Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଏନ୍ ଏ ସି ରେ ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୁକ୍ତା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁକ୍ତା ଯୋଜନା ରେ ହୋଇଥିବା ଡ୍ରେନ୍ ଓ ରାସ୍ତା ଗୁଡିକର ସମୀକ୍ଷା କରିଛନ୍ତି l ଏହି ବୈଠକରେ କାର୍ଯ୍ୟ…
ରକ୍ତ ଦାନ ଶିବିର ଅନୁଷ୍ଠିତ
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାସୁଦେବପୁର ପୌର ପରିଷଦ ରେ ଥିବା ସାଇ ସେବା ସଂଗଠନ ର ବାସୁଦେବପୁର ସାଇ ମନ୍ଦିର ପରିସରରେ ଏକ ପ୍ରେମ ସଂଜିବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠନର ମୂଳ ଲକ୍ଷ ଗରିବ ଲୋକ ଟିକୁ ଡାକ୍ତରଖାନାରେ ଥିବା…
ତରା ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତରା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସୋହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୁଶ୍ରୀ ତରାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ,…
ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ସଭା ଓ ପଦଯାତ୍ରା
ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ଓ ହିନ୍ଦୁ ସଂସ୍କୃତିକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପୁରୋହିତ ଶ୍ରୀ ଧର୍ମାନନ୍ଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆବାଳବୃଦ୍ଧବନିତା ଯୋଗ…
ଆଗଲପୁର ବ୍ଲକ ସ୍ତରୀୟ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ
ସାଲେଭଟାରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ଏକ ପ୍ରସ୍ତୁତି ବୈଠକ ତା 5/8/2023 ରେ ଡୁଡୁକା ସ୍ଥିତ ବ୍ଲକ ପରିସର ମଧ୍ୟରେ ସଂଘ ସଭାପତି ଶ୍ରୀଯୁକ୍ତ ଜୟ ରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |…
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଚଉଦ କେଜି ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ସହ ଜଣେ ଗିରଫ
ରାଉରକେଲା (ବସନ୍ତ କୁମାର ଜେନା) : ରାଉରକେଲା ଅବକାରୀ ବିଭାଗ ଓ ରେଳବାଇ ପୋଲିସ ଫୋର୍ସ ମିଳିତ ଭାବରେ ଷ୍ଟେସନ ବାହାରେ ଚଢ଼ଉ କରି ଜନୈକ ଯୁବକଙ୍କୁ ଅଟକାଇବା ସହ ତାଙ୍କ ବ୍ୟାଗରୁ ୧୪ କେଜି ୨୮୬ ଗ୍ରାମ ଗଞ୍ଜେଇ ଜବତ କରିଛି । ତାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ପାଖାପାଖି ହେବ । ଆଜି…
ଓଡିଶା ପ୍ରାଥମିକ ଶିକ୍ଷକ ସଂଘ କାଶୀପୁର ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି ।
ଏହି…
ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆତ୍ମରକ୍ଷା କୌଶଳ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଦ୍ୟମ ଶିବିର ଅନୁଷ୍ଠିତ….
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା,ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସ ଭବନ ପରିସରରେ ଏକ ସମୟୋପଯୋଗି, ତଥା ଉପାଦେୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ…
”ଉତ୍କର୍ଷ” ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ତତ୍ଵାବଧାନରେ ତଥା ଓଡ଼ିଶା ସରକାରଙ୍କ ଓସେପା , ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଚାରିଦିନ ଧରି ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର "ଉତ୍କର୍ଷ" ଶୁକ୍ରବାର ଦିନ…
ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ପାଠାଗାରର ଉତ୍କର୍ଷ କାର୍ଯ୍ୟ ଶୁଣିଲା ସାରା ଦେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ଦୁଇଦିନିଆ ପୁସ୍ତକାଳୟ ଗୁଡ଼ିକର ପର୍ବ-୨୦୨୩ ପ୍ରଗତି ମୈଦାନ ନୂଆଦିଲ୍ଲୀ ଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ…