ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରରେ ବୈଠକ

0

ଜମନକିରା ୦୮/୨୪(ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଦେବସେନା ପକ୍ଷରୁ ଜମନକିରା ମଣ୍ଡଳ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତ ରେ ଏକ ବୈଠକ ହୋଇଯାଇଛି l ଉକ୍ତ ବୈଠକ କୁ ପ୍ରଦେଶ ଯୁବ ପ୍ରକୋଷ୍ଠ ମହାସଚିବ ଭିକୁ ନାଏକ ନେତୃତ୍ୱ କରିଥିବା ବେଳେ ସତକମା ଗ୍ରାମପଞ୍ଚାୟତ ମଣ୍ଡଳ ଅଧକ୍ଷ ମଣ୍ଟୁ ପ୍ରଧାନ ଭାଇଙ୍କ ସମେତ ମଣ୍ଡଳ ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲା ପଦାଧିକାରୀଙ୍କ ଉପସ୍ଥିତିରେ କୁଲୁଣ୍ଡି ପଞ୍ଚାୟତ ଅଧକ୍ଷ ଭାବେ କାହ୍ନl ସାସନି ଏବଂ ଆନନ୍ଦ କଉଡ଼ିଙ୍କୁ ଉପାଧ୍ୟାକ୍ଷ ଭାବେ ସର୍ବସମ୍ପତି କ୍ରମେ ଚୟନ କରାଗଲା l ଉକ୍ତ ବୈଠକରେ ଆଗାମୀ ଦିନରେ କିପରି ଭାବରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନକୁ କିପାରି ଭାବରେ ମଜବୁତ କରିବା ସହ ଗୋ ଚାଲାଣ ସହ ପୂଜା ସ୍ଥଳ ଧର୍ମମଠ ଲୋକସଂସ୍କୃତି କୁ କିପରି ଭାବରେ ବଞ୍ଚାଇ ଯାଇପାରିବ ତାହା ବିଶେଷ ଆଲୋଚନା କରାଯାଇଥିଲା

Leave A Reply

Your email address will not be published.