ବାୟା ଅବଧୂତ କଲେଜରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଜଗତସିଂହପୁର,ତା-୦୧.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କନିମୂଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।…

ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

ଆଠଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ ମିଲେଟ୍ ଓ ଅନ୍ୟାନ୍ୟ ଚାଷ ଉପରେ ଗୁରୁତ୍ୱ ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ…

ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

• ପ୍ୟାକ୍ସଗୁଡିକୁ ବହୁମୁଖୀ ସମବାୟ ସମିତିରେ ପରିଣତ କରି ବିକଶିତ କରିବା କମିଟିର ପ୍ରମୁଖ ଲକ୍ଷ୍ୟ ।• ସମବାୟ ସମିତିଗୁଡିକୁ ସୁଦୃଢ଼ କରିବା ଦିଗରେ ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ ବ୍ୟାପକ ଆଲୋଚନା ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ…

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ ।

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ:ଗତ କିଛି ଦିନ ତଳେ ଡେରାବିଶ ଥାନା ବିଭୂତିପଡା ମୂଲଣା ପାଟଣା ଅଞ୍ଚଳରେ ପନ୍ଦର ବର୍ଷୀୟା ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତ କୁଳମଣି ସାମଲ ନାମରେ ଥାନା ରେ ଅଭିଯୋଗ ହେବାର ପାଞ୍ଚ ଦିନ ଭିତରେ ଗିରଫ କରିଛି ଡେରାବିଶ ଥାନା…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା -…

ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସଂପର୍କରେ ଅନୁଧ୍ୟାନ କରାଯିବ

ଭୁବନେଶ୍ୱର: ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀମାନଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେମାନଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା…

” ପୃଥ୍ୱୀରାଜ ହରିଚନ୍ଦନଙ୍କର ଜୋକର ସ୍ୱଭାବ ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି “

ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି: ବିଜେଡି ଯଦି ମିଛ, ଏହା ବିରୋଧରେ ହାଇକୋର୍ଟକୁ ନ ଯାଇ ବାଉଳିଚାଉଳି ହେଉଛନ୍ତି କାହିଁକି ? ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତନ ର କାରଣ: ସିଇସି

file photo ଭୁବନେଶ୍ୱର, ୦୧/୦୮: ଭୁବନେଶ୍ୱର ସହରରେ ଗତି କାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର୍ର (ସିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି ।…

୫୬୦ଗ୍ରାମର ଅପରିପକ୍ୱ ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

ଭୁବନେଶ୍ୱର, ୦୧/୦୮: ଜନ୍ମ ସମୟରେ ଅପରିପକ୍ୱ ଭାବେ ଜନ୍ମଲାଭ କରିଥିବା ମାତ୍ର ୫୬୦ଗ୍ରାମ୍ ଓଜନର ଶିଶୁପୁତ୍ରକୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ…

ବିଶ୍ଵ ମାନବ ଚାଲାଣ ବିରୋଧ ଦିବସ ରେ ସଚେତନତା ବୈଠକ

ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଛତ୍ତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ଯ କୁ ଦାଦନ ଖଟିବାକୁ ଯାଇଥାନ୍ତି। ତେବେ ଅଞ୍ଚଳରେ କାର୍ଯ୍ୟଭାବ ଓ ପ୍ରାୟ ସମୟରେ ମରୁଡି ସ୍ଥିତି ଦେଖା…