ମା ଦକ୍ଷିଣକାଳୀ ମନ୍ଦିରରେ ଙ୍କ ପୂଜା ଅନୁଷ୍ଠିତ l

0

ପଦ୍ମପୁର :- ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ମା ଦକ୍ଷିଣକାଳୀ ମନ୍ଦିର ରେ ପୂଜା ଅନୁଷ୍ଠିତ ହୋଇଛି l ଏକ ବିଶାଳ କଳସ ଶୋଭାଯାତ୍ରାରେ ଘଣ୍ଟ ବାଦ୍ୟ ବଜାଇ ମନ୍ଦିରରୁ ବାହାରି ବଡବନ୍ଧ ଖଣ୍ଡାଧୁଆ ହୋଇ, କଳସ ରେ ପାଣି ଆଣିବା ପରେ ପଣ୍ଡିତ ରମେଶ ଚନ୍ଦ୍ର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ l ଏହି କଳସଧିବାସ ରେ ପଡ଼ାର ଶତାଧିକ ମହିଳା ଯୋଗ ଦେଇ କଳସ ବୋହିଥିଲେ l ତିନିଦିନ ଧରି ଆୟୋଜିତ ଏହି ପୂଜା ରେ ବିନୋଦ ବିହାରୀ ମିଶ୍ର ଓ ପଦ୍ମିନୀ ଦାଶ କର୍ତ୍ତା ଦାୟିତ୍ବ ବହନ କରିଥିଲେ l ଅନୁଷ୍ଠିତ ଏହି ପୂଜା କାର୍ଯ୍ୟରେ ସଭାପତି ଶିବରାମ ବୈକାର, ସମ୍ପାଦକ ତାପସ କୁମାର ନାୟକଙ୍କ ସମେତ କମିଟି ର ସମସ୍ତ ସଦସ୍ଯ ସହଯୋଗ ଥିଲେ l

Leave A Reply

Your email address will not be published.