ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କେରେମ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ : ଉଦଘାଟନ କଲେ ବିଧାୟିକା

ପଦ୍ମପୁର :- ସ୍ଥାନୀୟ ନୂଆପଡ଼ା (ବଡ଼ପଡ଼ା ) ଠାରେ ନୂଆପଡ଼ା କ୍ରିକେଟ କ୍ଲବ ଆନୁକୂଲ୍ଯରେ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କେରେମ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇପଡିଥିବା ପାଇକମାଳ ବ୍ଲକ ଚରଦାପାଲି ଗ୍ରାମପଞ୍ଚାୟତର ଲୁହୁରାକୋଟ ଗ୍ରାମକୁ ମାନ୍ୟବର ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଉପଜିଲ୍ଲାପାଳ ସଦାକର କୁମ୍ଭାର ପରିଦର୍ଶନ କରିଛନ୍ତି। ଗ୍ରାଉଣ୍ଡ ଜିରୋରୁ ସେଠାକାର…

ତୁଳସୀପାଡୁ ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତୁଳସୀପାଡୁ ଗ୍ରାମ ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତଲକଇଠା ସ୍ଵାସ୍ଥ୍ୟ ଉପକେନ୍ଦ୍ର ସହଯୋଗରେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନଙ୍କୁ ନେଇ…

ଅଂଗଦାନ ମହୋତ୍ସବ :ମୃତ୍ୟୁ ପରେ ବି ଜୀବନର ସଚେତନତା ବାର୍ତା ବାଂଟିଲା ସମ୍ମମ୍

ଭୁବନେଶ୍ୱର, ଅଗଷ୍ଟ ୦୫ : ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇପାରିବ । “ମୃତୁ୍ୟ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର । ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର, ଅଗଷ୍ଟ ୦୫ : ସ୍ତନ୍ୟପାନ ଶିଶୁ ପାଇଁ ସବୁଠାରୁ ଉପକାରୀ । ଏହାର ମହତ୍ୱ ଦର୍ଶାଇବା ନିମନ୍ତେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ପକ୍ଷରୁ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍…

ଟାଇ ଭୁବନେଶ୍ୱର ପକ୍ଷରୁ ନୂଆ ସଭାପତି ଏ କେ ମହାନ୍ତି ଓ ନୂତନ କର୍ମକର୍ତାଙ୍କୁ ସ୍ୱାଗତ

ସତ୍ୟବ୍ରତ ରଥ ଉପସଭାପତି, ଅନ୍ନଦା ପ୍ରସାଦ ପାଢ଼ୀ ସମ୍ପାଦକ ଭୁବନେଶ୍ୱର: ଉଦ୍ୟମିତାକୁ ସୁଦୃଢ଼ କରୁଥିବା ସଂସ୍ଥା ଟାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ କର୍ମକର୍ତା ଘୋଷଣା କରାଯାଇଛି । ଶ୍ରୀ ଏ କେ ମହାନ୍ତିଙ୍କୁ ସଭପତି, ଶ୍ରୀ ସତ୍ୟବ୍ରତ ରଥ ଉପ ସଭାପତି, ଶ୍ରୀ ଅନ୍ନଦା ପ୍ରସାଦ ପାଢ଼ୀ…

ଓଡ଼ିଶା ନାଟ୍ୟସଂଘର ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ

ସଂସ୍କୃତି ବିଭାଗର ଆଶାତୀତ ପୁରସ୍କାର ସଂଖ୍ୟା ବୃଦ୍ଧି ପାଇଁ ଓଡ଼ିଶା ନାଟ୍ୟସଂଘର କୃତଜ୍ଞତା ଜ୍ଞାପନ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୁରସ୍କାର ସଂଖ୍ୟା ୧୭ରୁ ୩୪କୁ ବୃଦ୍ଧି ଭୁବନେଶ୍ୱର, ତା ୫ା୮ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ…

“ମୋ ଘର” ଯୋଜନା କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ନେଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦନ ଲାଭ କରିଥିବା "ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ସହାୟତା ପ୍ରଦାନ ସଂପର୍କରେ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ…

ଗୋଦାବରୀଶ ମହାବିଦ୍ୟାଳୟ ପ୍ରଚାର୍ଯ୍ୟ ଙ୍କୁ ଭେଟିଲେ କମାଣ୍ଡିଙ୍ଗ ଅଫିସର ଡି ଜେ ସିଂ l

ବାଣପୁର/ଖୋର୍ଦ୍ଧା:(ସେକ୍ କୌଶର): ଆଜି ତା 5/08/2023ଦିନ.1ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡି ଜେ. ସିଂ ଗୋଦାବରୀଶ ମହାବିଦ୍ୟାଳୟର ଭବିଷ୍ୟତର ଲାଭ ପାଇଁ ନାଭାଲ ୱିଙ୍ଗ ଏନସିସି ଖୋଲିବା ଉଦେଶ୍ୟ ରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରଚାର୍ଯ୍ୟଙ୍କୁ…

ଅନନ୍ୟ ରୋବୋଟିକ୍ ଟ୍ୟୁବଲ୍ ପୁନର୍ଗଠନ ଅସ୍ତ୍ରୋପଚାର

ଭୁବନେଶ୍ବର: ନିକଟରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ରୋବୋଟିକ୍ ପଦ୍ଧତିରେ ଫାଲୋପିଆନ୍ ଟ୍ୟୁବ୍ ପୁନଃନିର୍ମାଣ ପାଇଁ ଏକ ବିରଳ ଓ ଅନନ୍ୟ ଅସ୍ତ୍ରୋପଚାର କରି ନିଜ ସଫଳତାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି, ଯାହା ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଗାଇନୋକୋଲୋଜି…