ଦାୟିତ୍ୱହୀନତା ପାଇଁ ଆଦର୍ଶ ବିଦ୍ୟାଳୟର ଛାତ୍ରବାସ ଶିଳାନ୍ୟାସ ରେ ବ୍ୟାପକ ଅବ୍ୟବସ୍ଥା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୁଳଗାଁଇଶାଳୋ ପଡ଼ିଆରେ ନିର୍ମାଣ କରାଯାଉଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ଶୁଭ ଶିଳାନ୍ୟାସ କରିବାର…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା ହୋଇଥିବା ଅଭିଯୋଗ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ପଂଚାୟତ ଚିତ୍ରୋତ୍ପଳା ସେତୁ ତଳେ ଥିବା ଏକ ଦେବଦାରୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ନରେନ୍ଦ୍ରପୁର ପଂଚାୟତ ଗଡ଼ିଜଙ୍ଗ ରାମେଶ୍ୱରପୁର ଗ୍ରାମର ବବୁଲ…
ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୩: ଭାରତର ଶ୍ରେଷ୍ଠ ୧୩ତମ ବିଶ୍ୱବିଦ୍ୟାଳୟ କିଟ୍
ଭୁବନେଶ୍ୱର: ଦି ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୩ରେ କିଟ୍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଂରେ ଉଲ୍ଲେଖନୀୟ ପ୍ରଦର୍ଶନ…
ତୃତୀୟ ମହଲାର କର୍ମଚାରୀଙ୍କୁ କହିଲେ କାହିଁକି ରାଗୁଛି ବିଜେଡି :ଗୋଲକ ମହାପାତ୍ର
o ଯଦି ପିସି କାରବାର ହେଉ ନାହିଁ ତାହେଲେ କୋଟି କୋଟି ଟଙ୍କା ତଳ ସ୍ତରର ସରକାରୀ କର୍ମଚାରୀଙ୍କ ପାଖରୁ କେଉଁଠୁ ଆସୁଆଛି ?
o ଆଜି ଓଡ଼ିଶାରେ ବଡ଼ କାମ କରୁଥିବା କଣ୍ଟ୍ରାକ୍ଟର ମାନେ କେଉଁ ରାଜ୍ୟର ତାହା ଓଡିଶା ବାସୀ ଭଲ ଭାବେ ଜାଣିଛନ୍ତି
o ବରଗଡ଼ ବିପିସିଏଲ କାରଖାନାକୁ ବନ୍ଦ…
ବିଜେଡ଼ିର କୁହାଳିଆ ମୁଖପାତ୍ର କେବଳ କଥା କହି ନିଜ ନେତାଙ୍କୁ ଖୁସି କରାଇବା ପାଇଁ ଚାହୁଁଛନ୍ତି – ସତରୁପା ମିଶ୍ର
o ବିଜେଡିର କୁହାଳିଆ ମୁଖପାତ୍ର ଅଣ୍ଡା ଚୋରୀ ଠୁ ଆରମ୍ଭ କରି ଚାଉଳ ଚୋରି ପର୍ଯ୍ୟନ୍ତ ଦୁର୍ନୀତିରେ କିଭଳି ସାମିଲ ଥିଲେ, ତାଙ୍କର ମନେ ଅଛି ନା ନାହିଁ ?
o ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ପଟ୍ଟା ଦେବା ପାଇଁ କହି ଟଙ୍କା ଆଦାୟ କରିବା ଘଟଣା କିଭଳି ଦାଣ୍ଡରେ ପଡି ହାଟରେ ଗଡୁଥିଲା,…
ବର୍ଷା ଙ୍କର ଘରେ ବର୍ଷା
ବରଗଡ '- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପିତା ଅନନ୍ତ ବରିହା ଙ୍କର ଘରେ ହଟାତ ପହଂଛି ଯାଇଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା । ପ୍ରାପ୍ତ ସୂଚନା ଅନୁସାରେ ଅନନ୍ତ ତଥା , ଗୀତା ବରିହାଙ୍କ ସୁପୁତ୍ରୀ ଯାହାଙ୍କର ନାମ ବର୍ଷା ରାଣୀ…