Sign in
Sign in
Recover your password.
A password will be e-mailed to you.
ସୋଆ ଏନ୍ଏସ୍ଏସ୍ ମେଗା ଓରିଏଂଟେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ଶାଖା ପକ୍ଷରୁ ମଙ୍ଗଳବାର ଏକ ମେଗା ଓରିଏଂଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ…
‘ଇଣ୍ଡିଆନ୍ ଆଇଡଲ୍’ରେ ସମ୍ ଡାକ୍ତର ରୋହନ
ଭୁବନେଶ୍ୱର, ୧୭/୧୦: ‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବର୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନି ଲାଇଭ୍ରେ ଦେଶର ପ୍ରମୁଖ ରିଆଲିଟି…
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଓ ଏଏଫ୍ଏ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର
ଭୁବନେଶ୍ୱର,୧୭ । ୧୦: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଓ ଦିଲ୍ଲୀସ୍ଥିତ ଆକ୍ସନ ଫର ଅଟିଜିମ୍ (ଏଏଫ୍ଏ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲାଙ୍କ ଶିକ୍ଷା ପାଇଁ ଥିବା ସ୍ପେଶାଲ୍…
ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
- ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା 15 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
- ଜବାହରଲାଲ କଲେଜରେ 1 କୋଟି ବ୍ୟୟ ବରାଦରେ ମଲ୍ଟିପ୍ରୋପଜ୍ ହଲ୍ ନିର୍ମାଣ ଘୋଷଣା
- ଗାନ୍ଧୀ ଷ୍ଟାଡିୟମରେ 3 କୋଟି 50 ଲକ୍ଷ ବ୍ୟୟ ବରାଦରେ ଫ୍ଲୋଡ୍…
ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟ୍ ଉଦ୍ଘାଟିତ
-ଜନଜାତିଙ୍କୁ ଆତ୍ମନିର୍ଭର କରିବ ସୁପର ଫୁଡ ମିଲେଟ : ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା
-ଓଡିଶା ମିଲେଟ ମିଶନ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ: ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଭୁବନେଶ୍ବର: ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ…
ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ : ଯୋଗଦେଲେ ସରୋଜ ଓ ବର୍ଷା
ବଲାଙ୍ଗିର: ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆଠାରେ ବଡ଼ ଧୁମ୍ଧାମ୍ରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଁଖାଇ ଭେଟ୍ଘାଟ୍ରେ ବିଧାନସଭାର ଉପମୁଖ୍ୟସଚେତକ ସରୋଜ କୁମାର ମେହେର,…
ଗାଇସିଲାଟ ବ୍ଲକ୍ର ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଷ୍ଠିତ ହୋଇଯାଇଛି
ଗାଇସିଲାଟ/ମନ ଡନସନା- ଅପୂର୍ବ ଆନନ୍ଦ ଓ ହର୍ସଉଲ୍ଲାସ ମଧ୍ଯରେ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲାଟ ବ୍ଲକର ମିନି ଷ୍ଟାଡ଼ିୟମରେ ଲୋକାର୍ପିତ ହୋଇଛି ଓଡ଼ିଶା ସରକାରଙ୍କର ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହା ସହ ଗାଇସିଲାଟ ବ୍ଲକର ଗାଁ -ଗାଁରେ ଆରମ୍ଭ ହୋଇଛି…
ଘୁ.ଉଦୟଗିରିରେ ବେଧଡକ ମୁରୁମ ଚୋରା ଚାଲାଣ, ନିରବ ପ୍ରଶାସନ.
କନ୍ଧମାଳ (ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ଅଞ୍ଚଳରେ ମୁରୁମ ମାଫିଆ ସକ୍ରିୟ ହୋଇ ଉଠି ଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିବା ଦେଖା ଦେଇଛି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ଦିନକୁ ଦିନ ମୁରୁମ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଅବାଧ ମୁରୁମ ଚୋରା ଚାଲାଣ…
ମାହାଙ୍ଗା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/Rok7K2Gv7sY
ଛାତ୍ର ଛାତ୍ରୀ ମାନେ ହେଲେ ମାଟି ପିଣ୍ଡୁଳା ସେମାନଙ୍କୁ ଉତ୍ତମ ଭାବେ ଗଢି ତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁଦାୟିତ୍ୱ ରହିଛି ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଗୁଣକୁ ପରିସ୍ପୁଟନ କରିବାରେ ସୁରଭି କାର୍ଯ୍ୟକ୍ରମ…
ରାଜ ବୋଡାସମ୍ବର ଓ ପାଇକମାଲ ବ୍ଳକ୍ ରେ ଶୁଭାରମ୍ଭ ହେଲା “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ l
https://youtu.be/1ypmDjiSseU
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅପୂର୍ବ ଆନନ୍ଦ ଓ ହର୍ସଉଲ୍ଲାସ ମଧ୍ଯରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଲୋକାର୍ପିତ ହୋଇଛି ଓଡ଼ିଶା ସରକାରଙ୍କର ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହା ସହ ପଦ୍ମପୁର ଉପଖଣ୍ଡର ଗାଁ -ଗାଁରେ ଆରମ୍ଭ ହୋଇଛି…