Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠାରେ ନୂତନ ତହସିଲଦାରଙ୍କ ଯୋଗଦାନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଶ୍ରୀ ପ୍ରଧାନ କିଛି ଦିନ ହେବ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡ଼େପୁଟି କଲେକ୍ଟର୍ ଭାବେ କାର୍ଯ୍ୟ କରି ଆସୁଥିଲେ I ଗତ 21 ତାରିଖରେ ବେଲଗୁଣ୍ଠାର ପୂର୍ବତନ…
ଶ୍ୟାମା ସୋରୁମରେ ଭୟାବହ ଅଗ୍ନିକାଣ୍ଡ
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ସହର ସ୍ଥିତ ଖଣ୍ଡପଡ଼ା ରାସ୍ତାରେ ଅବସ୍ଥିତ ଶ୍ୟାମା ପୋଷାକ ସୋରୁମରେ ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପୋଷାକ ଓ ଆସବାବପତ୍ର ପୋଡ଼ି ଯାଇଛି। ନୟାଗଡ଼ ଅଗ୍ନିଶମ ବାହିନୀର ୪ ଟି ଦମକଳ ଗାଡ଼ି…
ଭି.କେ ପାଣ୍ଡିଆନ ବିଜେଡ଼ି ଓ ବିଜେପି ମଧ୍ୟରେ ସଂଯୋଗ ପାଇଁ ଏଜେଂଟ ଥିଲେ : ଶରତ ପଟ୍ଟନାୟକ
"ଓଡ଼ିଶାର ଏବଂ ପ୍ରତ୍ୟେକ ଓଡ଼ିଆଙ୍କର ଭବିଷ୍ୟତକୁ ନଷ୍ଟ କରିବାକୁ ଦିଆଯିବ ନାହିଁ "
ଓଡ଼ିଶାକୁ ଲିଜ୍ ଆକାରରେ ଶାସନ କରିବାକୁ ଆଉ ଦିଆଯିବ ନାହିଁ : ଶରତ ପଟ୍ଟନାୟକ
ଭୁବନେଶ୍ୱର : "ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ଆବେଦନ ଓ…
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା।
ବାଣପୁର:(ସେକ୍ କୌସର):ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ଅଞ୍ଚଳର ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ମାନଙ୍କୁ କୁମାରାଙ୍ଗ ଶାସନ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ…
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା।
ଚିଲିକା:(ସେକ୍ କୌସର): ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ମାନଙ୍କୁ ବାଲୁଗାଁ ଏନ.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ…
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା।
ବାଣପୁର:(ସେକ୍ କୌସର): ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ବାଣପୁର ବ୍ଲକ ଅଞ୍ଚଳର ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ମାନଙ୍କୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଙ୍କ ତରଫରୁ ଶୁଭେଛା ଓ…
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା
ଚିଲିକା: (ସେକ୍ କୌସର): ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ବାଲୁଗାଁ ର ଜନସାଧାରଣ ଙ୍କୁ ଓ ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ଓ ଛାତ୍ର,ଛାତ୍ରୀ ମାନଙ୍କୁ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା…
ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ଜଗତସିଂହପୁର ତା-୨୫.୧୦.୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର-ତା୨୫.୧୦.୨୩ରିଖ ଗତ କାଲି ସ°ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଶ୍ରୀ ରାମ କ୍ଲବ ସଭାପତି ଶ୍ରୀ ରତ୍ନାକର…
ଜୁଆ ଆଡ୍ଡା ଚଢ଼ାଉ ସମୟରେ ପୋଲିସ୍ ଉପରେ ଆକ୍ରମଣ ; ତିନି କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ଯୋଗୁଁ ଜୁଆଡ଼ିମାନଙ୍କର ଆକ୍ରମଣ ଶିକାର ହୋଇଛନ୍ତି ତିନି ପୋଲିସ୍ କର୍ମଚାରୀ I ଏନେଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍…
ବେକରେ ଗାମୁଛା ବାନ୍ଧି ଅଲେଖ ମହିମା ଧର୍ମଗୁରୁ ( ବାବା) ଙ୍କ ଆତ୍ମହତ୍ୟା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଧାମଣା ଗୁଡା ପଞ୍ଚାୟତ ଅନ୍ତର୍ଗତ ଖୁଟୁ ବାଇ ଗ୍ରାମ ରେ ଗତକାଲି ରାତ୍ର ଅଲେଖ ମହିମା ଧର୍ମଗୁରୁ (ବାବା) ଜୟସିଂହ ଦାସ( ୩୫) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା…