
ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ରେ ଯାଦବ ସମାଜ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା, ଝାରବନ୍ଧ ବ୍ଳକ୍ ବିଜେଡ଼ି ସଭାପତି ବିଜୟ କେତନ ପଧାନ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଝାରବନ୍ଧ ବ୍ଳକ୍ ଯାଦବ ସମାଜ ସଭାପତି ଧୃବ ଚରଣ ହାତୀ, ପୂର୍ବତନ ସଭାପତି ଅମୃତଲାଲ ବନଛୋର ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଏବଂ ଶହସ୍ରାଧିକ ଜଣ ସାଧାରଣ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.