ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି : ୬୩ ଟି ଅଭିଯୋଗର ଶୁଣାଣି

"କେର୍ମେଲି ଗ୍ରାମର ପାର୍କର ପାଚେରୀ ଭାଙ୍ଗିବା ଅଭିଯୋଗଉପରେ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯିବ" ଗାଇସିଲାଟ/ମନ ଡନସନା - ଆଜି ଗାଇସିଲାଟ ବ୍ଲକରେ ଜିଲ୍ଲାପାଳ ମନିଷା ବାର୍ନାଜିଙ୍କ ଦ୍ବାରା ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଅଭିଯୋଗ ଶୁଣାଣିରେ ୬୩ ଟି ଅଭିଯୋଗ ହୋଇଥିଲା।…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ…

ବୁଦ୍ଧଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ବନମହୋତ୍ସବ ପାଳନ

ଗାଇସିଲାଟ/ମନ ଡନସନା- ଗାଇସିଲାଟ ଅର୍ନ୍ତଗତ ଗନିଆଁପାଲି ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମେହେରଙ୍କ ଅଧ୍ଯକ୍ଷତା କରିଥିଲେ। ମୁଖ୍ଯ ଅତିଥି ଭାବରେ ଗନିଆଁପାଲି ଗ୍ରାମପଞ୍ଚାୟତ ର ସରପଂଚ ପୁଷ୍ପାଞ୍ଜଳୀ…

ବିଶ୍ୱ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ତରଫରୁ ସମ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ…

ଭୁବନେଶ୍ୱର, ଜୁଲାଇ ୩: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ…

ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ସତ୍ତ୍ୱେ ମୁଖ୍ୟ ଶାସନ ସଚିବ କ’ଣ ପାଇଁ…

 ରାଜ୍ୟର ମୁଖ୍ୟ ଶାସନ ସଚିବ  ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ  ମୁଖ୍ୟ ଶାସନ ସଚିବ ଯେଉଁ କାର୍ଯ୍ୟ ନ କରିବା କଥା, ସେହି କାର୍ଯ୍ୟରେ ତାଙ୍କର ଆଗ୍ରହ ବେଶୀ ଦେଖାଯାଉଛି  ରଥଯାତ୍ରାର ସୁନାବେଶ ଦିନ ସେ ଗଣମାଧ୍ୟମରେ ଟ୍ରାଫିକ ବିଭାଗର ମୁଖ୍ୟଙ୍କ ପରି ସେ ବିବୃତି…

ହୃଦରୋଗୀ ଶିଶୁଙ୍କ ପାଇଁ ସାହାରା ପାଲଟିଲେ ଟ୍ୱିଟର ଗାର୍ଲ: ଦୀପାଙ୍କ ସହାୟତାରେ ମିଳିଲା ୩୦ ହଜାର ଟଙ୍କାର ସହାୟତା

ବରଗଡ଼: ବରଗଡ଼ ଜିଲ୍ଲାର ଅନେକ ରୋଗୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗେଇଦେବାକୁ ସଂଘର୍ଷ କରୁଥିବା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ଜଣେ ଅସହାୟ ଶିଶୁର ଚିକିତ୍ସା ପାଇଁ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ…

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାରସ୍ଵତ ସମାରୋହ

ନବରଙ୍ଗପୁର 03.07.2023: ଅଶୋକ ସାହୁ, ଶାସକ ପ୍ରଶାସକ.ଆଜି ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ରେ ସଭାପତି ସହଦେବ ପରିଡା, ବରେଣ୍ୟ ଅତିଥି ଶ୍ରୀମତୀ ଜେମାମଣି ବିଶୋଇ,…

ବୁଡେନ ପୋଲିସ କୁ ବଡ ସଫଳତା : ଧରା ପଡିଲେ ୭ ବାଇକ୍ ଚୋର, ଉଦ୍ଧାର ହେଲା ୧୫ ମୋଟରସାଇକେଲ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଡେନ ପୋଲିସ ବାଇକ୍ ଚୋର ରାକେଟ ଦଳକୁ ଧରିବାକୁ ସକ୍ଷମ ହୋଇଛି l ବରଗଡ଼, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡ ଅଞ୍ଚଳରୁ ଚୋରି ହୋଇଥିବା ୧୫ ଗୋଟି ବାଇକ୍ ଉଦ୍ଧାର କରିବା ସହିତ ସମ୍ପୃକ୍ତ ୭ ଜଣ ଚୋରଙ୍କୁ ଗିରଫ୍…

ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର, ୨ ।୦୭: ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି ଗୋଆ ରାଜ୍ୟପାଳ ପି.ଏସ୍‍. ଶ୍ରୀଧରନ ପିଲାଇ କହିଛନ୍ତି । ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା…

ତୁଲଣ୍ଡି ନକଲି ସାର ଘଟଣା ରେ ତିନି ଗିରଫ – ୮୦ ହଜାର ଟଙ୍କା ଜବତ ।

ବରପାଲି /ବରଗଡ଼ :-ଗତ ୨୬ ତାରିଖ ଦିନ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମ ରେ ଏକ ନକଲି ସାର ତିଆରି କାରଖାନା ଉପରେ ଚାଷୀ ଙ୍କ ଅଭିଯୋଗ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।ଉକ୍ତ ଦିନ ତୁଲଣ୍ଡି ଗ୍ରାମ ର ମୋହନ ବାରିକ ଙ୍କ ଗୋଦାମ ଘର ଉପରେ ଚଢ଼ାଉ କରି ୯୦ ବସ୍ତା ପଟାଶ (ଏମ ଓ ପି)…