ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ବେଚର ବନ୍ଧୁମିଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଆସିକା ନିକଟସ୍ଥ ମା କରଞ୍ଜେଈ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 24 ତମ ବାର୍ଷିକ ବନ୍ଧୁ ମିଳନ ରେ ପ୍ରାୟ 40 ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଷ ପରି…

ଚତୁର୍ଥ ବ୍ଲକ୍‌ସ୍ତରୀୟ ପ୍ରଧାନ ଶିକ୍ଷକ ଅଲୋଚନା ବୈଠକ

- ଆସନ୍ତା ଜାନୁଆରୀ ୧୦ ପାଇଁ କାର୍ଯ୍ୟସୂଚୀ - ‘ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ’ ସମ୍ବନ୍ଧିତ କାର୍ଯ୍ୟକ୍ରମ ବୈଠକର ମୁଖ୍ୟ ବିଷୟ ବସ୍ତୁ ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆୟୋଜିତ ହୋଉଥିବା…

ପାଣିରେ ବୁଡି ଯୁବକ ମୃତ

ଜମନକିରା,୩/୧:(ଲିପନ ନାଏକ ) ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ କୋଲପାଳ ଗ୍ରାମରେ ପାଣିରେ ବୁଡି ଜଣେ ବ୍ୟକ୍ତିର ମୃତ ଘଟିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।ପୋଲିସର ସୂଚନା ଅନୁଯାୟୀ,…

-ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ:

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ଶୈକ୍ଷିକ ଵିକାଶ ସମ୍ଭବ ହୋଇପାରିଛି-ବିଧାୟକ ପ୍ରତାପ ଜେନା l  (ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନବୀନ ଓଡିଶା ଯୁବ…

ମା’ କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁର କାଞ୍ଜିପାଣି ହୁଡ଼ା ମଠ ପରିସରରେ ମା' କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ…

କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଓ ବନ୍ଧୁ ମିଳନ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ) ଆସାମର ପ୍ରାକ୍ତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ଓ ମାହାଙ୍ଗା ବିଧାନସଭା କ୍ଷେତ୍ର ସ୍ତରୀୟ ନବବର୍ଷ ବନ୍ଧୁମିଳନ ତରତ ପଞ୍ଚାୟତ ସ୍ଥିତ ଦାମୋଦରପୁର ଠାରେ ଅନୁଷ୍ଠିତ ହୋଇଛି l…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-2024 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ତା ୦୩/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ…

ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ଅବସରରେ ଆଜି (ବୁଧବାର ଦିନ) ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ମାଧବନନ୍ଦ ନାୟକ ସବୁଜ ପତାକା…

ସମାଜସେବାରେ ଉଲ୍ଲେଖନୀୟ ଅବଦାନ: ଓଡ଼ିଆ ଅସ୍ମିତା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ପ୍ରବାସୀ ଭାରତୀୟ ତଥା ବେଲଗୁଣ୍ଠାର…

-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ମୂଳ ବାସିନ୍ଦା ତଥା ୟୁଏସ୍ଏ ବାସିନ୍ଦା ଏବଂ ମୁଳିଆ ସ୍ମାରକୀର ପ୍ରତିଷ୍ଠାତା ଡଃ ଦାମୋଦର ସାହୁ ନିଜର ମାଟି ମନସ୍କ ଚିନ୍ତାଧାରା ଓ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ନେଇ କଟକ ସହର…

ହାଇଟେକ୍ ପ୍ଲାଜା ପରିସରରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ନୂଆଁ ବର୍ଷ ଉପଲକ୍ଷେ ହାଇଟେକ୍ ଗୃପ ପକ୍ଷରୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ…