Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗରରେ ଜିଲ୍ଲାପାଳ-ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ଭଞ୍ଜନଗରରୁ (ଉଦୟନାଥ ପଣ୍ଡା):ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୨୮ ଟି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 78 ତମ ଜନ୍ମ ଦିବସ ପାଳିତ
ଜଗତସିଂହପୁର,ତା-୧୬.୧୦.୨୦୨୩/ସୁମନ୍ତ କୁମାର ଦାସ: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ 78 ତମ ଜନ୍ମ ଦିବସ ଜଗତସିଂହପୁର ସ୍ଥିତ ସ୍ଥାନୀୟ ଶିଶୁ ଆଶ୍ରମ ର ଛାତ୍ରଛାତ୍ରୀ ଙ୍କ ଗହଣରେ ନିଜର ସମର୍ଥକ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ କରି ଦୀର୍ଘାୟୁ କାମନା…
ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା:ଶ୍ରେଷ୍ଠ ବିଜେତାଙ୍କୁ ୧୧ ହଜାର ଟଙ୍କା ଏବଂ ‘ନୟାଗଡ଼ ସଙ୍ଗୀତ କଲୋଳ’ଉପାଧି…
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାର ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ‘ନୟାଗଡ଼ ନାରିକ ମଞ୍ଚ’ ମିଳିତ ଅନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ପୁରୁଣା ସହରସ୍ଥିତ ବଡ଼ମଠ ପରିସରରେ ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର…
ଦୁଃଶାସନ ନାୟକ ଙ୍କୁ ଆଦିକବି ସାରଳା ଦାସ ସମ୍ମାନ ।
ଅସ୍ତରଙ୍ଗ,, ୧୬/୧୦-ଓଡ଼ିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ପକ୍ଷରୁ,ଜଗତସିଂହପୁର ଜିଲ୍ଲାର ମା ଶାରଳା ମନ୍ଦିର ନିକଟ ତେନ୍ତୁଳିପଦା ର ମୁନିଗୋଷାଇଁ ମଠ ପରିସରରେ ରାଜ୍ୟ ସ୍ତରିୟ ପ୍ରତିଭା ଅନେଶ୍ୱଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ…
ଜନଶୁଣାଣି କାର୍ଯ୍ୟକ୍ରମ ଅଟକିଲା ଅଧାରେ, ଘରକୁ ଫେରିଲେ ଅଭିଯୋଗକାରି
ଅସ୍ତରଙ୍ଗ,16/10-ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଚାଲୁଥିଲା ବେଳେ, ଅସ୍ତରଙ୍ଗ ର ଅନେକ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ମାନେ ଧାରଣା ରେ ବସିବାର ଦୃଶ୍ୟ,ଦେଖିବାକୁ ମିଳିଥିଲା । ସୂଚନା ମୁତାବକଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପୁରୀ ଅତିରିକ୍ତ…
ଫାବଇଣ୍ଡିଆର “ସ୍ୱର୍ଣ୍ଣିମ” ସହିତ ଶାରଦୀୟ ଦୁର୍ଗପୁଜାକୁ ପାଳନ କରନ୍ତୁ
ଭୁବନେଶ୍ୱର : ଏହି ଶାରଦୀୟ ଦୁର୍ଗାପୂଜାରେ ଫାବଇଣ୍ଡିଆ ନେଇଅସିଛି ନୂତନତମ ଉପହାର "ସ୍ୱର୍ଣ୍ଣିମ" , ଯାହାକି ଏହି ଶାରଦୀୟ ଅବସରରେ ଆପଣଙ୍କ ଉତ୍ସହ ବର୍ଦ୍ଧକ ହେବ | ଏହି ବିଶେଷ ମୁହୂର୍ତ୍ତରେ ନିଜର ପ୍ରିୟଜନ ସହିତ ଯୋଡିହୋଇ ମଧୁର ଆନନ୍ଦରେ ବିଭୋର ହୁଅନ୍ତୁ |ବନ୍ଧୁ ତଥା ପରିବାରବର୍ଗଙ୍କୁ ଏହି…
ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ଉଦଯାପିତ
ଜଗତସିଂହପୁର,ତା-୧୫.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆଠାରେ ଉଦଯାପିତ ହୋଇଯାଇଛି l ଦୁଇ ସପ୍ତାହ ବ୍ୟାପି ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ,…
ମା ଦକ୍ଷିଣ କାଳୀ ପୂଜା ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ କାଳୀ ପୂଜା ପାଳନ ପାଇଁ କମିଟୀ ସଭାପତି ଶିବରାମ ବୈକାର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ…
ବନଦୁର୍ଗା ମନ୍ଦିର ରେ କଳସ ସ୍ଥାପନ ସହ ଆରମ୍ଭ ହେଲା ନବରାତ୍ର ଦୁର୍ଗାପୂଜା l
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବନଦୁର୍ଗା ମନ୍ଦିର ରେ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ଆଜି ଠାରୁ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ କମଳ ଶର୍ମା ଧର୍ମପତ୍ନୀ ପ୍ରିୟା ଶର୍ମା, ରଜନୀ ଦାସ ଓ ଧର୍ମପତ୍ନୀ ଉର୍ମିଳା ପଣ୍ଡା , କ୍ଷମାନିଧି ପଧାନ ଓ ଧର୍ମପତ୍ନୀ…
ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ ମଣିଷ ଜୀବନରେ ବଞ୍ଚିବା ପାଇଁ ମୌଳିକ ଅଧିକାରରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗରେ ତାହା ଯୋଗାଡ କରିବା ପାଇଁ ଏକ ଅସହାୟ ଲୋକ ନିମନ୍ତେ କଷ୍ଟକର କାମ ଅଟେ । ଆପଣ ମାନେ ଦେଖିଥିବେ କି କେତେ ଆଡେ କେତେ…