Sign in
Sign in
Recover your password.
A password will be e-mailed to you.
ପାନ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର
ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା
ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ…
୪୫ କେଜି ଗଞ୍ଜେଇ ସହ ୫ ଗିରଫ I
https://youtu.be/0KFg4k3YaX8
ଗୋଟିଏ ଫର୍ଚୁନର ଓ ଗୋଟିଏ ଇଟିଗା ଗାଡି ଜବତ ।
ଢେଙ୍କାନାଳ / ରବିନ୍ ଦାସ ; ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଇମାଟି-ବେଲଟିକିରି ଅଞ୍ଚଳରେ ପୋଲିସ୍ର ପାଟ୍ରୋଲିଙ୍ଗ୍ ଚାଲୁଥିବା ବେଳେ ଗଞ୍ଜେଇ ଚାଲାଣ ଗାଡି ଜବତ୍ ହୋଇଛି । ଏସ୍କଟ୍ କରି ଆସୁଥିବା ଏର୍ଟିଗା…
ଇଣ୍ଡିଆନ ସ୍ୱଚ୍ଛତା ଲିଗ ସହାୟତାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ.
.ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଇଣ୍ଡିଆନ ସ୍ୱଚ୍ଛତା ଲିଗ ଦ୍ୱାରା ସମର୍ଥିତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସହରର ବିଭିନ୍ନ୍ନ ୱାର୍ଡ଼ରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ସଫେଇ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ କରି ଏକ ସୁସ୍ଥ…
ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ପାଳନ
ଭୁବନେଶ୍ୱର: ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ସେପ୍ଟେମ୍ୱର ପନ୍ଦର ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଷ୍ଟୁଡ଼ିଓ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ କୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ କେନ୍ଦ୍ରର ଉପ ମହାନିର୍ଦ୍ଦେଶକ (କାର୍ଯ୍ୟକ୍ରମ )ରିଜିୱନା…
ମାଁ ସମଲେଶ୍ବରୀ , ପାଟଣେଶ୍ବରୀ , ଗୋପାଲଜୀ ମନ୍ଦିର ସହିତ ଚର୍ଚ୍ଚ ଓ କୋଶଳ କଲାମଣ୍ଡପ ର ନବୀକରଣ କାର୍ଯ୍ଯ ପାଇଁ ଟେଣ୍ଡର…
ବଲାଙ୍ଗିର : ଗତ ଜୁଲାଇ ସାତ ତାରିଖ ବଲାଙ୍ଗିର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ଯକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ ତା ସହିତ ସହରର ଗୋପାଲଜୀ ମନ୍ଦିର ପାଟଣେଶ୍ବରୀ…
ନୂଆଁଖାଇ ଉପଲକ୍ଷେ ଦୂରଦର୍ଶନ ର ସୁଟିଙ୍ଗ୍
ଜମନକିରା : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ର ଫାଶୀମାଲ ,ପୁକୁଡା, ତିଲେଇମାଲ ଏବଂ କସଡା ପଞ୍ଚାୟତ ର ମହାଲିଙ୍ଗକୁଦର ଗ୍ରାମ ରେ ତିନି ଦିନ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆଁଖାଇ ଜୁହାର ୨୦୨୩ ର ସୁଟିଂ କାର୍ଯ୍ୟ…
ଜିଲ୍ଲା ଏସ୍.ଏସ୍.ବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ଧାରଣା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏସ୍.ଏସ୍.ବି ଅଧ୍ୟାପକ ମାନେ ଆଜିକୁ ଦୀର୍ଘ ୧୨ଦିନ ହେଲା ଅର୍ଥାତ ଗୁରୁ ଦିବସ ଦିନ ଠାରୁ କଳାବ୍ୟାଜ ଧାରଣ କରି ନିଜର ଗୋଟିଏ ମାତ୍ର ଦାବି ଗ୍ରେଡ ପେ…
ବାଣପୁର: ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ପାଳିତ
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) :ବାଣପୁର ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକ ଓ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିପରେ…
ସ୍ବାଧିନ ପୁରୀ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ନିଯୁକ୍ତ
ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ନେତା ତଥା ସମାଜସେବୀ ସ୍ବାଧିନ କୁମାର ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ପୁରୀ ଜିଲ୍ଲାର ମୁଖ୍ଯ ମୁଖପାତ୍ର ଭାବେ ମିଳିଛି ଏହି ଦାୟିତ୍ବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ମିଡ଼ିଆ ସେଲ୍ ଅଧକ୍ଷ ଗଣେଶ୍ୱର…
ଜଗତସିଂହପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରିକରଣ ବିଷୟରେ ଆଲୋଚନା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି 5T ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ୟମ ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ 5T ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ବିଦ୍ୟାଳୟ…