ଚିନ୍ତାଡା ମାଣିକାଣ୍ଟ। ଙ୍କୁ ସମ୍ବଲପୁର ନୃତ୍ୟ ପରିବେଷଣ କ୍ଷେତ୍ରରେ ଉଲେଖନୀୟ ପ୍ରତିଭା ପାଇଁ ଅନ୍ତର୍ଜାତୀୟ ପୁରସ୍କାର ରେ ସମ୍ମାନିତ

0 3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁଣୁପୁର ସହରର ଚିନ୍ତାଡା ମାଣିକାଣ୍ଟ। ଙ୍କୁ ସମ୍ବଲପୁର ନୃତ୍ୟ ପରିବେଷଣ କ୍ଷେତ୍ରରେ ଉଲେଖନୀୟ ପ୍ରତିଭା ପାଇଁ ଅନ୍ତର୍ଜାତୀୟ ପୁରସ୍କାର ରେ ସମ୍ମାନିତ।ୱାର୍ଲଡ଼ ୱ୍ୱେଲଫର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ।
ଉପାନ୍ତ ଜିଲ୍ଲା ରାୟଗଡ଼ାର ଜଣେ ପ୍ରତିଷ୍ଠିତ ନୃତ୍ୟ କର ଭାବେ ଚିନ୍ତାଡା ମାଣିକାଣ୍ଟ।ବେଶ୍ ପରିଚିତ। ତାଙ୍କର ସେହି ଏକାଗ୍ରତା ଓ ନିଷ୍ଠା ମନବଳ ପାଇଁ ତାଙ୍କୁ ଆଜି ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଜଧାନି ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ୱାର୍ଲଡ଼ ୱ୍ୱେଲଫର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଂସ୍କୃତିକ, ସମ୍ବଲପୁର ଓ ହିପ ହୋପ ନୃତ୍ୟ କ୍ଷେତ୍ରରେ ଉଲେଖନୀୟ ପ୍ରତିଭା ପାଇଁ ଚିନ୍ତାଡା ମାଣିକାଣ୍ଟ।ଙ୍କୁ ସମ୍ମାନିତ କରାଯାଇଛ। ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ କରିଛି । ଅନୁଷ୍ଠାନର ନିର୍ଦେଶକ ଅମର କୁମାର ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କବି ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିଲେ ।

Leave A Reply

Your email address will not be published.