Sign in
Sign in
Recover your password.
A password will be e-mailed to you.
ଝିମିଟୀ ଖେଳରୁ ମହାଭାରତ –କ୍ରୋଧାନ୍ବିତ ସ୍ୱାମୀର ଫାଉଡା ଚୋଟରେ ସ୍ତ୍ରୀ ର ମୃତ୍ୟୁ
ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଣ୍ତାରପୁରୀ ପଂଚାୟତର ଜାମପାଲି ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମର ଶିବ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀୟା ସାହୁ ଙ୍କ ମଧ୍ୟରେ ରାତ୍ରି ରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା ।…
୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା: ମନମୋହନ ସାମଲ
ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ
ଭୁବନେଶ୍ୱର, ତା.୦୨/୦୭: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ…
ପରିବେଶ ର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ନିହାତି ଆବଶ୍ୟକ
ବରଗଡ଼ :- ନିଜର ସୌଖିନ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ହେଉ କି ବିକାଶ ର ଦ୍ୱାହି ଦେଇ କ୍ରମାଗତ ଭାବରେ ଗଛ କାଟିବା ଚାଲୁ ରହିଛି । ଗଛ କଟା ଯିବା ଫଳରେ ବର୍ତ୍ତମାନ ତାର କୁ ପ୍ରଭାବ ଜୀବଜଗତ ଉପରେ ପଡିବାରେ ଲାଗିଛି । ଅନ୍ୟପଟେ ଜଙ୍ଗଲ ସୃଷ୍ଟି ନାଁରେ ଜେବଲ ଔପଚାରିକତା ପୂରଣ କରି କାମ…
ଟିକିରି ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସର ରହଣୀ ଖୁବ୍ଶୀଘ୍ର ଆରମ୍ଭ ହେବ
ଉତ୍କଳ ଆଲୁମିନା ଏବଂ ଜନସାଧାରଣଙ୍କ ଦାବି ରେଳ ମନ୍ତ୍ରଣାଳୟ ପୂରଣ କଲେ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଟିକିରି ଷ୍ଟେସନରେ ଟ୍ରେନ ସଂଖ୍ୟା ୧୮୦୦୫/୦୬, ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ରହଣୀନିମନ୍ତେ ଉତ୍କଳ ଆଲୁମିନା ନେତୃତ୍ୱରେ ଟିକିରି ଅଞ୍ଚଳର ଅଧିବାସୀଙ୍କ ପକ୍ଷରୁ…
ସମାଜସେବୀ ରଞ୍ଜନ ପଣ୍ଡାଙ୍କୁ ମିଲିଲା ଜୁଏଲସ୍ ଅଫ୍ ଓଡିଶା ସମ୍ମାନ
ଗାଇସିଲାଟ/ମନ ଡନସନା- ଆଜି ଗାଇସିଲାଟ ବ୍ଲକର ରଞ୍ଜନ ପଣ୍ଡାଙ୍କୁ ଭୁବନେଶ୍ୱର ଠାରେ ପ୍ରତିଦିନ ଟିଭି ଦ୍ଵାରା ଆୟୋଜିତ ସମର୍ଦ୍ଧନା ସଭା ରେ ହିନ୍ଦୀ ସିନେମା ତାରକା ଅବତାବ ସିବଦସାନି "Jewels of Odisha" ସମ୍ମାନ ରେ ସମ୍ମାନୀତ କରିଛନ୍ତି। ପଣ୍ଡା ଗାଇସିଲାଟ ଭଲି ଉପାନ୍ତ ଅଞ୍ଚଳରେ ଅସବାସ କରି…
ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ
- ୧୦.୫ ଲକ୍ଷ ଭକ୍ତମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ
- ଭକ୍ତଙ୍କ ମଧ୍ୟରେ ୬୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ
- ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ
ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ…
ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ
---କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ---
ଭୁବନେଶ୍ୱର, ୨ । ୭: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲାଇ କହିଛନ୍ତି । ରବିବାର କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବର…
ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ
ଏଣିକି ସୁଗମ ହେବ ଭକ୍ତଙ୍କ ଯାତ୍ରା : ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନସଚିବ ଶ୍ରୀ ସିଂହ
ଭୁବନେଶ୍ୱର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ…
ଓଡ଼ଗାଁ ବାହାଡାଝୋଲା ନୂଆଗାଁ ରାସ୍ତାର ପ୍ରଶସ୍ତିକରଣର ଶୁଭାରମ୍ଭ
ବିଶାଳ ବାଇକ୍ ରାଲିରେ ଅରୁଣ ଏବଂ ରମେଶଙ୍କ ଶକ୍ତି ପ୍ରଦର୍ଶନ
କେବଳ ସ୍କୁଲ କଲେଜ ନୁହେଁ, ଧାର୍ମିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ, କ୍ରିଡା, ସ୍ବାସ୍ଥ୍ୟକେନ୍ଦ୍ର, ଗମନାଗମନ କ୍ଷେତ୍ରର ରୁପାନ୍ତରିକରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସଙ୍କଳ୍ପ:ଅରୁଣ
ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର…
ଚାକିଡି କ୍ଲଷ୍ଟରର ତିନି ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଚାକିଡି ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୁହାମାଲିଆ ଠାରେ ଚାକିଡି କ୍ଲଷ୍ଟର୍ ର ତିନି ଜଣ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉସ୍କି ର ପ୍ରଧାନ ଶିକ୍ଷକ ପରେଶ…