Sign in
Sign in
Recover your password.
A password will be e-mailed to you.
ବିଶୃଙ୍ଖଳିତ ଟାଟା ପାୱାର କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବୀ
ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ଠାରେ ଟାଟା ପାୱାର ଦ୍ବାରା ପରିଚାଳିତ ଗ୍ରୀଡରେ ଜନୈକ ବିଶୃଙ୍ଖଳିତ କର୍ମଚାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ସନାତନ ପାଣ୍ତେ ନାମକ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ବିକାଶ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ପଡିଛି।ଘଟଣାକ୍ରମରୁ ଜଣାଯାଏ ଯେ,ଝାରବନ୍ଧ…
ମୁକୁଙ୍କୁ ସସ୍ମିତଙ୍କ ଜବାବ:”ଦୁର୍ନୀତି ବିରୋଧୀ ଲଢେଇ କେମିତି ହୁଏ, ଓଡିଶାଠୁ ଶିଖନ୍ତୁ ବିଜେପି ଶାସିତ…
https://youtu.be/o86fwpGSqX0
ସଂଗୀତଭିତ୍ତିକ କାର୍ଯ୍ୟକ୍ରମ “ଗୁହାରି’ ଉଦଘାଟିତ
ଭୁବନେଶ୍ୱର:ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ "ଗୁହାରି' ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦ୍ଘାଟିତ…
PhD ରେ କୃତକାର୍ଯ୍ୟ ହେଲେ ମୋହନ ନାଏକ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ମୋହନ କୁମାର ନାଏକ ଗ୍ରାମ ଖୁରୀଗାଁ, ସେ ପିଲାଦିନରୁ ଉଚ୍ଚଶିକ୍ଷା ନିମନ୍ତେ ଆଗ୍ରହ ଥିଲେ, ଦୀର୍ଘ ଛଅ ବର୍ଷ ହେଲା Indian Institute of Technology Bombay ରେ ରହିପ୍ରଫେସର ସରମିଷ୍ଟା ପଟ୍ଟନାୟକ ତ୍ବତାବଧାନରେ…
“ଓଡ଼ିଶାରେ ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓ ଲୋକଙ୍କ ପଇସାରେ ନିଜ ପ୍ରଚାର ପ୍ରସାର…
ଗତ ୬ ମାସରେ ୧୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ତଳିଆ ସରକାରୀ କର୍ମଚାରୀଙ୍କ ଠାରୁ ଜବତ ହେବା କ’ଣ ମୁଖ୍ୟମନ୍ତ୍ରୀଙ୍କ ‘ଷ୍ଟପ୍ ପିସି’ର ଉଦାହରଣ ? ଧର୍ମେନ୍ଦ୍ର ପ୍ରଧାନ
ତାଳଚେର, ଜୁନ ୨୪ – ୨୦୨୩ ଜାନୁଆରୀରୁ ଜୁନ ମାସ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ…
ଓଡ଼ିଶା ମିଲେଟ ମିଶନ୍ ପକ୍ଷରୁ ଫାର୍ମ ମେସିନାରୀ ମେଳା
ବୌଦ୍ଧ: ଓଡ଼ିଶା ମିଲେଟ ମିଶନ୍ ପକ୍ଷରୁ ଓଡ଼ିଶାର ବୌଦ୍ଧଠାରେ ଏକ ଫାର୍ମ ମେସିନାରୀ ମେଳାର ସଫଳ ଆୟୋଜନ କରିଛି । WASSAN, ମିଶନଶକ୍ତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମିଳିତ ଭାଗିଦାରୀରେ ଓଡ଼ିଶା ମିଲେଟ୍ ମିଶନ ମିଲେଟ ଗ୍ରାଇଣ୍ଡର-ପଲଭାଇଜର ଏବଂ ଥ୍ରେସିଂ ମେସିନ୍ ଆଦି ବଣ୍ଟନ…
ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନେଇ ସୋଆ ଏବଂ ଆଇସିଏମ୍ଆର-ଆର୍ଏମ୍ଆର୍ସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଜୁନ୍ ୨୪ : ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଇସିଏମ୍ଆର୍- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆଇସିଏମ୍ଆର୍-ଆର୍ଏମ୍ଆର୍ସି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ…
ସମ୍ ଅଲ୍ଟିମେଟ୍ରେ ବିଏଲ୍ଏସ୍ ଓ ଏସିଏଲ୍ଏସ୍ ପ୍ରୋଭୋଇଡର କୋର୍ସ
ଭୁବନେଶ୍ୱର, ଜୁନ୍ ୨୪ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍ଏସ୍) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍ଘାଟନ ହୋଇଯାଇଛି ।ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍…
ବିଶ୍ୱସ୍ତରୀୟ ବିଦ୍ୟୁତ ସେବା : କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ୍ ବିଭାଗ
ବାଉଁଶ ଖୁଣ୍ଟ ଓ ଖଜୁରୀ ଗଛରେ ବିଦ୍ୟୁତ୍ ସଂଯୋଗ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ଘରୋଇକରଣ ପରେ ବିଦ୍ୟୁତ ବିଭାଗରେ କିଛି ପରିବର୍ତ୍ତନ ହୋଇ ଉପଭୋକ୍ତା କିପରି ଠିକ୍ ଭାବରେ ସେବା ପାଇ ପାରିବେ ଚିନ୍ତା କରାଯାଇଥିଲା ଏବେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l କୁଚିଣ୍ଡା…
୩୪ ଜିଲା ଆହାର ସମିତି ଓ ସିଟି ଆହାର ସମିତିକୁ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ୱର :ରାଜ୍ୟର ସମସ୍ତ ପୌରାଞ୍ଚଳରେ ଥିବା ୩୪ ଜିଲା ଆହାର ସମିତି ଓ ସିଟି ଆହାର ସମିତିକୁ ଗୃହ, ନଗର ଉନ୍ନୟନ ବିଭାଗ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି I ୨୦୨୩ - ୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଅର୍ଥ ରିଲିଜ କରାଯାଇଛି I ଏହି ପାଣ୍ଠି ରାଜ୍ୟରେ ୧୬୭ ଆହାର…