Sign in
Sign in
Recover your password.
A password will be e-mailed to you.
ବାଲି ବୋଝେଇ ହାଇୱା ଉପରେ ଚଢାଉ।
ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।:: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସୁବର୍ଣରେଖା ନଦୀରୁ ବିଳମ୍ବିତ ରାତ୍ରି ସମୟରେ ଭାରିଯାନ ହାଇୱା ମାନଙ୍କ ଦ୍ଵାରା ବେଆଇନ ବାଲି ଚାଲାଣ ହେଉଥିବାର ଖବର ପାଇ ଝାରପୋଖରିଆ ଥାନାର ପାଟ୍ରୋଲିଙ୍ଗ ଟିମ୍ ପାଣ୍ଡରା ନଦୀ ଘାଟରୁ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 78ତମ ଜନ୍ମଦିନ ଅବସରରେ ବିଧାୟକ ପ୍ରତାପ ଜେନା ଙ୍କ ଆହ୍ୱାନ କ୍ରମେ ବିଶାଳ ରକ୍ତଦାନ…
https://youtu.be/kvh-UxMGTi4
585 ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିପାରିଛି l
(ମାହାଙ୍ଗା-ଶାସକ ପ୍ରଶାସକ )- ସାଢେ ଚାରି କୋଟି ଓଡ଼ିଆ ଙ୍କ ଜନପ୍ରିୟ ମୁଖ୍ୟମନ୍ତ୍ରୀ, ଓଡିଶା ମାଟିର ବିକାଶ ର ସାରଥୀ, ତଥା…
ମିଶାଇଲ୍ ମ୍ୟାନ୍ ଙ୍କ ଜନ୍ମଜୟନ୍ତୀ ଧୁମଧାମରେ ପାଳନ
ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ପୂର୍ବତନ ମହାମହିମ ରାଷ୍ଟ୍ରପତି, ମିଶାଇଲ ମ୍ୟାନ ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜନ୍ମ ଜୟନ୍ତି ଉତ୍ସବ ଭଞ୍ଜନଗର ଲଣ୍ଡେଇସାହିରେ ଧୁମଧାମରେ ପାଳନ ହୋଇଯାଇଛି।ଗତ ଅକ୍ଟୋବର ୧୫ (ରବିବାର) ଦିନ ମିଶାଇଲ୍ ମ୍ୟାନ ଡ଼ଃ. ଏ. ପି. ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ଉତ୍ସବ…
ସୁଙ୍ଗେର ଠାରେ ସିଜିମାଳି ବକ୍ସାଇଟ ଖଣି ଖନନ ପାଇଁ ଜନଶୁଣାଣୀ ଅନୁଷ୍ଠିତ ।
ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ଖଣି ଖନନ କୁ ନେଇ ପରିବେଶ ଓ ପ୍ରଦ୍ୟୁଷଣ ବିଭାଗ ପକ୍ଷରୁ ଆଜି ସୁଙ୍ଗେର ଗ୍ରାମ ରେ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ କିଛିଲୋକ ବିରୋଧ ଭାସ କରିଥିବା ଦେଖିବାକୁ ମିଳିଥିବା ବେଳେ ପ୍ରଭାବିତ…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଭାରତ ସ୍କାଉଟ୍ ଏବଂ…
ପଦ୍ମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-- ରାଜବୋଡ଼ସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧିକ୍ଷକ ପିଏସ୍ ମିନା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ , ଏସ୍.ଡି.ପି.ଓ. ବିଭୁତି ଭୋଇ,…
ଅଞ୍ଚଳ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶିକ୍ଷା ବିଭାଗ ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ସମ୍ମିଳନୀ ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଲଳିତେନ୍ଦୁ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସମାଜସେବୀ ରବୀନ୍ଦ୍ର ନାଥ ଚୌଧୁରୀଙ୍କର ଆଜି 62 ବର୍ଷ ବୟସରେ ପରଲୋକ ଘଟିଛି I ରବୀନ୍ଦ୍ର କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ I ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଭାଇ ସୁରେନ୍ଦ୍ର, ଦେବେନ୍ଦ୍ର, ପୁଅ…
“ଜାତୀୟ ଖେଳ ହକି ପ୍ରତି ସଚେତନତା ସୃଷ୍ଟି”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ଖେଳ ହକି ପାଇଁ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ-ଉଦ୍ଦୀପନା ସୃଷ୍ଟି କରିବା ପାଇଁ ଏକ ସଭା ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ତତ୍ତ୍ବାବଧାନରେ…