କୁତ୍ରାମାଲ ରେ ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ l

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁତ୍ରାମାଲ ଗ୍ରାମରେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଗ୍ରାମ କମିଟି ସଭାପତି ବାବୁଲାଲ ସର୍ଜାଲ, ଛେତଗାଁ ବିଜେଡି ସଭାପତି ଗିରିଧାରି ସର୍ଜାଲ୍, ଛେତଗାଁ ବିଜେଡି ଯୁବ ସଭାପତି ଶ୍ରୀ ରାଜୁ ମହାନନ୍ଦ , ହେମନ୍ତ ଦୋରା, ହରେକୃଷ୍ଣ ପଟେଲ , ଅକ୍ଷୟ ମେହେର, ଟିକେଶ୍ୱର ମଗର, ଶଙ୍କର ଛୁରୀ, ଗଜିନ୍ଦ୍ରସାହୁ, ସୁବାସ ସର୍ଜାଳ, ରାଜ କୁମାର ପଟେଲ, ରୁକଧର ମଗର, ବିଷ୍ଣୁ ସର୍ଯାଲ, ଜଗତ ରାମ ମଗର, ଜୟକୃଷ୍ଣ ସର୍ଜାଲ, ଏବଂ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହି ତାଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ବୋଡାସମ୍ବର ମାଟିର ସୁଯୋଗ୍ଯ ସନ୍ତାନ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେବିଜୁ ଜନତା ଦଳ ପଦ୍ମପୁର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ?

 

Leave A Reply

Your email address will not be published.