ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ , ଷ୍ଟ୍ରେଚର ଯୋଗେ ନେଉନେଉ ରାସ୍ତାରେ ଜୀବନ ଗଲା

ଢ଼େଙ୍କାନାଳ / ରବିନ୍ ଦାସ ; ରୋଗୀଙ୍କୁ ନେଇ ଚିକିତ୍ସାଳୟକୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ରାସ୍ତାରେ ଖରାପ ହେବାରୁ ରୋଗୀଙ୍କ ଜୀବନ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଯାହା ଜଣାଯାଏ ରୋଗୀ ଜଣଙ୍କ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମର କଣ୍ଟାସାହୀ ନିବାସୀ ୭୦…

ପାଣ୍ଡିଆନ ହେଲେ 5T ଓ ନବୀନ ଓଡିଶା ଚେୟାରମ୍ୟାନ

ଏବେ ସାପ ମରିବ ବାଡ଼ି ଭାଙ୍ଗିବନି ରୀତିରେ ବିରୋଧୀ ଓ ସମାଲୋଚକଙ୍କ  ମୁହଁରେ ତୁଣ୍ଡି ଦେଇ ତୁଲାଇବେ ନିଜ ଦାୟିତ୍ୱ | ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସ୍ବେଛାକୃତ ଅବସର ନେବାପରେ  ଆଜି ତାଙ୍କୁ   5T ଓ ନବୀନ ଓଡିଶା ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଛି…

ପାରାଦୀପ ରେ ସୌଖିନ ପ୍ରିମିୟମ ଶୋ ରୁମ ଉଦଘାଟିତ

ଜଗତସିଂହପୁର,ତା-୨୩.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଟାଧାରୀ ଷ୍ଟିଲ ରାହାମା ଓ ପାରାଦ୍ବୀପରେ ଦୀର୍ଘଦିନ ହେବ ନିଜର ବ୍ୟବସାୟିକ ପ୍ରତିଷ୍ଠା ଲାଭ କରିବା ସହ ନିଜର ଉତ୍ତମ ବ୍ୟବହାର ଦ୍ୱାରା ଅନେକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି।ଆଜିକାଲିର ଅତ୍ୟାଧୁନିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟାରେ…

ଭଞ୍ଜନଗର ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ରେ ବିଜୟା ଦଶମୀ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ସହରରେ ଥିବା ବ୍ରହ୍ମାକୁମାରୀ ଶାନ୍ତିସ୍ରୋତ ଭବନରେ ଚୈତନ୍ୟ ନବ ଦୁର୍ଗା ଝାଙ୍କି ଆୟୋଜନ ହୋଇଅଛି। ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ , ଶାନ୍ତି ସ୍ରୋତ ଭବନ ନୀଳାଦ୍ରି ବିହାର ଦ୍ଵିତୀୟ ଲାଇନ୍ ବାଗ୍ଦେବୀ ରୋଡ଼ ଭଞ୍ଜନଗର…

ପାଣ୍ଡିଆନଙ୍କ ସ୍ବେଛାକୃତ ଅବସର ଆବେଦନ ଗୃହୀତ

ଭୁବନେଶ୍ୱର : ରାଜ୍ୟ ଶାସନରେ ୫ ଟି ସେକ୍ରେଟାରୀ ଭାବେ ନିଜ ଦବଦବା ଜାହିର କରିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଛାକୃତ ଅବସର ନେଇଛନ୍ତି | ତାଙ୍କ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି | ସିଧାସଳଖ ରାଜନୀତିରେ ପ୍ରବେଶ କରିବା ପାଇଁ ଏହି…

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ…

ବରଗଡ/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ କୁ ଆଜି ଠିକ ଏକ ବର୍ଷ ବିତିଗଲା । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ପଦ୍ମପୁର ସ୍ଥିତ ତାଙ୍କ ବାସଭବନରେ ଅୟୋଜିତ  ଶ୍ରଦ୍ଧାଞ୍ଜଳି ସଭାରେ ଜଣାଇବା ପାଇଁ…

‘ଭାଇ ଜଉଁନ୍ତିଆ’ରେ ମାତୃଶକ୍ତିଙ୍କ ଠାରୁ ମିଳିଥିବା ସ୍ନେହ ଓ ଆଶୀର୍ବାଦ ଦେଶର ପ୍ରଧାନମନ୍ତ୍ରୀ ଏବଂ ମାଆ ଭଉଣୀ ମାନଙ୍କୁ…

• “ଭାଇ –ଜିଉଁନ୍ତିଆ” ହେଉଛି ଆମ ଓଡ଼ିଶାର ଅନନ୍ୟ ପର୍ବ ଓ ଭାଇ ଭଉଣୀ ସମ୍ପର୍କର ଏକ ନିଆରା ପରମ୍ପରା • ସମ୍ବଲପୁରରେ ଭଉଣୀମାନଙ୍କ ସହ ଏହି ପର୍ବରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ\ • ଦେଶରେ ମହିଳା ଆଧାରିତ ବିକାଶର ନୂଆ ଯୁଗ ଆରମ୍ଭ • ନାରୀ ଶକ୍ତି ବନ୍ଦନ…

ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ଡାବୁଗାଁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଡାବୁଗାଁ ଚଳଚଞ୍ଚଳ ହୋଇଛି। ଆଜି ଅଷ୍ଟମୀ ତିଥିରେ ଡାବୁଗାଁ ଦୁର୍ଗାପୂଜା ମଣ୍ଡପ ରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ତେବେ ଚଳିତ ବର୍ଷ ଦୁର୍ଗା ପୂଜା ଅଧିକ ଆକର୍ଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ,ମେଲୋଡି…

ବିଜେଡ଼ି ପୂର୍ବତନ ପଂଚାୟତ ସଭାପତି ଆଦିକନ୍ଦ ନାୟକଙ୍କ ସ୍ମୃତିଚାରଣ ସଭା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଅସୁରେଶ୍ୱର ପଂଚାୟତ ଅଣସରପୁର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟବସାୟୀ ତଥା ବିଜେଡ଼ିର ପୂର୍ବତନ ପଂଚାୟତ ସଭାପତି ଆଦିକନ୍ଦ ନାୟକଙ୍କ ଦ୍ୱାଦଶ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଅସୁରେଶ୍ୱର ବଜାର ବ୍ୟବସାୟୀ ସଂଘର ସଭାପତି ରଘୁନାଥ ନାୟକଙ୍କ…

୧୫୦ ହିତାଧିକାରୀଙ୍କୁ ଭତା ବାଂଟିଲେ ବିଧାୟକ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ,ବିକାଶମୂଳକ ଶାସନରେ ଅନୁପ୍ରାଣିତ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଥିବା ବୃଦ୍ଧ, ବୃଦ୍ଧା,…