ଅସରାଏ ବର୍ଷାରେ ଦାମୋଦର ବିହାରର ରାସ୍ତାଘାଟର ଅବସ୍ଥା ଶୋଚନୀୟ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରକୁ ଲାଗି ଗଢି ଉଠିଥିବା ଦାମୋଦର ବିହାର ବାସୀ ହନ୍ତସନ୍ତ। ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡି କଥା ଛାଡ଼ନ୍ତୁ ଏଠି ଚାଲିଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଆଣ୍ଠୁଏ ନର୍ଦ୍ଦମା ପାଣିରେ ସ୍ଥାନୀୟ…

ଓଡ଼ିଶା ମିଲେଟ୍ସ ମିଶନ ଓ ଏମ୍ସ ଭୁବନେଶ୍ୱର ମିଳିତ ଭାବରେ କରିବେ ମିଲେଟର ପ୍ରୋତ୍ସାାହନ

ଭୁବନେଶ୍ୱର: ଗତ ୨୦ ତାରିଖରେ ଓଡ଼ିଶା ମିଲେଟ୍ସ ମିଶନ (ଓଏମ୍ଏମ୍), ଏମ୍ସ ଭୁବନେଶ୍ୱର ସହଭାଗୀତାରେ ଏମ୍ସ ପରିସରରେ ମିଲେଟ ବା ପୁଷ୍ଟିସାରର ପ୍ରୋତ୍ସାହନ ପାଇଁ ଏକ ମିଲେଟ କିଓସ୍କର ଉଦ୍ଘାଟନ ହୋଇଯାଇଛି । ଏମ୍ସର କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି…

ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଂଚିତ କରିବା ପାଇଁ ଓଡିଶା ବିଜେପିର ଷଡ଼ଯନ୍ତ୍ର: ବିଜେଡି

 ଓଡ଼ିଶା ବିଜେପି ନେତାଙ୍କୁ ଏବେ ୫-ଟି ଭୂତ ଘାରିଛି  କୌଣସି ସ୍କୁଲର ଅଫିସ ଗୃହ ନିର୍ମାଣ ୫-ଟି କାର୍ୟ୍ୟର ଅନ୍ତର୍ଭୁକ୍ତ ନୁହେଁ  ରାଜନୀତି କରିବାକୁ ୫-ଟି ରୂପାନ୍ତରଣ ବିରୋଧରେ ମିଛ ଅଭିଯୋଗ ଆଣୁଛି ବିଜେପି  ବାହାନଗା ଦୁର୍ଘଟଣା ବେଳେ ବିଜେପିର ଫ୍ୟାକ୍ଟ…

୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ

ଉନ୍ନୀତ ବିଦ୍ୟାଳୟଗୁଡ଼ିକର ଉତ୍ତମ ପରିଚାଳନା ଅଧ୍ୟକ୍ଷମାନଙ୍କ ପାଇଁ ଏକ ଆହ୍ୱାନ: ଗଣଶିକ୍ଷା ସଚିବ ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କୃଷିଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ…

ଫାଇଭ ଟି ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ମେଡିକାଲ ଟିମର ମଇତାପୁର ହସପିଟାଲ କ୍ଷେତ୍ର ପରିଦର୍ଶନ।

ବାଲେଶ୍ୱର ,ସିମୁଳିଆ(ଅକ୍ଷୟ କୁମାର ଜେନା) ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ପଞ୍ଚାୟତ ରେ ଥିବା ଏକ ଦାନ୍ତବ୍ୟ ଚିକିତ୍ସାଳୟ କୁ ସରକାରୀ କରିବା ନିମିତ୍ତ ଫାଇଭ୍ ଟି କୁ ଅଞ୍ଚଳ ବାସୀ ଦୁଃଖ ଜଣାଇଥିଲେ। ସବୁ ଆଡ଼େ ସରକାର୍ ଙ୍କ ଫାଇଭ ଟି ଜରିଆରେ ଜନସାଧାରଣ ଅନେକ ସୁଫଳ ପାଉଥିବା ବେଳେ ମନ୍ୟବର…

ଆରିକାଙ୍କୁ ମିଳିବ ବି. ଏସ. କେ. ୱାଇ. ସହାୟତା

ଭୁବନେଶ୍ୱର: ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରାଯାଇଛି। ଆଜି ଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନରୁ ସହାୟତା ପାଇବେ। ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅଚାନକ କଟକ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ (ଓ୍ୱାଲ୍ମୀ) ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଓ୍ୱାଲମିର ବିଭିନ୍ନ ପ୍ରଶିକ୍ଷଣ ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ ଓ…

ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଏହା ଲାଭଦାୟକ ହେବ ଭୁବନେଶ୍ୱର-ରାଜ୍ୟ ଲୋକସେବା ଭବନରେ ଆଜି ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‍.ଓ.ୟୁ)…

ନୃସିଂହନାଥ ମଦିର ରେ ନିର୍ମାଣାଧୀନ କୋଠାଘର ଛାତରୁ ଗଲୁଛି ପାଣି

https://youtu.be/iUo51A6Puuw ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା , ନିରବ ଜିଲ୍ଲା ପ୍ରଶାସନ ହେଉଛି ଅତି ନିମ୍ନ ମାନର ନିର୍ମାଣ କାର୍ୟ୍ଯ ବରଗଡ :- ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ପରିସରର ବିକାଶ କାର୍ୟ୍ଯ ଆରମ୍ଭ ହେବା ପରେ , ରାଜ୍ୟର…

ଓଆଇସିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପରେଶ ନାୟକଙ୍କ ୬୫ତମ ଜୟନ୍ତୀ ଓ ସ୍ମୃତି ସମ୍ମାନ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର(ଶାସକ ପ୍ରଶାସକ) - ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର (ଓଆଇସି), ଭୁବନେଶ୍ୱର ଏହାର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପରେଶ ନାଥ ନାୟକଙ୍କ ୬୫ତମ ଜନ୍ମ ଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନ…