Sign in
Sign in
Recover your password.
A password will be e-mailed to you.
ଗବେଷଣା ଉପରେ ସୋଆର ଗୁରୁତ୍ୱ: ସୋଆ କୁଳପତି
ଭୁବନେଶ୍ୱର, ୨୭/୦୬: ଆନ୍ତଃବିଷୟ ଗବେଷଣା ବର୍ତମାନ ସବୁଠାରୁ ଅଧିକ ଆବଶ୍ୟକ ହୋଇଥିବା ବେଳେ ଶିକ୍ଷା ଏବଂ ଅଭିନବ ଗବେଷଣା ଉପରେ ଅଧିକ ଗୁରୁତ୍ୱାରୋପ କରୁଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏଥିରେ ଅଧିକ ମନୋନିବେଶ କରୁଛି ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର…
ସରିଲା ନବମୀ ସନ୍ଧ୍ୟା ଦର୍ଶନ; ଆସନ୍ତାକାଲି ବାହୁଡ଼ା
ପୁରୀ (ଅନିମେଶ ପଟ୍ଟନାୟକ): ତିନି ଠାକୁରଙ୍କ ନବଦିନାତ୍ମକ ଯାତ୍ରାର ଆଜି ଶେଷ ଦିନ । ନବମୀ ସନ୍ଧ୍ୟା ଦର୍ଶନକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି । ଗୁଣ୍ଡିଚାଘରେ ନଅ ଦିନର ଲିଳାଖେଳା ପରେ ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ।
ଆଡ଼ପ ମଣ୍ଡପରେ ଆଜି ଭାଇ…
ଦୁଇଟି ଗୋରୁ ବୋଝେଇ ଗାଡ଼ି ସହିତ ଏକ କାର ଜବତ , ୫ ଜଣ ଗୋରୁ ମାଫିଆ ଅଟକ ।
ଢେଙ୍କାନାଳ/ ରବିନ୍ ଦାସ ; ତୁମୁସିଙ୍ଗା ଥାନା ଅଞ୍ଚଳର କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ସହିତ ଗୋଟିଏ କାରକୁ ଜବତ କରିଛି ତୁମୁସିଙ୍ଗା ପୋଲିସ । OR02BT9312 ନଂ ଥିବା ପିକପ୍ , OR02BF2014 କାର୍ ଓ OR14T7479 ନଂ ଥିବା ଏକ ଟାଟା…
ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓ.ଏ.ଏସ୍ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ…
୫ଟି ସଚିବ ଙ୍କ ପଦ୍ମପୁର ଗସ୍ତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ବର୍ଷାରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ପଦ୍ମପୁର ଗସ୍ତ କରିଛନ୍ତି l ସ୍ଥାନୀୟ ଆର୍ ବି ହାଇସ୍କୁଲ ପଡିଆରେ ବିଭିନ୍ନ ସାମାଜିକ ସଂଗଠନ,ବୁଦ୍ଧିଜିବୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ବିଭିନ୍ନ ବିକାଶ…
ଆଡ଼ପ ମଣ୍ଡପ ଦର୍ଶନ ସାରି ଫେରୁଥିଲେ , ଭିଡରେ ଫସି ଉଡ଼ିଗଲା ପ୍ରାଣବାୟୁ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ ,ମା ମଙ୍ଗଳା ଙ୍କ ପୀଠ କାକଟପୁର ରୁ ଯାଇଥିଲେ ଭକ୍ତ ଲକ୍ଷ୍ମୀଧର ପୁରୀ ର ଶ୍ରୀ ଗୁଣ୍ଡିଚା ମନ୍ଦିର । ନବମୀ ତିଥି ଥିବାରୁ ମହା ପ୍ରଭୁଙ୍କୁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ ବୋଲି କରିଥିଲେ ଆଶା ଓ ବିଶ୍ୱାସ । ହେଲେ,ଆଶା, ଆଶା…
ଶୃଙ୍ଖଳା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଓଏଏସ୍ ପ୍ରୋବେସନରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ
ଭୁବନେଶ୍ୱର /ଶାସକ ପ୍ରଶାସକ : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ…
ଗସ୍ତ ର ଦ୍ଵିତୀୟ ଦିନରେ ନୃସିଂହନାଥ ପୀଠରେ 5T ସଚିବ
https://youtu.be/LXh6Gfey6F4
ନୃସିଂହନାଥ ଓ ଦେବଦର୍ହା ରେ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ ହେବ ପ୍ରଥମ ପର୍ଯ୍ୟାୟ ର କାମ :- 5T ସଚିବ
ପ୍ରବଳ ବର୍ଷା ସତ୍ୱେ ସଚିବ ଙ୍କୁ ଭେଟିବାକୁ ପ୍ରବଳ ଜନସମାଗମ
ବରଗଡ :- ଗତକାଲି ଓ ଆଜି ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ…
ନିଜ ଦାୟିତ୍ୱ ଓ ଉତ୍ତରଦାୟିତ୍ୱରେ ଅପରାଜିତା ଫେଲ: ବିଜେଡି
ଲୋକଙ୍କ ସମସ୍ୟା ସମାଧାନ ବଦଳରେ ନିଜ ଛବି ସୁଧାରିବାରେ ବ୍ୟସ୍ତ
ଚାରିବର୍ଷରେ ରାସ୍ତା ସମସ୍ୟାର ବି ସମାଧାନ କରିପାରି ନାହାନ୍ତି
ଜଗନ୍ନାଥଙ୍କ ଠାରୁ ଲିଙ୍ଗରାଜଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କାମ ଅଟକାଉଛନ୍ତି
ଲୋକେ ଏବେ ସାଂସଦଙ୍କ ଅସଲ ଚେହରା ଦେଖୁଛନ୍ତି…
ଟାଟା ପାୱାରର ମନମାନି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ନୟାଗଡ଼, (ଲକ୍ଷ୍ମୀଧର ସାହୁ): ଘନ ଘନ ବିଜୁଳି କାଟ, ଲୋ-ଭୋଲଟେଜ ଓ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜିଠାରୁ ନିଜ ନିଜ ଜିଲ୍ଲାର ସଦର ମହକୁମା ଠାରେ ଥିବା ବିଭାଗୀୟ…