ବେକରେ ଗାମୁଛା ବାନ୍ଧି ଅଲେଖ ମହିମା ଧର୍ମଗୁରୁ ( ବାବା) ଙ୍କ ଆତ୍ମହତ୍ୟା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଧାମଣା ଗୁଡା ପଞ୍ଚାୟତ ଅନ୍ତର୍ଗତ ଖୁଟୁ ବାଇ ଗ୍ରାମ ରେ ଗତକାଲି ରାତ୍ର ଅଲେଖ ମହିମା ଧର୍ମଗୁରୁ (ବାବା) ଜୟସିଂହ ଦାସ( ୩୫) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା…

ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଚାଳକ ମୃତ

ଚିଲିକା:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ପୁରୀ ଅଞ୍ଚଳର ଗୋପାଳ…

ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ।

ବଲାଙ୍ଗିର ୨୫/୧୦: ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ନଭେମ୍ବର ମାସ ୦୬ ତାରିଖ ସୋମବାର ସକାଳ ଘ ୧୦.୩୦ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ…

ଓଡ଼ିଶାରେ ଚେସ୍ ର ବିକାଶ ନେଇ ଫିଡେ ମ୍ୟାନେଜମେଣ୍ଟ ବୋର୍ଡର ଉପାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ପଦକ୍ଷେପକୁ ଶ୍ରୀମତୀ ଓଜାଲାଙ୍କ ପ୍ରଶଂସା - ଓଡ଼ିଶା ନିକଟରେ ରାଜ୍ୟ ଚେସ୍ ଏକାଡେମୀ (ପ୍ରୋ ଚେସ୍-ଟା) ଏବଂ ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ଆରମ୍ଭ କରିଛି - ଚେସ୍ ର ବିକାଶ ପାଇଁ ସହଯୋଗ ଓ ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର…

ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ…

ସୋଆ ଗବେଷକଙ୍କ ଦ୍ୱାରା ମୁଖ ଗହ୍ୱର କ୍ୟାନ୍ସର ପରୀକ୍ଷଣ କିଟ୍ ପ୍ରସ୍ତୁତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟିଙ୍କ ଦ୍ୱାରା ମୁଖ ଗହ୍ୱର କ୍ୟାନ୍ସରର ଅଭିନବ ନିଦାନ ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ବର୍ତମାନ ଜନସାଧାରଣଙ୍କ ପାଇଁ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସର ଓରାଲ…

ଭୁବନେଶ୍ୱରରେ ଓଡ଼ିଶା ମିଲେଟ୍ସ ମିଶନର ଦୁଇଦିନିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର :ଓଡ଼ିଶା ମିଲେଟ୍ସ ମିଶନ ମିଲେଟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ବାସିନ୍ଦାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ଭୁବନେଶ୍ୱରର ଏସପ୍ଲାନେଡ ମଲରେ ଚଳିତ ମାସ ୨୧ରୁ ୨୨ ତାରିଖ ଦୁଇଦିନ ଧରି ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ‘ଓଡ଼ିଶା ମିଲେଟ୍‌କୁ ଜାଣନ୍ତୁ’…

“ପାଣ୍ଡିଆନଙ୍କ ଇସ୍ତଫା ନାଟକ ପ୍ରହେଳିକା : କ୍ଷମତା ହାସଲ ପାଇଁ ବିଜେଡି ବିଜେପିର ବିରାଟ ଷଡଯନ୍ତ୍ର “

"ଗତ ଜୁନ୍ ୨୬ ତାରିଖ ୨୦୨୩ ମସିହା ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚୀବଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ତଥା ଆଚାର ସଂହିତାର ଉଲଘଂନକୁ ନେଇ କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗ ଭି.କେ. ପାଣ୍ଡିଆନଙ୍କ ବାବଦରେ ତଦନ୍ତ କରିବା ପାଇଁ ପତ୍ର ଲେଖିଥିଲେ | ନିୟମାନୁସାରେ ୪୫…

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ଗାଇସିଲାଟ/ମନ ଡନସନା- ଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମପଞ୍ଚାୟତ ର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ…

ଭଞ୍ଜନଗର ରେ ଆକର୍ଷଣୀୟ ଦୂର୍ଗାପୂଜା ମଣ୍ଡପ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: " ବଜାରେ ବଜା ବାଇଦ ବଜା, ଚଉଦିଗ ଆଜି ମାଁ ଙ୍କ ପାଇଁ ସାଜସଜ୍ଜା" । ଶରତର ପୂଜାପାର୍ବଣ ରୁତୁରେ ଦେବୀ ଆଗମନର ଏକ ଉତ୍ସବ ମୁଖର ପରିବେଶ ସହ ଧୂପ, ଦୀପ, ନୈବେଦ୍ୟ ର ମହକ ସଭିଙ୍କୁ ବିଭୋର କରେ। ସେହିପରି ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ସହରରେ ମାଁ ଦେବୀ ଦୂର୍ଗାଙ୍କ…