ଜିଲ୍ଲା ସ୍ତରୀୟ ସଞ୍ଚୟ ପକ୍ଷ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ

 ଜଗତସିଂହପୁର ତା- ୧୧ .୧୧.୨୦୨୩ ସୁମନ୍ତ କୁମାର ଦାସ:.ସଞ୍ଚୟ ଓ ମିତବ୍ୟୟିତା ଆଣିଦିଏ ସମୃଦ୍ଧି, ଏଥିପାଇଁ ଅକ୍ଟୋବର 30 ତାରିଖ କୁ ବିଶ୍ଵ ମିତବ୍ୟୟିତା ଦିବସ ଭାବରେ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ତରଫରୁ ଅକ୍ଟୋବର 31 ତାରିଖ ଠାରୁ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ…

୨ୟ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ କାର୍ଯ୍ୟ କ୍ରମ

ଜଗତସିଂହପୁର ତା -୧୧ .୧୧.୨୦୨୩ ସୁମନ୍ତ କୁମାର ଦାସ: ସାରା ଭାରତ ଶିକ୍ଷା ବଂଚାଅ କମିଟି ଜଗତସିଂହପୁର ଜିଲ୍ଲା ଶାଖା ଉଦ୍ୟୋଗରେ ଆଜି ତା ୧୧-୧୧ ୨୦୨୩ ରିଖରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁରସ୍ଥ ମହେଶ୍ୱର ଉପ୍ରା ସ୍କୁଲରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠାନର…

ଗୋବରା ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ।

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ମୁଖ୍ୟ ସଡକ ସ୍ଥିତ ଶ୍ରୀ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପୁଜା ଅବସରରେ ଗୋବରା ଗ୍ରାମରେ କଳସ ଯାତ୍ରା ସହିତ ପୂଜା ମଣ୍ଡପରେ ମଣ୍ଡଳା ଭରଣ,ନ୍ୟାସ…

ଯୁବ ରେଡ଼କ୍ରସ ର ସ୍ବେଛାସେବୀ ଅଧିଗ୍ରହଣ କାର୍ଯ୍ୟକ୍ରମ ଓ ଜାତୀୟ ଶିକ୍ଷା ଦିବସ ପାଳନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା୧୧/୧୧/୨୩:  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ଠାରେ ଯୁବ ରେଡ କ୍ରସ ତରଫରୁ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ନୂତନ ସ୍ବେଛାସେବୀ ମାନଙ୍କ ସ୍ୱାଗତ ଓ ପ୍ରଶିକ୍ଷଣ…

କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୧୧: କିଟ୍‍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‍, କିଟ୍‍ ପବ୍ଲିକ ସ୍କୁଲ୍‍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‍…

“ଅନ୍ୟ ଦଳରୁ ଆମଦାନୀ ହୋଇଥିବା ୫୦ରୁ ଉର୍ଦ୍ଧ୍ୱ ଆଜି ବିଜେଡି ବିଧାୟକ”

ବିଜେଡି ବିଧାୟକ ବିକ୍ରମଙ୍କ ଅଭିଯୋଗର ପାଲଟା ଜବାବ ଦେଲେ ସୁଜିତ ବାହାର ଦଳରୁ ଆମଦାନୀ ହୋଇଥିବା ଆଜିର ବିଜେଡି ନେତାମାନେ ବିଜେଡିର ନେତା ବିଜେଡିର କ୍ରୀତଦାସ’ ଭୁବନେଶ୍ୱର : "ବିଜେଡି କହୁଛି ନୂଆ ନେତା ସୃଷ୍ଟି କରିପାରୁ ନାହିଁ ବିଜେପି | ଲଜ୍ଜା ଓ ସରମ ଥିଲେ ବିଜେଡିର ନେତାମାନେ ଏଭଳି…

ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର: ୧୧.୧୧.୨୦୨୩: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ ଶିକ୍ଷା ଦିବସ-୨୦୨୩ ଉତ୍ସବ ତଥା "Embracing Innovations" ଉପରେ ଏକ ଆଲୋଚନା ଚକ୍ର…

“ଓଡ଼ିଶାର ଯୁବକ, ଯୁବତୀ ଧାରା ବାହିକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରିତ”

ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ  ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଜମି, ପାନ ଓ ମୀନ ଥିଲେ ବି ଓଡ଼ିଆ ଯୁବକ ବେକାର  ରାଜ୍ୟ ସରକାରଙ୍କ ଶିଳ୍ପ ନୀତି “ଶୋ ଚୁହା ଖା କେ ବିଲି, ଅବ୍ ହଜ୍‌କୋ ଚଲି” ଭଳି  କୁଆଡେ ଗଲା ବିଜୁ…

ଖୋଲା ଆକାଶ ତଳେ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ, ସରକାରୀ ଯୋଜନା ଦିଗହରା

ଜମନକିରା,୧୧/୧୧: (ଲିପନ ନାଏକ ) ବର୍ତ୍ତମାନ ସମୟରେ ସରକାର ଗଣ ଶିକ୍ଷା ବିଭାଗ ଦ୍ଵାରା ଛାତ୍ରୀ ଛାତ୍ରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି ୫ଟି ସ୍କୁଲ। ହେଲେ ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ବିଶ୍ୱସେବା ସରକାରୀ ୟୁପି ସ୍କୁଲରେ ଏହା…

ସହରାଞ୍ଚଳ ଏସଏଚଜି ମହିଳାଙ୍କୁ ଦୀପାବଳି ଭେଟି: ରାଉରକେଲାର ବିକାଶ ପାଇଁ ‘ମୁକ୍ତା’ ଯୋଜନାରେ ୧୧୩ଟି…

ରାଉରକେଲା, (ବସନ୍ତ କୁମାର ଜେନା): ଓଡ଼ିଶାରେ ସହରାଞ୍ଚଳର ବିକାଶ ସହ ଶ୍ରମିକ ମାନଙ୍କ ଜୀବନଜୀବିକା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଉରକେଲାରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ…