ପଦ୍ମପୁର /ଶିବାଶିଷ ପଟ୍ଟନାୟକ – ସ୍ଥାନୀୟ ହନୁମାନ ପଡାଠାରେ କାଳୀ ପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା କାଳୀ ଙ୍କ ପୂଜା ମହା ଆଡମ୍ବର ରେ ପାଳନ କରା ଯିବାକୁ ନିଷ୍ପତି ନିଆଯିବା ସହିତ କମିଟି ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପ୍ରସ୍ତାବିତ କମିଟି ମୁତାବକ ସଭାପତି ଅଜିତ କୁମାର ଶତପଥି, ଉପସଭାପତି – ଧରମ ପାଢ଼ୀ, ସମ୍ପଦକ – ପ୍ରଫୁଲ୍ଲ ମିଶ୍ର, ସହ ସମ୍ପାଦକ – ଅଜୁ ପଟ୍ଟନାୟକ, କୋଷାଧକ୍ଷ – ଶ୍ୟାମଳ କୁମାର ଦାସ, ସହ ସମ୍ପାଦକ – ସରୋଜ ମିଶ୍ର ହୋଇଥିଲା ବେଳେ ଦେବେନ ପଧାନ, ହରିହର ପଟ୍ଟନାୟକ, ପ୍ରିୟରଞ୍ଜନ ଭୋଇ, ମାନ ଜେନା, ଅଶୋକ ମିଶ୍ର, ଆଦର୍ଶ କୁମାର ନାଥ, ରାକେଶ କୁମାର ଦାଶ, ସନ୍ତୋଷ ବହିଦାର, ସୁବାସ ପାତ୍ର, ବାଳଗୋପାଳ ପାଣିଗ୍ରାହୀ, ଆକାଶ ନନ୍ଦିଘୋଷ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.