Sign in
Sign in
Recover your password.
A password will be e-mailed to you.
ପ୍ରଭାବଶାଳୀ ନେତାଙ୍କ ଇସାରାରେ ଚାଲିଛି ଭୁବନ ଥାନା !
ଜୋର ଧରିଲା ଥାନାଧିକାରୀଙ୍କ ବଦଳି ଦାବି
ଢେଙ୍କାନାଳ/ ରବିନ୍ ଦାସ ; ସମାଜରେ ମଣିଷ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମିତ୍ତ ନ୍ୟାୟିକ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସମାଜରେ ପୋଲିସ ଓ ନ୍ୟାୟପାଳିକା ନିଯୁକ୍ତ ଅଛନ୍ତି । ଜନସାଧାରଣଙ୍କୁ ପ୍ରକୃତ ନ୍ୟାୟ…
ବ୍ୟର୍ଥ ଗଲାନି ମା’ର ନିବେଦନ-ପୁଅ ପାଇଁ ହେଲା ଚିକିତ୍ସା ବ୍ୟବସ୍ଥା
ଭୁବନେଶ୍ଵର : ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୂଆପଡା ଜିଲ୍ଲା…
ଓଡିଶା ସମବାୟ ସମିତି କର୍ମଚାରୀ ମହାମଂଚ ପ୍ରତିନିଧିଦଳର ସମବାୟ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା
ଭୁବନେଶ୍ବର-ଓଡିଶା ସମବାୟ ସମିତି କର୍ମଚାରୀ ମହାମଂଚର ଏକ ପ୍ରତିନିଧିଦଳ ମହାମଂଚର ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା…
ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଶ୍ବଶୁର-ଶଳା କ’ଣ ଆଇନର ଉପରେ କି? : ଅନିଲ ବିଶ୍ୱାଳ
ଚାନ୍ଦବାଲି ବିଡିଓଙ୍କୁ ମାଡ ମରା ଘଟଣା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ ବୋଲି । ହେଲେ ଓଡିଶାରେ କେବେ ବି ଆଇନ ତା ବାଟରେ ଯାଏ ନାହିଁ । ମମିତା ମେହେର ହତ୍ୟାକାଣ୍ଡ ହେଉ, ପରି ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ ମର୍ଡର ହେଉ, ଯେଉଁ ଯେଉଁ ଘଟଣାରେ ବିଜୁ…
ଅସହିଷ୍ଣୁତାର ଶେଷ ପାହାଚରେ ମହେଶ ସାହୁ ଏବଂ ତାଙ୍କ ବିଜେଡି ଦଳ – ରୁଦ୍ର ନାରାୟଣ ପାଣି
" ପାର୍ଟି ଛାଡି ମାଟି କଥା ଚିନ୍ତା କରନ୍ତୁ ମହେଶ ସାହୁ "
ଭୁବନେଶ୍ୱର – ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ବିଜେଡି ଦଳ ଅସହିଷ୍ଣୁତାର ଶେଷ ପାହାଚରେ ଅଛନ୍ତି । ପାର୍ଟି ଛାଡି ସେ ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ ବୋଲି ପ୍ରେସ୍ ବିବୃତ୍ତିରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ…
“ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ”
ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ବିଜେପିକୁ ଗୋଟିଏ ପ୍ରଶ୍ନ କଲା କଂଗ୍ରେସ
ଭୁବନେଶ୍ୱର ତା. ୨୬.୬- ସଂପ୍ରତି ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ ବିଲକ୍ଷଣକୁ ନେଇ କଂଗ୍ରେସ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ଓଡ଼ିଶାର ବିଜେପି ନେତାଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଛି । ଓଡ଼ିଶା ରାଜନୀତିରେ…
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିରୋଧୀଙ୍କ ସମାଲୋଚନାର ଉତ୍ତର : ଶୁଣନ୍ତୁ ଭିଡିଓ
"ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି"
https://youtu.be/5riblrsow1c
ବରଗଡ଼: ଆଜି ବରଗଡ଼ଗସ୍ତରେ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ | ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ…
ପଦ୍ମପୁରରେ ମିଶନ ଶକ୍ତି କ୍ୟାଫେ ର ଉଦ୍ଘାଟନ କଲେ ବିଧାୟିକା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ସ୍ଥାନୀୟ ବ୍ଲକ ପରିସରରେ ଏକ ମିଶନ ଶକ୍ତି କ୍ୟାଫେ ଉଦ୍ଘାଟିତ ହୋଇଯାଇଛି।ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟଅତିଥି, ପଦ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ…
ବୀରମହାରାଜପୁର ରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଯୁଗ୍ମ…
ଧର୍ମେନ୍ଦ୍ରଙ୍କୁ ଧୋଇଲେ ମହେଶ : କହିଲେ “ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି “
ଢେଙ୍କାନାଳ ଅନୁଗୁଳର ବିକାଶରେ ଅବଦାନ ଶୂନ
ଏମସିଏଲ୍ ଦୁର୍ନୀତି ପ୍ରତି ଆଖି ବୁଜି ଦେଇଛନ୍ତି
ବିହାର ଓ ମଧ୍ୟପ୍ରଦେଶ ପ୍ରତି ଅହେତୁକ ଦୁର୍ବଳତା
ନିର୍ବାଚନ ଆସିଲେ ଓଡିଶା ଆସି ରାଜନୀତି କରୁଛନ୍ତି
ଭୁବନେଶ୍ୱର: ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ…