Sign in
Sign in
Recover your password.
A password will be e-mailed to you.
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ପ୍ରକଳ୍ପ ଓ ବ୍ୟୟବରାଦ ଧାର୍ଯ୍ୟ ସମୟରେ ଶେଷକର: ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ
ଭୁବନେଶ୍ୱର(ଶାସକ ପ୍ରଶାସକ): ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ | ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ…
ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାରଙ୍କ ସହ ଶ୍ରୀ…
ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ଜୁଲାଇ ୨୭: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)…
“ମହରମ୍’ ପାଇଁ ଜୁଲାଇ ୨୮ ପରିବର୍ତ୍ତେ ଜୁଲାଇ୨୯ ତାରିଖ ଛୁଟି ଘୋଷଣା
ଭୁବନେଶ୍ୱର:ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ଦିନ "ମହରମ୍' ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତିା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର) ଦିନଟିକୁ "ମହରମ୍' ନିମନ୍ତେ ଛୁଟି ଘୋଷଣା କରାଯାଇଥିଲାା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ l
ପଦ୍ମପୁର:-କୃଷି ଓ କୃଷକଙ୍କ ହିତକୁ ଆଖି ଆଗରେ ରଖି ଆଜି ପଦ୍ମପୁର ଟାଉନ ହଲ୍ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ଏଥିରେ ଯୋଗଦାନ କରି କୃଷି, ରାଜସ୍ୱ…
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର): ପଞ୍ଚସଖା ମାନଙ୍କ ମଧ୍ୟରୁ ଅନ୍ୟତମ ବାଣପୁରର ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପୂର୍ତ୍ତି ଓ ସ୍ବର୍ଗତ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ . ମହା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା ସମିତି ଓ…
ବର୍ଷା ପାଣି କରୁଛି ବେହାଲ
ସିମୁଳିଆ/ମଇତା ପୁର (ଅକ୍ଷୟ କୁମାର ଜେନା) ଲଘୁଚାପ ଜନିତ ବର୍ଷା ଲାଗି ରହି ଥିବା ବେଳେ ମ ଇ ତା ପୁର ପଞ୍ଚାୟତ ରେ ଏକାଧିକ ସ୍ଥାନ ରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ପୋଖରୀ ର ଭ୍ରମ ସୃଷ୍ଟି କରୁଥିବା ଅବଝୁଣା ରୁ ମଇତାପୁର ଦେଇ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ମୁଖ୍ୟ…
ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ସିଦ୍ଧାନ୍ତ।
ବାସୁଦେବପୁର /ପ୍ରତାପ କୁମାର ପାଢ଼ୀ- ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବରେ ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ଦାସ ନିର୍ବାଚିତ ହୋଇଛନ୍ତି। ଆୟୋଜିତ ନିର୍ବାଚନ ରେ ସିଦ୍ଧାନ୍ତ ଙ୍କ ସପକ୍ଷ ରେ ୨୭୪୬ ଖଣ୍ଡ ଭୋଟ ଯାଇଛି। ସିଦ୍ଧାନ୍ତ ଦାସ ଜଣେ ଦକ୍ଷ ଯୁବ କଂଗ୍ରେସ ର କର୍ମୀ…
ପୌର ପରିଷଦ ର ବଡ଼ା ଖାନା କାର୍ଯ୍ୟକ୍ରମ
ବାସୁଦେବପର - ବାସୁଦେବପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ମାନଙ୍କୁ ନେଇ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବଢ଼ା ଖାନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ, ଉପ ନଗର ପାଳ ଉତ୍ତମ ବାରିକ୍, କାଉନସିଲର ଭକ୍ତ…
ଧରା ପଡିଲେ ଜାଲ ଶିକ୍ଷକ, ନିଲମ୍ବିତ କଲେ ବିଇଓ।
ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ବୀଣାପଦା ନିରାକାର ସରକାରୀ ହାଇସ୍କୁଲ ର ଶିକ୍ଷକ ସୁଦର୍ଶନ ସାହୁ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ସୂଚନା ଅଧିକାର ଆଇନ ତଥ୍ୟ ରେ ଧରା ପଡ଼ିବା ପରେ ବାସୁଦେବପୁର ଗୋଷ୍ଟି ଶିକ୍ଷା ଅଧିକାରୀ ତାଙ୍କୁ ଚାକିରି ରୁ ନିଲମ୍ବିତ କରିବା ସହ…